ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନସ୍ଥ ଚକଟିପୁର ରେଳବାଇ ଗେଟ ନିକଟରୁ ଦୁଇ ପକ୍ଷୀ ଶିକାରୀଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି। ଏ ନେଇ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି। […]
ସୀତାରାମ ଅଗ୍ରୱାଲ ବାଣପୁର : ରାଜ୍ୟ ସରକାର ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ଏବଂ ଆଜିର ଯୁବପିଢ଼ି ବୈଷୟିକ ଶିକ୍ଷାକୁ ପ୍ରାଧାନ୍ୟ ଦେଉଥିବା ବେଳେ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓଜେସିଏଲ ଆନୁକୂଲ୍ୟରେ ପ୍ରତି ବ୍ଲକରେ ବୈଷୟିକ କମ୍ପୁଟର ଶିକ୍ଷା ସଚେତନତା ପରିଭ୍ରମଣ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଷାଠିଏ ବର୍ଷ ଅବସରରେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଦୀର୍ଘବର୍ଷ ଧରି ପୁରାତନ ଛାତ୍ରଛାତ୍ରୀ କମିଟି ଗଠନ ହୋଇପାରିନଥିଲା। ନୂତନ ଭାବେ ବିନାୟକ ହୋତା କଲେଜର ଅଧ୍ୟକ୍ଷ […]
ସୀତାରାମ ଅଗ୍ରୱାଲ ବାଣପୁର: କିଛିଦିନ ତଳେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଏକ ଘଟଣାକୁ ନେଇ ଚିଲିକା ରାଜନୀତିରେ ବେଶ ଚର୍ଚ୍ଚା ଲାଗି ରହିଛି। ତାହା ହେଲା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସେ ନିଜ ବ୍ଲକ ଅଫିସଙ୍କୁ […]
ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାର ପ୍ରଖ୍ୟାତ କବି, ଗାଳ୍ପିକ, ଔପନ୍ୟାସିକ, ଗୀତିକାର ତପନ ପଟ୍ଟନାୟକଙ୍କ ବିୟୋଗରେ ଚିଲିକା ସାହିତ୍ୟ ସମାଜ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଶ୍ରୀରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ଏହି ସଭା […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜରେ ବାରହା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇ ବର୍ଷ ମଧ୍ୟରେ ୧୦ଟି ଜଙ୍ଗଲୀ ବାରହା ଅକାଳରେ ମୃତ୍ୟୁବରଣ କରିଥିବା ଖବର ରହିଛି। କେତେବେଳେ ଶୀକାରୀଙ୍କ ହାତରେ […]
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ […]
ସୀତାରାମ ଅଗ୍ରୱାଲ ବାଣପୁର: ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରିତା ନେଇ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦରେ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ବିଜ୍ଞାପିତ ଅଂଚଳ ପରିଷଦ ବୈଠକ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଞ୍ଚୁଦୋଳ ଦେଖିବା ପାଇଁ ପଲଟଣ ପଡିଆ ଠାରେ ଲକ୍ଷାଧିକ ଜନ ସମାବେଶ ହୋଇଥିଲା। ଯାହାଫଳରେ ପଡିଆ ଭିତରେ ବହୁ ଆବର୍ଜନା ପଡି ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଏହାକୁ ସଫା କରିବାକୁ […]
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଅଞ୍ଚଳର ଜଣେ ପରୋପକାରୀ ଓ ରାଜନେତା ଭାବେ ଜଣାଶୁଣା ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ ଘଟିଯାଇଛି। ଶ୍ରୀଯୁକ୍ତ ବଳିୟାରସିଂହ ବାଣପୁର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଟେକ୍ସଟାଇଲ ଇଞ୍ଜିନିଅର ଭାବରେ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବର ମୁତାବକ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାରଟି ସଂନ୍ଧ୍ୟାରେ ବାଣପୁର-ବାଲୁଗାଁ ବାଇପାସ ନିକଟରେ ସମ୍ମୁଖରେ ଯାଉଥିବା […]
