ନୂଆଦିଲ୍ଲୀ: ଭେଟେରାନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ସହ ଯୋଗ ଦେଇ ସମସ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଧୋନିଙ୍କ ପରି ରାଇନା ଏହାକୁ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଫିସିଆଲ୍ କରିଥିଲେ। “ଏହା ତୁମ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ତଥା ଭାରତକୁ ବିଶ୍ଵକପ ବିଜୟୀ କରାଇଥିବା ଦ୍ଵିତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ଆନ୍ତର୍ଜାତିକ କ୍ରିକେଟରୁ ଅବସର ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ଧୋନୀ ନିଜର […]
ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ 74ତମ ସ୍ବାଧୀନତା ଦିବସ ପାଳନ ହେଉଛି । ସ୍ବାଧୀନତା ଦିବସ ଅବସରରେ କ୍ରୀଡାବିତ୍ମାନେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଅଲମ୍ପିକ୍ସ ପଦକ ବିଜୟିନୀ ସାକ୍ଷୀ […]
ଲଣ୍ଡନ୍ : 35 ବର୍ଷର ଏକ ପୁରୁଣା ଜୋତା 4.59 କୋଟିରେ ବିକ୍ରି ହୋଇଛି । ତେବେ ଏହି ଜୋତାଟି କୌଣସି ମାମୁଲି ଜୋତା ନୁହେଁ । ଏହି ଜୋତା ହେଉଛି ଆମେରିକାର ପୂର୍ବତନ ବରିଷ୍ଠ ବାସ୍କେଟବଲ୍ ଖେଳାଳୀ ମାଇକେଲ୍ ଜୋର୍ଡାନ୍ଙ୍କର […]
ଜୟପୁର : ଚଳିତ ଥର କରୋନା ଯୋଗୁଁ ଆଇପିଏଲ୍କୁ ସ୍ଥଗିତ ରଖାଯାଇଥିବାବେଳେ ସେପ୍ଟେମ୍ବର 10ରୁ ଏହା ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ତେବେ ଆଇପିଏଲ୍ ଆରମ୍ଭ ପୂର୍ବରୁ କରୋନାର ଝଟ୍କା ଲାଗିଛି । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କରୋନାରେ ଆକ୍ରାନ୍ତ […]
ବେଙ୍ଗାଲୁରୁ : ସାରା ଭାରତରେ କରୋନା କାୟା ମେଲାଇ ସାରିଥିବାବେଳେ ନେତା, ଅଭିନେତା, ଖେଳାଳୀ ପରି ବହୁ ନାମୀଦାମୀ ହସ୍ତୀମାନେ ମଧ୍ୟ ଏହାର କବଳରୁ ମୁକ୍ତି ପାଇପାରୁନାହାନ୍ତି । ପୂର୍ବରୁ ଅଭିନେତା ଅମିତାଭ ବଚ୍ଚନ, ଗୃହମନ୍ତ୍ରୀ ଅମିତ୍ ଶାହା, ତାମିଲନାଡୁ ରାଜ୍ୟପାଳଙ୍କ […]
ମୁମ୍ବାଇ : ଚୀନ୍ କମ୍ପାନୀ ଭିଭୋ ସହ ଆଇପିଏଲ୍ ସ୍ପନସରସିପ୍ ଚୁକ୍ତି ବିଚ୍ଛିନ୍ନ ହେବା ପରେ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ପୁନର୍ବାର ଟେଣ୍ଡର ଆହ୍ୱାନ କରାଯାଇଛି । ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ଦୌଡରେ ରହିଥିବା ବେଳେ […]
ୱାଶିଂଟନ୍ : ୟୁଏସ୍ ଓପନରୁ ଓହରି ଯାଇଛନ୍ତି ବିଶ୍ୱର ଦୁଇ ନମ୍ବର ମାନ୍ୟତା ପ୍ରାପ୍ତ ଟେନିସ୍ ଖେଳାଳୀ ରାଫେଲ୍ ନାଦାଲ । ଚଳିତ ମାସର ୩୧ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ୟୁଏସ୍ ଓପନ୍ରୁ ନାଦାଲ୍ ଓହରିବା ନେଇ ଟ୍ୱିଟ୍ କରି […]
ନୂଆଦିଲ୍ଲୀ : ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକରୁ ଓହରିଲା ଭିଭୋ। ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ଥିଲା ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋ। ଭାରତ ଚୀନ୍ ବିବାଦ ଯୋଗୁଁ ଭିଭୋ ଆଇପିଏଲ୍ରୁ ଓହରିଛି। ଚୁକ୍ତି ସରିବାର 3 ବର୍ଷ ପୂର୍ବରୁ ଭିଭୋ ଆଇପିଏଲ୍ରୁ ଓହରିଛି। […]
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ଏବେ ଭାରତରେ ଖେଳ ବନ୍ଦ ରହିଛି । ଭାରତୀୟ କ୍ରିକେଟ୍ ଟିମ୍ ଏବେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳୁ ନାହିଁ । ଯଦିଓ ଆଇପିଏଲ୍ 2020 ଆରମ୍ଭ ହେବାକୁରହିଛି । କିନ୍ତୁ ଟିମ୍ ଇଣ୍ଡିଆ […]
