ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଷ୍ଟାଇଲିସ୍ ଓପ୍ନର ତଥା ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର କରୋନା ମୁକାବିଲା ପାଇଁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ନିଜର ଏମ୍ପି ଲାଡ୍ ଫଣ୍ଡରୁ ଗମ୍ଭୀର ଏହି ଅର୍ଥ ପ୍ରଦାନ […]
ଲକ୍ଷ୍ନୌ : ଦେଶରେ କରୋନା ଆତଙ୍କର ମୁକାବିଲା କରିବା ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏକାଧିକ କ୍ରିକେଟର ଏବଂ ବଲିଉଡ୍ କଳାକାର ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନର ଭାରତୀୟ ଦଳର କୌଣସି ସଦସ୍ୟ ସହାୟତା ପ୍ରଦାନ କରିନଥିବା ବେଳେ […]
ଟୋକିଓ : ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡାକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । କରୋନା ଆତଙ୍କମ କାରଣରୁ ଏକହି ପଦକ୍ଷେପ ନିଆଯାଇଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅଲମ୍ପିକ୍ସ ଘୁଞ୍ଚାଇବାର ପ୍ରସ୍ତାବ ଦେଇଥିବା ବେଳେ […]
ନୂଆଦିଲ୍ଲୀ : ଭାରତୀୟ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରିଛନ୍ତି ପେସର୍ ଇଶାନ୍ତ ଶର୍ମା । ରବିବାର ଜନତା କର୍ଫ୍ୟୁ ସମୟରେ ତାଳି ବଜାଇବାକୁ ପତ୍ନୀ ହାଜେଲ୍ କିଚ୍ଙ୍କ ସହିତ ଛାତକୁ ଯାଇଥିବା ସମୟରେ ଏହାର ଭିଡିଓ […]
ମୁମ୍ବାଇ : ଦେଶରେ କୋରୋନା ଭାଇରସ୍ର ସଙ୍କଟ ଦିନକୁ ଦିନ ବଢି ଚାଲିଥିବା ବେଳେ କ୍ରୀଡାପ୍ରେମୀଙ୍କ ପାଇଁ ଦୁସମ୍ବାଦ ମିଳିଛି । ଟି 20 କ୍ରୀଡାର ମହାକୁମ୍ଭ ଆଇପିଏଲ୍ ଆୟୋଜନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 24 […]
ମୁମ୍ବାଇ : କୋରୋନା କାରଣରୁ ସମଗ୍ର ଦେଶ ଏକ ପ୍ରକାର ଅଚଳ ହୋଇ ପଡିଥିବା ବେଳେ ନିଜ ଯାଦୁକରୀ କଳା କୌଶଳର ନିଦର୍ଶନ ଦେଖାଇଛନ୍ତି ଭାରତୀୟ କ୍ରିକେଟର ଶ୍ରେୟସ୍ ଆୟାର । ମୁମ୍ବାଇ ଲକ୍ଡାଉନ୍ରେ ରହିଥିବା ବେଳେ ଶ୍ରେୟସ୍ ନିଜ ଯାଦୁକରୀ […]
ନୂଆଦିଲ୍ଳୀ : କୋରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁର ଆହ୍ବାନ ଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୈଫ୍-ଯୁବରାଜଙ୍କ ଭାଗିଦାରୀର ଉଦାହରଣ ଦେଇଛନ୍ତି । ମାର୍ଚ୍ଚ 22ରେ ମୋଦି ଜନତା କର୍ଫକ୍ୟୁର ଆହ୍ବାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ମିଟ୍ ପରେ ମହମ୍ମଦ […]
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ ପକ୍ଷରୁ ଅମ୍ପାୟାର ପ୍ୟାନେଲ୍ ଘୋଷଣା କରାଯାଉଛି । ଆଇସିସି ପକ୍ଷରୁ ବୁଧବାର ଘୋଷିତ ନୂତନ ତାଲିକାରେ ଦୁଇ ଜଣ ଭାରତୀୟ ମହିଳା ଅମ୍ପାୟାର ପ୍ୟାନେଲ୍ରେ ସ୍ଥାନ ପାଇଛନ୍ତି । ଦୁଇ ଭାରତୀୟ ମହିଳା ଅମ୍ପାୟାର […]
ନୂଆଦିଲ୍ଲୀ: କରୋନାଭାଇରସ୍ ବିସ୍ଫୋରଣ ହେତୁ କ୍ରିକେଟ୍ ଜଗତ ସ୍ଥିର ହୋଇପଡିଛି। ଯାହାଫଳରେ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟମାନେ ସେମାନଙ୍କ ଅବିରତ କାର୍ଯ୍ୟସୂଚୀରୁ ବିରତି ପାଇଛନ୍ତି। କରୋନାଭାଇରସ୍ ହେତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ବାତିଲ […]
ନୂଆଦିଲ୍ଲୀ : କୋରୋନା ଭାଇରସ୍ ପ୍ରଭାବରେ କ୍ରୀଡା ସର୍ବାଧିକ ପ୍ରଭାବିତ ହୋଇଛି । ପ୍ରଥମେ ଆଇପିଏଲ୍ ଏବଂ ଅନ୍ୟାନ୍ୟ କ୍ରିକେଟ୍ ଶୃଙ୍ଖଳା ସ୍ଥଗିତ ରହିଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ଟେନିସ୍ ଉପରେ ପଡିଛି । ଟେନିସ୍ର ମହାକୁମ୍ଭ ଫ୍ରେଞ୍ଚ ଓପନ୍କୁ […]
ରାଞ୍ଚି : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଡମମିଣ୍ଟନ ଖେଳୁଥିବାର ଭିଡିଓ ଭାଇରାଲ ହୋଇଛି । ଦେଶରେ କୋରୋନା ଭାଇରସ୍ ପ୍ରଭାବ କାରଣରୁ ପ୍ରାୟ ଅଧାଦେଶ ଘରେ ବନ୍ଦ ରହିଥିବା ବେଳେ ଏମ୍ଏସ୍ଡି ରାଞ୍ଚିରେ ବ୍ୟାଡମିଣ୍ଟନ […]
