ମୁମ୍ବାଇ : ଆଇପିଏଲରେ କେଉଁ ଖେଳାଳି ସବୁଠାରୁ ଅଧିକ ବେତନ ପାଇଛନ୍ତି ତାହା ଜାଣିବା ପାଇଁ ଫ୍ୟାନ ମାନେ ସର୍ବଦା ଉତ୍ସୁକ ରହିଥାନ୍ତି । ତେବେ ଅଧିନାୟକ ବିରାଟ ଓ ରୋହିତ୍ ଶର୍ମାଙ୍କୁ କାଟିଛନ୍ତି ଏହି ଖେଳାଳୀ ଜଣକ । ପୂର୍ବତନ […]
ଅହମ୍ମଦାବାଦ: ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାରତ ପାଇଁ ମାତ୍ର ୧୭ ବର୍ଷରେ ପଦାର୍ପଣ କରିଥିବା ପାର୍ଥିବ ୩୫ ବର୍ଷ ବୟସରେ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ଟ୍ୱିଟ୍ଟର ଜରିଆରେ ନିଜର ଅବସର ସମ୍ପର୍କରେ […]
ସିଡ୍ନୀ: କ୍ରମାଗତ ୧୦ ଟି ମ୍ୟାଚ ଜିତିବା ରେକର୍ଡରେ ଭାରତକୁ ବ୍ରେକ ଲାଗିଛି। ଅନ୍ତିମ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ୧୨ ରନରେ ପରାସ୍ତ ହୋଇ ସିରିଜ ୨-୧ ରେ ଜିତି ସନ୍ତୁଷ୍ଟ ହୋଇଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ […]
ସିଡ୍ନୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଘରୋଇ ଦଳ ନିର୍ଦ୍ଧାରିତ 20 ଓଭରରେ 5 ଓ୍ୱିକେଟ ହରାଇ 186 ରନ୍ କରିଛି । ଏହାସହ ଭାରତକୁ 187 ରନର ଟାର୍ଗେଟ୍ ଦେଇଛି । ମାଥ୍ୟୁ ୱେଡ […]
ସିଡ୍ନୀ: ଆଜି ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଟସ ଜିତି ବୋଲିଂ ର ନିଷ୍ପତି ନେଇଛି। ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହୋଇ ସିରିଜ ହାତେଇ ନେଇଛି। ହେଲେ ଭାରତ ଅନ୍ତିମ ମ୍ୟାଚ […]
ନୂଆଦିଲ୍ଲୀ: ଅନ୍ତର୍ରାଷ୍ଟ୍ରୀୟ ଅଲମ୍ପିକ୍ ସମିତି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏବେ ବ୍ରେକ୍ ଡ୍ୟାନ୍ସକୁ ଅଲମ୍ପିକ୍ ଖେଳର ମାନ୍ୟତା ଦିଆଯାଇଛି ଅର୍ଥାତ୍ 2024ରେ ଆୟୋଜିତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ସାମିଲ ହେବ ବ୍ରେକଡ୍ୟାନ୍ସ । ଅଲିମ୍ପିକ୍ସରେ ନୂଆକରି ବ୍ରେକ୍ […]
ସିଡନୀ: ଆଜି ଭାରତୀୟ ଦଳ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚକୁ ଦୁଇଟି ବଲ ବାକି ଥାଇ ବିଜୟ ଲାଭ କରିଛି। ଭାରତ ଏହି ମ୍ୟାଚକୁ ୬ ୱିକେଟରେ ବିଜୟ ଲାଭ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲଢୁଆ ବ୍ୟାଟିଂ ବଳରେ ବିରାଟ ବାହିନୀ ଏହି […]
ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ […]
ସିଡନୀ: ଆଜି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧ ଟା ୪୦ ମିନିଟ ରେ ଅନୁଷ୍ଠିତ ହେବ। ଭାରତୀୟ ଦଳ ପ୍ରଥମ ମ୍ୟାଚରେ […]
ନୂଆଦିଲ୍ଲୀ: ଆସନ୍ତା ୨୦୨୧ ଆଇପିଏଲ୍ରେ ୧୦ଟି ଟିମ୍ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ। ବସିସିଆଇ ଦୁଇଟି ନୂଆ ଟିମ୍ ଯୋଡ଼ିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଆସନ୍ତା ୨୪ ତାରିଖରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ମୁମ୍ବାଇରେ ହେବାର ସମ୍ଭାବନା ରହିଛି। ତେବେ ଆଇପିଏଲ୍-୧୪ରେ […]
କେନବରା: ଆଜି ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି–୨୦ ସିରିଜ୍ଆରମ୍ଭ ହେବ। ତେବେ ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆ ଖେଳାଳୀମାନେ ଏକ ସ୍ବତନ୍ତ୍ର ଜର୍ସିରେ ଦେଖିବାକୁ ମିଳିବେ। ସ୍ବଦେଶୀ ଜର୍ସିକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ଅଷ୍ଟ୍ରେଲିଆା ଖେଳାଳି। ତିନି ମ୍ୟାଚ୍ ବିଶିଷ୍ଟ […]
