ନୂଆଦିଲ୍ଲୀ: ଆଜି ହକି ଯାଦୁଗର ମେଜର ଧ୍ୟାନ ଚାନ୍ଦଙ୍କ ୧୧୯ ତମ ଜନ୍ମଦିନ ଅବସରରେ ସାରା ଦେଶରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି। ଏହି ଦିନ ଦେଶର ରାଷ୍ଟ୍ରପତି ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସହିତ […]
ନୂଆଦିଲ୍ଲୀ: ଲିଡ୍ସର ହେଡିଙ୍ଗଲି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଗୋଟିଏ ଇନିଂସ ଏବଂ ୭୬ ରନରେ ପରାଜିତ ହୋଇଛି। ଲିଡ୍ସ ଟେଷ୍ଟରେ ଭାରତର ପରାଜୟର କାରଣ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ। କିନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ […]
ନୂଆଦିଲ୍ଲୀ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ଜିତି ଭାରତର ଭାବୀନା ପଟେଲ ଇତିହାସ ସୃଷ୍ଟି କରିଛନ୍ତି। ଟେବୁଲ୍ ଟେନିସରେ ଭାରତ ପାଇଁ ପଦକ ଜିତିଥିବା ଭାବୀନା ପଟେଲ ହେଉଛନ୍ତି ପ୍ରଥମ ଖେଳାଳି। ଭବୀନା ପଟେଲଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ, ପାରାଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ ପାଇଁ ଭାବିନା ପଟେଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆସନ୍ତାକାଲିର ସଫଳତା ପାଇଁ ଦେଶର ସମର୍ଥନ ରହିଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି; “ଶୁଭେଚ୍ଛା ଭାବିନା ପଟେଲ! […]
ଭୁବନେଶ୍ୱର, ନିକଟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ବିଶେଷ ଭାବେ ହକିରେ ଆମ କ୍ରୀଡ଼ାବିତ୍ଙ୍କ ଚମତ୍କାର ପ୍ରଦର୍ଶନରେ ଉତ୍ସାହିତ ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଥିବା ବିଷୟରେ ଆସୋଚାମ୍ର ଏକ ଆଭାସୀ ସମ୍ମିଳନୀରେ ଶିଳ୍ପ, ଶକ୍ତି, […]
ନୂଆଦିଲ୍ଲୀ: ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୪ ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଏକ ମାସରୁ କମ୍ ସମୟ ବାକି ଅଛି। ବାସ୍ତବରେ, ଆଇପିଏଲ୍ ୨୦୨୧ ଚଳିତ ବର୍ଷ ଏପ୍ରିଲ୍-ମେ ମାସରେ ଭାରତରେ ଆରମ୍ଭ ହୋଇଥିଲା, କିନ୍ତୁ […]
ନୂଆଦିଲ୍ଲୀ: ଆଗାମୀ ଟି -୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସିସିଆଇ ଅଧିକାରୀ ଓ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସମୟରେ ଟି -୨୦ ବିଶ୍ୱକପ ସହ ଜଡିତ ଅନେକ ପ୍ରସଙ୍ଗରେ ଆଲୋଚନାହୋଇଛି। ଅକ୍ଟୋବର […]
ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସରେ ଟି -୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ସବୁଠାରୁ ଶକ୍ତିଶାଳୀ ପ୍ରତିଯୋଗୀ ଭାବରେ ଦେଖାଯାଉଛି। ପୂର୍ବତନ ଭେଟେରାନ କ୍ରିକେଟର ଗୌତମ ଗମ୍ଭୀର ବିଶ୍ଵାସ […]
ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପରେ ଭାରତ ଦଳ ବହୁତ ଶକ୍ତିଶାଳୀ ଏବଂ ଏହାକୁ ପରାସ୍ତ କରିବା କୌଣସି ଦଳ ପାଇଁ ସହଜ ହେବ ନାହିଁ। ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ୍ ସାମି ଏଭଳି ମତାମତ ରଖିଛନ୍ତି। ୟୁଏଇ ଏବଂ ଓମାନରେ ଅକ୍ଟୋବର […]
ନୂଆଦିଲ୍ଲୀ, ପୋଲାଣ୍ଡର ଓରେକ୍ଲାଠାରେ ଅନୁଷ୍ଠିତ ବିଶ୍ୱ ଯୁବ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଆଠଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଚ ସମେତ ମୋଟ ୧୫ଟି ପଦକ ହାସଲ କରିଛି। ସେହି ଉପଲକ୍ଷେ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା […]
