କରାଚୀ : ବିବାଦୀୟ କ୍ରିକେଟର ଉମର୍ ଆକମଲ୍ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଦୁର୍ନୀତି ଅଭିଯୋଗରେ ସୋମବାର ଦିନ ପିସିବି ପକ୍ଷରୁ ଆକମଲ୍ଙ୍କୁ ତିନି ବର୍ଷ ପାଇଁ ବାସନ୍ଦ କରାଯାଇଛି । ପିଏସ୍ଏଲ୍-5 ସମୟରେ […]
ନୂଆଦିଲ୍ଲୀ : ସମଗ୍ର ଦେଶ ଲକ୍ଡାଉନ୍ରେ ରହିଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ 2007 ଟି 20 ବିଶ୍ବକପ୍ର ସ୍ମୃତିକୁ ରୋମନ୍ଥନ କରିଛନ୍ତି । ଇଂଲଣ୍ଡ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ଙ୍କୁ ମାରିଥିବା 6 ଛକ୍କା ସମ୍ପର୍କରେ ବିବିସିର […]
ମେଲବୋର୍ଣ୍ଣ : ପୂର୍ବତନ ଅଷ୍ଟ୍ରୀଲୀୟ ଅଧିନାୟକ ମାଇକେଲ୍ କ୍ଲାର୍କ ଏକ ବିବାଦୀୟ ବୟାନ ଦେଇଛନ୍ତି । ଅଷ୍ଟ୍ରେଲିଆକୁ ବିଶ୍ବ ଚାମ୍ପିୟନ କରିଥିବା କୋଚ୍ ଜେମ୍ସ ବୁକାନାନ୍ଙ୍କୁ କିମ୍ବଦନ୍ତୀ ଲେଗ୍ ସ୍ପିନର ସେନ୍ ଓ୍ବାର୍ଣ୍ଣେ ସମ୍ମାନ କରନ୍ତି ନାହିଁ ବୋଲି କ୍ଲାର୍କ ବୟାନ […]
ବେଙ୍ଗାଲୁରୁ : ଭାରତୀୟ ଦିନିକିଆ ଏବଂ ଟି 20 ଦଳର ନିୟମିତ ସଦସ୍ୟ କେ ଏଲ୍ ରାହୁଲ୍ ନିଜର ବ୍ୟାଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ନିଲାମ କରିବାର ନିଷ୍ପତ୍ତି ନେଇଛନ୍ତି ଏହି ନିଲାମରୁ ସଂଗୃହୀତ ଅର୍ଥ ଆଓ୍ବାର ଫାଉଣ୍ଡେସନ୍ ପ୍ରଦାନ କରାଯିବ […]
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜାସନ୍ ଗିଲେସ୍ପୀ । ଉଭୟ ଲାରା ଏବଂ ତେନ୍ଦୁଲକର କ୍ରିକେଟ୍ର ମହାନତମ ବ୍ୟାଟ୍ସମ୍ୟାନ୍ । ଉଭୟ ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ୍ କରିବା କଷ୍ଟସାଧ୍ୟ […]
ନୂଆଦିଲ୍ଲୀ : ଭାରତୀୟ ପେସ୍ ବୋଲର ଆଶିଷ ନେହେରା ଇମ୍ରାନ୍ ଖାନ୍ଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । 2004 ଗସ୍ତ ସମୟରେ ଲକ୍ଷ୍ମୀପତି ବାଲାଜୀ ଇମ୍ରାନ୍ ଖାନ୍ଙ୍କ ଠାରୁ ଅଧିକ ଲୋକପ୍ରିୟ ଥିଲେ ବୋଲି ନେହେରା ମତ ଦେଇଛନ୍ତି […]
ମୁମ୍ବାଇ : ଭାରତୀୟ କ୍ରିକେଟର କେ ଏଲ୍ ରାହୁଲ୍ଙ୍କ ଜନ୍ମଦିନରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ । ଶନିବାର ରାହୁଲଙ୍କ 28 ତମ ଜନ୍ମ ଦିବସରେ ଆଥିୟା ଇନ୍ଷ୍ଟାଗ୍ରାମ ଜରିଆରେ ନିଜର ପ୍ରେମକୁ ସ୍ବୀକାର […]
