ନୂଆଦିଲ୍ଲୀ: ଭାରତ ମହିଳା ବିଶ୍ୱକପ୍-୨୦୨୫ ଆୟୋଜନ କରିବ। ଏନେଇ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଘୋଷଣା କରିଛି। ଭାରତ ବ୍ୟତୀତ ବାଂଲାଦେଶ ଏବଂ ଇଂଲଣ୍ଡ ଯଥାକ୍ରମେ ୨୦୨୪ ଏବଂ ୨୦୨୬ ରେ ଟି-୨୦ ବିଶ୍ୱକପ ଆୟୋଜନ କରୁଥିବାବେଳେ ଟୁର୍ଣ୍ଣାମେଣ୍ଟ […]
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ପରେ ଟି-୨୦ ସିରିଜ୍ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ତ୍ରିନିଦାଦରେ ଖେଳାଯିବ। ଏହାପୂର୍ବରୁ […]
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ୍ ମିତାଲି ରାଜ ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ଖେଳିପାରନ୍ତି। କାରଣ ସେ ନିଜର ଅବସର ପ୍ରତ୍ୟାହାର କରିବାକୁ ସଂକେତ ଦେଇଛନ୍ତି। ୬ ଟି ଦଳକୁ ନେଇ ମହିଳା […]
ଭୁବନେଶ୍ବର: ଏଣିକି ଆଉ କେହି ପାଣିରେ ବୁଡ଼ି ମୃତ୍ୟୁ ବରଣ କରିବେ ନାହିଁ। ପାଣି ବୁଡ଼ିରୁ ବିଶ୍ଵବାସୀଙ୍କୁ ବଞ୍ଚାଇବ ପାଇଁ ଓଡ଼ିଶା କୌଶଳ ଶିକ୍ଷାଇବ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଫୋରମ୍ ଫର ସ୍ମାର୍ଟ ସିଟିଜନ୍ ର ଆବାହକ […]
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଭାରତୀୟ ଦଳ ଦୁଇଟି ୱିକେଟ୍ ରେ ବିଜୟ ଲାଭ କରିଛି। ଏହା ସହ ଟିମ୍ ଇଣ୍ଡିଆ ବର୍ତ୍ତମାନ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। କଷ୍ଟସାଧ୍ୟ […]
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ତଥା ଗୃହ ବିଭାଗର ମାନ୍ୟବର ରାଷ୍ଟମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି […]
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ସନ୍ଧ୍ୟା ୭ ଟାରୁ ଖେଳାଯିବ। ଏହି ମ୍ୟାଚ୍ ତ୍ରିନିଦାଦର କୁଇନ୍ସ ପାର୍କ ଓଭାଲରେ ଖେଳାଯିବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଟିମ୍ […]
ନୂଆଦିଲ୍ଲୀ: ୨୦୦୭ ରେ ସାମ ନର୍ଥଇଷ୍ଟ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲା। କିନ୍ତୁ ଏହି ୩୨ ବର୍ଷୀୟ ଖେଳାଳିଙ୍କୁ ଇଂଲଣ୍ଡ ଖେଳିବାର ସୁଯୋଗ ମିଳିନାହିଁ। ତେବେ ଏହି ଖେଳାଳି କ୍ରମାଗତ ଭାବରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ରନ୍ ସ୍କୋର କରୁଛନ୍ତି। […]
ନୂଆଦିଲ୍ଲୀ: ଆମେରିକାର ୟୁଜିନରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ଇତିହାସ ରଚିଛନ୍ତି। ସେ ୮୮.୧୩ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି। ଆଣ୍ଡରସନ୍ ପିଟର୍ସ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ପିଟର୍ସ ତାଙ୍କର ୬ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଏକ ଫଟୋ ସାମ୍ନାକୁ ଆସୁଛି, ଯେଉଁଥିରେ ସେ ବିଳାସପୂର୍ଣ୍ଣ କାରର ଚାବି ନେଉଥିବାର ନଜର ଆସିଛନ୍ତି। ଏହି କାରଟି ଜାଗୁଆର ଏଫ-ଟାଇପ, ଯାହାର ଏକ୍ସ ଶୋ’ରୁମ ମୂଲ୍ୟ ୯୮.୧୩ ଲକ୍ଷ ଟଙ୍କା। […]
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ଗତକାଲି ପୋର୍ଟ ଅଫ୍ ସ୍ପେନ୍, ତ୍ରିନିଦାଦରେ ଖେଳାଯାଇଥିଲା। ସଂଘର୍ଷପୂର୍ଣ୍ଣା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ତିନି ରନ୍ ରେ ଜିତିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଅଷ୍ଟମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଲରାଉଣ୍ଡର […]