ନୂଆଦିଲ୍ଲୀ: ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ତଥା ଲୋକପ୍ରିୟ କୁସ୍ତି ଯୋଦ୍ଧା ମହାବୀର ଫୋଗାଟ୍ଙ୍କ ତୃତୀୟ କନ୍ୟା ତଥା ଦଙ୍ଗଲ୍ ଗାର୍ଲ ଗୀତା ଓ ବବିତାଙ୍କ ସାନ ଭଉଣୀ ସଙ୍ଗୀତା ଫୋଗାଟ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସଙ୍ଗୀତା ବୁଧବାର ଦିନ […]
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଅନେକ ଜାତୀୟ ଏବଂ ଅନ୍ତରାଷ୍ଟ୍ରୀୟ ଖେଳାଳି ପ୍ରଶଂସା କରିଛନ୍ତି। ଆଇପିଏଲରେ କ୍ରମାଗତ ଭଲ ପ୍ରଦର୍ଶନ କରିଆସୁଥିବା ଏହି ଖେଳାଳିଙ୍କୁ ଆସନ୍ତା ଅଷ୍ଟ୍ରେଲିଆ ସିରିଜ ପାଇଁ ମନୋନୀତ କରାଯାଇନଥିବାରୁ ଅନେକ […]
ମୁମ୍ବାଇ : ଆଇପିଏଲ 2020 ସରିଯାଇଛି । ଦୁବାଇରୁ ସମସ୍ତ ଖେଳାଳି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତୀୟ କ୍ରିକେଟର କୃଣାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକ ରଖାଯାଇଛି । ଦୁବାଇରୁ ଆଇପିଏଲ ଖେଳି ଫେରୁଥିବା କୁନାଲଙ୍କୁ ଅଘୋଷିତ ସୁନା ରଖିବା ଅଭିଯୋଗରେ […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ନିମନ୍ତେ ଘୋଷଣା କରାଯାଇଥିବା ଟିମରେ ଆଜି ଏକାଧିକ ପରିବର୍ତ୍ତନ କରାଯାଇଛି। ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଉଭୟ ଟି-୨୦ଏବଂ ଦିନିକିଆ ପାଇଁ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି। ଡିସେମ୍ବର ୧୭ରେ ଭାରତୀୟ […]
ଭୁବନେଶ୍ବର : 2020 ବର୍ଷ ପାଇଁ 28ତମ ଏକଲବ୍ୟ ପୁରସ୍କାର ପାଇବେ ନମିତା ଟୋପ୍ପୋ । ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ଏହି ପୁରସ୍କର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟୋପ୍ପୋ । ପୁରସ୍କାର ବାବଦରେ 5 […]
ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର । ଆରସିବି ଅଧିନାୟକ ପଦରୁ କୋହଲି ଓହରିଯିବା ଉଚିତ ବୋଲି ଗମ୍ଭୀର ମତ ଦେଇଛନ୍ତି । ଦୀର୍ଘ 8ଟି ସିଜିନ […]
ପୁରୀ, ଆଜି ହେଉଛି ବିରାଟ କୋହଲିଙ୍କର 32 ତମ ଜନ୍ମଦିନ। କୋହଲି 5 ନଭେମ୍ବର 1988 ରେ ଜନ୍ମ ହୋଇଥିଲେ।ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର କଳାମାଧ୍ୟମରେ […]
ନୂଆଦିଲ୍ଲୀ, ଆଜି ହେଉଛି ବିରାଟ କୋହଲିଙ୍କର 32 ତମ ଜନ୍ମଦିନ। କୋହଲି 5 ନଭେମ୍ବର 1988 ରେ ଜନ୍ମ ହୋଇଥିଲେ। ମୁଖ୍ୟତଃ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ କୋହିଲି କ୍ରିକେଟ୍ ଜଗତରେ ବେଶ୍ ଜଣାଶୁଣା। ଟେଷ୍ଟ କ୍ରିକେଟ୍ ହେଉ କିମ୍ବା ଦିନିକିଆ କିମ୍ବା […]
ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ଲିଗ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢେଇ ହେବ। କର ବା ମର ପରିସ୍ଥିତିରେ ହାଇଦ୍ରାବାଦ। ହାଇଦ୍ରାବାଦକୁ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବାଙ୍ଗାଲୋର ବିପକ୍ଷରେ […]
ନୂଆଦିଲ୍ଲୀ : ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁଙ୍କ ଟୁଇଟ୍କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ସୋମବାର ନିଜର ଟ୍ୱିଟ୍ଟର ଟାଇମଲାଇନରେ ‘ଆଇ ରିଟାୟର’ ବୋଲି ଏକ ପୋଷ୍ଟ କରିବା ସହିତ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି । ଏକମାତ୍ର […]