ହରିୟାଣା: ଭାରତୀୟ ମହିଳା ରେସ୍ଲର୍ ବବିତା ଫୋଗତଙ୍କ ଏକ ଟ୍ବିଟ୍କୁ ନେଇ ବିବାଦ ଦେଖାଦେଇଛି। କରୋନା ସଙ୍କଟ ପାଇଁ ତବଲିଗୀ ଜମାତୀଙ୍କୁ ଦାୟୀ କରି ବବିତା ଏହି ଟ୍ବିଟ୍ କରିବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଏକାଧିକ ଟ୍ବିଟ୍ଟର […]
ମୁମ୍ବାଇ : ଦେଶବ୍ୟାପୀ ଲକ୍ଡାଉନ୍ ଲାଗି ରହିଥିବା ବେଳେ ବିଭିନ୍ନ ସେଲିବ୍ରିଟିଙ୍କ ଲକ୍ଡାଉନ୍ କାର୍ଯ୍ୟକଳାପକୁ ଫ୍ୟାନ୍ ମାନେ ଚାତକ ପରି ଚାହିଁ ରହୁଛନ୍ତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରମୁଖ ସଦସ୍ୟ ତଥା ଓପ୍ନର ସ୍ମୃତି ମାନ୍ଧନା ନିଜର ଲକ୍ଡାଉନ୍ […]
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଲକ୍ଡାଉନ୍ ସମୟରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାମାୟଣର ପ୍ରିୟ ଚରିତ୍ରକୁ ବର୍ଣ୍ଣନା କରିବା ପରେ ଏହାକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଇଛି। ନିଜର ଚମତ୍କାର ହ୍ୟାଣ୍ଡ ଆଇ କୋର୍ଡିନେସନ୍ କାରଣରୁ […]
କରାଚୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନୀ ପେସର୍ ଶୋଏବ୍ ଅଖତର । 2019 ବିଶ୍ବକପ୍ ପରେ ଧୋନୀ ଅବସର ଗ୍ରହଣ କରିବା ଉଚିତ୍ ଥିଲା ବୋଲି ଅଖତର ମତ […]
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ୍ ବିଶ୍ୱକପ୍କୁ ସ୍ଥଗିତ କରାଯାଇଛି । ଆସନ୍ତା ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ୍କୁ ସ୍ଥଗିତ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସ ଜରିଆରେ କ୍ରୀଡାବିତମାନଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭିଡ-19 ସମଗ୍ର ମାନବ ସମାଜ ନିମନ୍ତେ ଏକ ଘାତକ ରୂପ ଧାରଣ କରିଛି । ସେଥିପାଇଁ କ୍ରୀଡାବିତମାନେ ଲୋକମାନଙ୍କୁ ସଚେତନ କରିବା […]
ନୂଆଦିଲ୍ଲୀ : ନିଜର ଦୁଇବର୍ଷର ବେତନ ପ୍ରଦାନ କରିବାକୁ ଯାଉଛନ୍ତି କ୍ରିକେଟର ଗୌତମ ଗମ୍ଭୀର । ଗୁରୁବାର ଗମ୍ଭୀର ଏହି ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ପୂର୍ବତନ କ୍ରିକେଟର ଏବଂ ସାଂସଦ ଗମ୍ଭୀର ପୂର୍ବରୁ ୧ କୋଟି ଟଙ୍କା […]