ନୂଆଦିଲ୍ଲୀ: ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରା ପ୍ରଥମ ଥର ପାଇଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଜାଭେଲିନ୍ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଆମେରିକାରେ ଚାଲିଥିବା ଏହି ଚାମ୍ପିୟନଶିପ୍ର ଗ୍ରୁପ୍ ରାଉଣ୍ଡର ପ୍ରଥମ ପ୍ରୟାସରେ ସେ ୮୮.୩୯ ମିଟର ଜାଭେଲିନ୍ […]
ନୂଆଦିଲ୍ଲୀ: ଭାରତୀୟ ଖେଳାଳି ଅନୁ ରାନୀ ପୁଣି ଥରେ ବିଶ୍ୱ ଚାମ୍ପିଅନସିପ୍ ୨୦୨୨ ର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗ୍ରୁପ୍ ବି’ର ଯୋଗ୍ୟତା ପର୍ଯ୍ୟାୟରେ ୫୯.୬୦ ମିଟର ଜାଭେଲିନ୍ ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍ ଦଳର ସଦସ୍ୟମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଉଭୟ କ୍ରୀଡ଼ାବିତ ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କ […]
ମୁମ୍ବାଇ/ ଭୁବନେଶ୍ୱର: କ୍ରିକେଟ୍ରେ ଏହାର ବର୍ଦ୍ଧିତ ଆନ୍ତର୍ଜାତିକ ଉପସ୍ଥିତିକୁ ସୁଦୃଢ଼ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ଆଗାମୀ ଟି୨୦ ଲିଗ୍ର ଏକ ଫ୍ରାଚାଂଇଜି ଟିମ୍ ଅଧିଗ୍ରହଣ କରିବା ନେଇ ଘୋଷଣା କରାଯାଇଛି। ନିକଟରେ କଂପାନି […]
ନୂଆଦିଲ୍ଲୀ: ଆଗାମୀ କିଛି ମାସ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ବହୁତ ବ୍ୟସ୍ତବହୁଳ ହେବାକୁ ଯାଉଛି। ଭାରତୀୟ ଦଳ ଆସନ୍ତା ମାସରେ ଜିମ୍ବାୱେ ଗସ୍ତ କରିବ। ସେଠାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଯାହା ୬ ବର୍ଷ ପରେ ଭାରତୀୟ […]
ନୂଆଦିଲ୍ଲୀ: ଟି-୨୦ ଏବଂ ଦିନିକିଆ ସିରିଜରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ସହିତ ମୁହାଁମୁହିଁ ହେବ। ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆ କାରିବିଆନ୍ ଯାତ୍ରା ପାଇଁ ଯିବ। ୱେଷ୍ଟଇଣ୍ଡିଜରେ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ […]
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଜିତିଛି। ତେବେ ତୃତୀୟ ଦିନିକିଆରେ ଭାରତ ପାଇଁ ୨୫୯ ରନ୍ର ଟାର୍ଗେଟକୁ ପିଛା କରିବା ସହଜ ନଥିଲା। ମାତ୍ର ୭୨ ରନ ସ୍କୋରରେ ଭାରତ ୪ […]
ନୂଆଦିଲ୍ଲୀ: ମଞ୍ଚେଷ୍ଟର ଦିନିକିଆରେ ଇଂଲଣ୍ଡକୁ ଭାରତ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ ରେ କବ୍ଜା କରିଛି। ଓଲ୍ଡ ଟ୍ରାଫର୍ଡରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୬୦ ରନ୍ର ଟାର୍ଗେଟ […]
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଇତିହାସ ସୃଷ୍ଟି କରିଛନ୍ତି। ସେ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିଛନ୍ତି। ଅନ୍ତିମ ମ୍ୟାଚରେ ସେ ଚାଇନାର ୱାଙ୍ଗ ଜୀ ୟୀଙ୍କୁ 21-9, 11-21, 21-15 ରେ ପରାସ୍ତ କରିଛନ୍ତି। ସିନ୍ଧୁ ପ୍ରଥମ ଥର […]
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧-୧ ରେ ବରାବର ସ୍ଥିତିରେ ଅଛି। ଆଜି (ଜୁଲାଇ ୧୭) ଏହି ସିରିଜର ଶେଷ ଏବଂ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ମଞ୍ଚେଷ୍ଟର ସହରର ଓଲ୍ଡ […]