ସ୍ପେନ୍ : ସାରା ବିଶ୍ବରେ କରୋନା ଭୟର ତାଣ୍ଡବ ରଚୁଥିବାବେଳେ ସ୍ପେନର ଜଣେ ଯୁବ ଫୁଟବଲ୍ କୋଚଙ୍କ ପ୍ରାଣ ନେଇଛି । ସ୍ପେନର ଫୁଟବଲ୍ କୋଚ୍ ଫ୍ରାନ୍ସିସ୍କୋ ଗ୍ରୋର୍ସିଆଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଜଣା ପଡିଛି । ମୃତ୍ୟୁବେଳକୁ […]
ନୂଆଦିଲ୍ଲୀ : କ୍ରିକେଟର ସର୍ବପୁରାତନ ଫର୍ମାଟ୍ ଟେଷ୍ଟ କ୍ରିକେଟକୁ ଆଜି 143 ବର୍ଷ ପୁରିଛି । 1877 ମସିହାର ଆଜିର ଦିନରେ ବିଶ୍ବର ପ୍ରଥମ ଟେଷ୍ଟ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ ପରଠାରୁ ଟେଷ୍ଟ […]
ପର୍ତ୍ତୁଗାଲ : ଫୁଟବଲ୍ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣିଥରେ ନିଜର ବଦାନ୍ୟତାର ଏକ ଉଦାହରଣ ଦେଇଛନ୍ତି । ସର୍ବଦା ନିଜର ଦାନ ପାଇଁ ଚର୍ଚ୍ଚିତ ରହୁଥିବା ରୋନାଲ୍ଡୋ ନିଜର ହୋଟେଲ୍ ଗୁଡିକୁ ହସ୍ପିଟାଲରେ ପରିଣତ କରିଛନ୍ତି । ପର୍ତ୍ତୁଗାଲରେ କୋରୋନା ମୁକାବିଲା […]
ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ ଏବେ ଆଇପିଏଲ୍ରେ ଲାଗିଛି ଗ୍ରହଣ । ଆଜି ମୁମ୍ବାଇଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍ର ଗଭର୍ଣ୍ଣିଂ କାଉନ୍ସିଲିଂ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କରୋନା ଭାଇରସ୍ ଯୋଗୁଁ ଚଳିତ ସିଜିନ୍ରେ କିଛି ବଡ […]
ରାଜକୋଟ : 2020-21 ରଣଜୀ ଟ୍ରଫିରେ ଚାମ୍ପିୟନ୍ ହୋଇଛି ସୌରାଷ୍ଟ୍ର । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲକୁ ପରାସ୍ତ କରି ସୌରାଷ୍ଟ୍ର ବିଜୟୀ ହୋଇଛି । 73 ବର୍ଷ ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ସୌରାଷ୍ଟ୍ର ଚାମ୍ପିୟନ୍ […]
ମୁମ୍ବାଇ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାକୁ ବାତିଲ କରିଛି ବିସିସିଆଇ । ଦେଶରେ କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବ କାରଣରୁ ବିସିସିଆଇ ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି । ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଏହି […]
ମୁମ୍ବାଇ : ଦେଶରେ କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବ କାରଣରୁ ଆଇପିଏଲ୍କୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ବିସିସିଆଇ । ଆସନ୍ତା ଏପ୍ରିଲ୍ 15 ତାରିଖ ପର୍ଯ୍ୟନ୍ତ ଆଇପିଏଲ୍କୁ ସ୍ଥଗିତ ରଖିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି । ବିସିସିଆଇର ଅନ୍ତରୀଣ […]
ନୂଆଦିଲ୍ଲୀ : କୋରୋନେ ଭାଇରସ୍ ପ୍ରଭାବରେ ଦିଲ୍ଲୀରେ ଆଇପିଏଲ୍ ମ୍ୟାଚ୍ ନହେବା ନେଇ ଘୋଷଣା କରାଯାଇଛି । ଦିଲ୍ଲୀରୁ ମ୍ୟାଚ୍ ସ୍ଥାନାନ୍ତର ହେବା ପାଇଁ ଶୁକ୍ରବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି । ଆସନ୍ତା 13 ମାର୍ଚ୍ଚ […]
ନୂଆଦିଲ୍ଲୀ: ଚଳିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ଶ୍ରୁଙ୍ଖଳର ଆଗାମୀ ଦୁଇଟି ମ୍ୟାଚ ଦର୍ଶକ ଶୂନ୍ୟ ହୋଇପାରେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ଯଥାକ୍ରମେ ଲକ୍ଷ୍ନୌ ଏବଂ କୋଲକାତାରେ ଖେଳାଯିବ। କରୋନାଭାଇରସ୍ କାରଣରୁ […]
ମୁମ୍ବାଇ : କୋରୋନା ଭାଇରସ୍ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍ ଦଳ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । ଭାରତୀୟ ପେସ୍ ବୋଲର ଭୁବନେଶ୍ବର କୁମାର ଏହି ନୂତନ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା କାଲି ଠାରୁ […]