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲିଠାରୁ ଡ୍ରାଇଭର ମହାସଂଘର ଧର୍ମଘଟ ଜାରି ରହିଥିବା ବେଳେ ରାଜ୍ୟରେ ମାଟ୍ରିକ ପରୀକ୍ଷା ମଧ୍ୟ ଜାରି ରହିଛି। ତେବେ ପରୀକ୍ଷା ପାଇଁ ବିଭିନ୍ନ ହବ ସେଣ୍ଟରରୁ ଯେପରି ପ୍ରଶ୍ନପତ୍ର ଅବାଧରେ ପ୍ରତି ବିଦ୍ୟାଳୟରେ ପହଞ୍ଚିପାରିବ ତାହାକୁ ଗୁରୁତ୍ୱ […]
ସୀତାରାମ ଅଗ୍ରୱାଲ ଚିଲିକା: ବିରଳ ଫିସିଂ କ୍ୟାଟ୍ ର ମୃତଦେହ ଉଦ୍ଧାର ହୋଇଛି। ଚିଲିକା ବ୍ଲକ ଚଣ୍ଡେଶ୍ୱର ପଂଚାୟତ ଦାରୁଗାଁ ଗ୍ରାମ ନିକଟ ଧାନ ଗହୀରରୁ ମୃତ ଦେହ ଉଦ୍ଧାର ହୋଇଛି। ଏହି ଫିସିଂ କ୍ୟାଟର ମୃତ ଦେହ ଏକ ପୁରୁଷ […]
ସୀତାରାମ ଅଗ୍ରୱାଲ ଚିଲିକା: ଭାରତୀୟ ଡାକ ବିଭାଗ, ଭୁବନେଶ୍ୱର ଡାକ ମଣ୍ଡଳ ଏବଂ ସୁନାଖଳା ଶାଖା ଡାକଘର ଆନୁକୁଲ୍ୟରେ ଆଜି ସ୍ଥାନୀୟ ସୁନାଖଳା ଠାରେ ଡ଼ାକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଏକ ହତ୍ୟା ଅଭିଯୋଗ ହୋଇଛି। ପୁଅକୁ ଷଡଯନ୍ତ୍ର କରି ବୋହୁ ମାରିଦେଇଥିବାର ଶ୍ୱଶୁର ଅଭିଯୋଗ କରିଛନ୍ତି। ସାନ ହନ୍ତୁଆଡ଼ ଗ୍ରାମର ଅଭିମନ୍ୟୁ ସ୍ୱାଇଁ ଏ ନେଇ ବାଣପୁର ଥାନାରେ ଏକ ଲିଖିତ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କ୍ରମାଗତ ଭାବେ ଦ୍ଵିତୀୟ ଦିନରେ ବାଲୁଗାଁ ଏବଂ ଟାଙ୍ଗୀ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ଦେଶୀ ବିଦେଶୀ ମଦ ଜବତ ହୋଇଥିବା ବେଳେ ତିନି ଜଣ ଅଭିଯୁକ୍ତ ଗିରଫ […]
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ଜିଲ୍ଲା ପରିଷଦ […]
ସାତପଡ଼ା: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ମଏଁଷା ଗ୍ରାମ ସିପିନାସୀ ଠାରେ ଦ୍ୱାରିକାଧିଶ ଓ ସପ୍ତଋଷି ବିଗ୍ରହ ସ୍ଥାପନା କରାଯାଇଛି। ପ୍ରଥମ ଦିନ ଅଙ୍କୁରାରୋପଣ, ଧ୍ୟାନିଧିବାସ, ହୋଇଥିବା ବେଳେ ଦ୍ୱିତୀୟ ଦିନ କଳସ ଯାତ୍ରା, ଗୋପୂଜା, ସୂର୍ଯ୍ୟପୂଜା, […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଶାସନ ଗ୍ରାମ ପଞ୍ଚାୟତ ଲୁଣିପଡା ଶାସନ ଗ୍ରାମର ରବିନ୍ଦ୍ର ଗୌଡ଼ଙ୍କ ପୁଅ ସୁନୀଲ ଗୌଡ଼ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପିତାଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ ଚଳାଇଥିବା […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ସ୍ଥିତ ଗୋପିନାଥ ପୁର ଗଜଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ସଭାପତି କବି ତଥା ସାହିତ୍ୟିକ ରଙ୍କନାଥ ସେଠିଙ୍କ ପୌରୋହିତ୍ୟରେ ଦଶମ ରାଜ୍ୟସ୍ତରୀୟ ଭାଷା ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ […]
ଚିଲିକା: ଚିଲିକା ବ୍ଲକର ଅଗ୍ରଣୀ କ୍ରିକେଟ୍ ସଂଗଠନ ଜୟ ମା’ ମଙ୍ଗଳା କ୍ରିକେଟ୍ କ୍ଲବ ପକ୍ଷରୁ ପଂଚୁ ପାଟିଆ ମା’ ମଙ୍ଗଳା ପଡିଆରେ ଚାଲିଥିବା ୨୦/୨୦ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଅଛି। ୭ ଦିନ ଧରି ଅନୁଷ୍ଠିତ ହେଉଥିବା ଟୁର୍ଣ୍ଣା […]