ନୂଆଦିଲ୍ଲୀ : ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ୍ ଲଗାଯାଇଥିବା ବେଳେ ସମସ୍ତେ ଘରେ ରହୁଛନ୍ତି । ଏହି ସମୟରେ ସମସ୍ତେ ଅଲଗା ଅଲଗା କାମରେ ନିଜକୁ ନିୟୋଜିତ କରୁଥିବା ବେଳେ ସେଫ୍ ପାଲଟିଛନ୍ତି ଭାରତୀୟ ଓପ୍ନର ମୟଙ୍କ ଅଗ୍ରୱାଲ । ୨୯ […]
ବେଜିଂ : ଆସନ୍ତା ନଭେମ୍ବର ମାସରେ ଚୀନ୍ରେ ଆୟୋଜିତ ହେବାକୁ ଯାଉଛି ଏସିଆନ୍ ୟୁଥ୍ ଗେମ୍ସ । ଦକ୍ଷିଣ ଚୀନ୍ର ସାଣ୍ଟୋଉ ସହରରେ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ୨୦୨୧ର ନଭେମ୍ବର ୨୦ରୁ ୨୮ ମଧ୍ୟରେ ଏହି […]
ଚଣ୍ଡୀଗଡ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଇଣ୍ଟରନେଟ୍ର ରୋଷର ଶିକାର ହୋଇଛନ୍ତି। କରୋନା ଆତଙ୍କ ସମୟରେ ସେ ପାକିସ୍ତାନୀ କ୍ରିକେଟର ଶାହିଦ୍ ଆଫ୍ରିଦିଙ୍କ ଫାଉଣ୍ଡେସନ୍ର ସହାୟତା ପାଇଁ ନିବେଦନ କରିବା କାରଣରୁ ଯୁବିଙ୍କୁ ଟ୍ରୋଲ୍ର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପରେ […]
ମୁମ୍ବାଇ : ସମଗ୍ର ବିଶ୍ୱ କରୋନା କବଳରେ ଆକ୍ରାନ୍ତ ହୋଇଥିବା ବେଳେ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ବିଭିନ୍ନ ବଲିଉଡ୍ ସେଲିବ୍ରିଟି ଓ କ୍ରିକେଟର । ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ତଥା ଭାରତୀୟ ଉପ […]
ଟୋକିଓ: କରୋନା ଭାଇରସ୍ ଆତଙ୍କ କାରଣରୁ ଅଲମ୍ପିକ୍ସକୁ ସ୍ଥଗିତ ରଖାଯାଇଥିବା ବେଳେ ଆଜି ଅଲମ୍ପିକ୍ସ ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ୨୦୨୧ ମସିହାରେ ଅଲମ୍ପିକ୍ସ ଅନୁଷ୍ଠିତ ହେବା ନେଇ ଆଇଓସି ସଭାପତି ଥୋମାସ୍ ବାକ୍ ଘୋଷଣା କରିଛନ୍ତି। ଜୁଲାଇ ୨୩ରୁ […]
ନ୍ୟୁୟର୍କ : ଗୋଟିଏ ଟାୱେଲର ମୂଲ୍ୟ କେତେ ଟଙ୍କା ହୋଇପାରେ । ଅତିବେଶୀରେ ୫ ଶହ ଟଙ୍କା ହୋଇପାରେ । ତେବେ ନ୍ୟୁୟର୍କରେ ଏକ ଟାୱେଲ୍ ୨୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ବାସ୍କେଟ୍ବଲ୍ ଷ୍ଟାର କୋବ୍ ବ୍ରାୟାଣ୍ଟଙ୍କ ଟାୱେଲ୍ଟି […]
କୋଲକାତା : କରୋନା ମୁକାବିଲା ପାଇଁ ବିଭିନ୍ନ କ୍ରୀଡାବିତ୍ ଏବଂ କଳାକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି ଋଚା ଘୋଷ । ଚଳିତ ବର୍ଷ ନିଜର ବିଶ୍ୱକପ୍ ପଦାର୍ପଣ କରିଥିବା ଋଚା ପ୍ରଥମ […]