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଲିମ୍ପିକ୍ ହକି ହିରୋମାନଙ୍କ ପାଇଁ ଅନୁଷ୍ଠିତ ଏକ ସମାରୋହରେ ଟୋକିଓ ଅଲିମ୍ପିକ୍ସରେ ନିଜର ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚନା କରିଥିବା ଭାରତୀୟ ଜାତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର ସଫଳତା […]
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆସନ୍ତା ଟି -୨୦ ବିଶ୍ୱକପ୍ର କାର୍ଯ୍ୟସୂଚୀ ଘୋଷଣା କରିଛି। ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ବିରୋଧରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଏହି ବିଶ୍ୱକପ୍ର ଗ୍ରୁପ୍- ୨ରେ ଉଭୟ ଭାରତ […]
ନୂଆଦିଲ୍ଲୀ, ଲର୍ଡସ ଗ୍ରାଉଣ୍ଡରେ ଇତିହାସ ରଚିଲା ଭାରତ। ଦ୍ରୁତ ବୋଲରଙ୍କ ବଳରେ ଭାରତ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି । ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍ର ଚତୁର୍ଥ ଦିନ […]
ନୂଆଦିଲ୍ଲୀ, ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅଲମ୍ପିକ ବିଜେତାଙ୍କୁ ସାକ୍ଷାତ କରିଛନ୍ତି। ଗତକାଲି ସ୍ବାଧୀନତା ଦିବସରେ ଯୋଗଦାନ କରିବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେହି ଅନୁସାରେ ସେମାନେ ସମସ୍ତେ ଏହି ଜାତୀୟ ଉତ୍ସବରେ ଯୋଗଦେଇଥିଲେ। ଆଜି ସକାଳେ […]
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଟିମ୍ ଇଣ୍ଡିଆର ସମସ୍ୟା ବବଢିବାରେ ଲାଗିଛି। ତେବେ ଏହି ଦୁଇ ଖେଳାଳିଙ୍କୁ ଦଳ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଆଶା ପ୍ରକଟ […]
ଭୁବନେଶ୍ବର, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ତଥା କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ଅଗଷ୍ଟ ୧୩ ତାରିଖ ଦିନ ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଆୟୋଜିତ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ […]
ନୂଆଦିଲ୍ଲୀ/ଲର୍ଡସ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଲର୍ଡସର ଐତିହାସିକ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ […]
ନୂଆଦିଲ୍ଲୀ: ବର୍ତ୍ତମାନ ପରିସ୍ଥିତିରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଭଲ ପ୍ରଦର୍ଶନ କରୁଛି। ଦଳରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ସହିତ ସମଗ୍ର ବିଶ୍ୱରେ ଏକ ପରିଚୟ ସୃଷ୍ଟି କରୁଛନ୍ତି। ଆଫଗାନିସ୍ତାନ ଖେଳାଳି ରସିଦ ଖାନଙ୍କ […]
ଭୁବନେଶ୍ବର: ଟୋକିଓ ଅଲମ୍ପିକରେ ଖେଳି ନିଜ ରାଜ୍ୟକୁ ତଥା ସମଗ୍ର ଦେଶକୁ ଗର୍ବାନ୍ଵିତ କରିଥିବା ୪ ଜଣ ଓଡିଶା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେବା ପରେ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା […]
ଭୁବନେଶ୍ଵର : ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଅଲିମ୍ଫିକ୍ସ ପଦକ ବିଜେତା। ଭୁବନେଶ୍ଵର ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବ୍ରୋଞ୍ଚ ପଦକ ବିଜେତା ବିରେନ୍ଦ୍ର ଲାକ୍ରା ଓ ଅମିତା ରୋହିତ ଦାସ ଓ଼ଡିଶାକୁ ଫେରିଛନ୍ତି। ମହିଳା ହକି ଖେଳାଳୀ ଦୀପଗ୍ରେସ […]
ନୂଆଦିଲ୍ଲୀ, ଅଶୋକା ହୋଟେଲ ପରିସରରେ ଆୟୋଜିତ ଏକ ଭବ୍ୟ ସାନ୍ଧ୍ୟକାଳୀନ ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସାତ ଅଲିମ୍ପିକ୍ସ ପଦକ ବିଜେତା-ନୀରଜ ଚୋପ୍ରା, ରବି କୁମାର ଦହିୟା, ମୀରାବାଈ ଚାନୁ, ପିଭି ସିନ୍ଧୁ, ବଜରଙ୍ଗ […]