ଚେନ୍ନାଇ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବା ଦାବିରେ ଏକ ଯାଚିକା ଦାୟର କରାଯାଇଛି । କେବଳ ବିରାଟ କୋହଲି ନୁହନ୍ତି ଅଭିନେତ୍ରୀ ତମନ୍ନାଙ୍କ ବିରୋଧରେ ମଧ୍ୟ ସମାନ ମାମଲା ରୁଜୁ କରାଯାଇଛି । ଅନ୍ଲାଇନ୍ […]
ନୂଆଦିଲ୍ଲୀ, ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଏନେଇ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ । ସେ ଟ୍ବିଟ କରି ଲେଖିଛନ୍ତି, ‘‘ ଶିଶୁପୁତ୍ର ସହିତ ଆମେ […]
କୋଲକାତା, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ବଡ଼ ଭାଇ ସ୍ନେହାଶୀଷ କରୋନା ଆକ୍ରାନ୍ତ ହେବା ପରେ ଗାଙ୍ଗୁଲି ପ୍ରାୟ ସପ୍ତାହେ ହେଲା ହୋମ୍ କ୍ବାରେଣ୍ଟିନରେ ଥିଲେ। ପ୍ରତିଷେଧକ ପଦକ୍ଷେପ ସ୍ବରୁପ ସେ ସ୍ବାବ […]
ନୂଆଦିଲ୍ଲୀ: ଆସନ୍ତା ସେପଟେମ୍ବର 19ରୁ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ କ୍ରିକେଟ ଲିଗ୍। ନଭେମ୍ବର 8ରେ ଲିଗର ଫାଇନାଲ ମ୍ୟାଚ୍ ଖେଳାଯିବ। ମିଳିତ ଆରବ ଏମିରେଟସ ଯୁଏଇରେ ଏହି ଲିଗ୍ ଖେଳାଯିବ। କରୋନା ମହାମାରୀ ଯୋଗୁଁ ଦେଶର ସବୁଠାରୁ ଲୋକପ୍ରିୟ […]
ନୂଆଦିଲ୍ଲୀ, କ୍ରିକେଟ ଉପରେ କରୋନା ମାଡ଼। କୋଭିଡ-19 ମହାମାରୀ କାରଣରୁ 2020 ଟି-20 ବିଶ୍ବକପ୍ କ୍ରିକେଟକୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଇସିସି ଆଜି ଏହା ଘୋଷଣା କରିଛି। ଗତ କିଛି ମାସ ଧରି ଟି-20 ବିଶ୍ବକପ୍ ଆୟୋଜନ ନେଇ […]
ମାଞ୍ଚେଷ୍ଟର, ଓଲଡ ଟ୍ରାଫୋର୍ଡଠାରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଅଲ ରାଉଣ୍ଡର ବେକ ଷ୍ଟୋକସ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଏହି ଟେଷ୍ଟରେ ସେ ଦଶମ ଟେଷ୍ଟ ଶତକ ହାସଲ କରିବା ସହିତ ଦେଢଶହ ୱିକେଟ ହାସଲ […]
ବେଙ୍ଗାଲୁରୁ : ଭାରତର ପୂର୍ବତନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ତଥା ପୂର୍ବତନ ବ୍ୟାଡ଼ମିଣ୍ଟନ କୋଚ ରମେଶ ଟୀକାରାମ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ବେଙ୍ଗାଲୁରୁ ଏକ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ଏବଂ ମୃତ୍ୟୁ ବରଣ କରିବା ବେଳକୁ […]
ସାଉଥ୍ଆମ୍ପଟନ, ମହାମାରୀ କରୋନା ପାଇଁ ଚାରି ମାସର ବିରତି ପରେ ପୁଣି ଥରେ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ। ଆସନ୍ତାକାଲି ଠାରୁ ସାଉଥ୍ଆମ୍ପଟନ ଠାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ତିନି ଟିକିଆ ଟେଷ୍ଟ ସିରିଜ। କୋଭିଡ-19 ପରବର୍ତୀ […]
ପୁରୀ, ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ, ସେଥିପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଧୋନିଙ୍କ ଜନ୍ମଦିନ ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ହେଲେ ସୁଦର୍ଶନଙ୍କ ଏହି ବାଲୁକା […]
ନୂଆଦିଲ୍ଲୀ: ଏବର୍ଷ ଶେଷ ବେଳକୁ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କହିଛନ୍ତି ଭାରତର ବାମହାତୀ ସ୍ପିନ ବୋଲର କୁଲଦୀପ ଯାଦବ। ଆସନ୍ତା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତିନିଟି ଟି-ଟ୍ବେଣ୍ଚି ମ୍ୟାଚ୍ ଖେଳିବାର […]
ପଶ୍ଚିମବଙ୍ଗ : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ଆକ୍ରାନ୍ତ ହୋଇନଥିବାର ସୂଚନା ରହିଛି । ସେ ସମ୍ପୂର୍ଣ୍ଣ ରୂପେ ଠିକ୍ ଅଛନ୍ତି। ବେଙ୍ଗଲ କ୍ରିକେଟ ଆସୋସିଏସନର ସମ୍ପାଦକ ରୂପେ ଅବସ୍ଥାପିତ ଥିବା ସ୍ନେହାଶିଷ ଏବେ […]