ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ୱାଧୀନତା ଦିବସ ଉପଲେକ୍ଷ ସିଲ୍କ ସିଟି ମହିଳା ପ୍ରାତଃ ଭ୍ରମଣ ସଙ୍ଗଠନ ପକ୍ଷରୁ ଆମ୍ବପୁଆ ଠାରେ ଅବସ୍ଥିତ ରାମ କୃଷ୍ଣ ମିଶନ ଆଶ୍ରମରେ ଅବସ୍ଥାନ କରୁଥିବା ଗରିବ ଅବହେଳିତ ଛାତ୍ରମାନଙ୍କୁ ବୈଦିକ ବସ୍ତ୍ର, ମଶାରୀ, ଦୁଇଗୋଟି […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ର ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ବିଜେପି ତରଫରୁ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ବ୍ଲକ ବିଜେପିର ପଦାଧିକାରୀମାନେ ଭେଟିଛନ୍ତି। ବିଜେପିର ପଦାଧିକାରୀମାନେ ମନ୍ତ୍ରୀମାନଙ୍କୁ ଭେଟି ଗିରିଶ୍ଚନ୍ଦ୍ର ପୁର ଆଦିବାସୀ, ହରିଜନ କଲ୍ୟାଣ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଜ୍ଞାନ […]
ବାଣପୁର: ବାଣପୁର କୋର୍ଟରେ କାର୍ଯ୍ୟରତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସଙ୍କ କାର୍ଯ୍ୟକାଳ ଆଜି ସଫଳତାରର ସହ ଦୁଇ ବର୍ଷ ଅତିକ୍ରମ କରିଛି। ସେ ୨୦୨୨ ମସିହା ଅଗଷ୍ଟ ୧୬ ତାରିଖରେ କାର୍ଯ୍ୟରେ ଯୋଗଦେଇଥିଲେ। ଏହି ଅବସରରେ ଆଜି […]
ବାଣପୁର (ସୀତାରାମ ଅଗ୍ରୱାଲ): ଗୁରୁବାର ରାତିରେ ପ୍ରବଳ ବର୍ଷା ହେବାରୁ ନୀଳାଦ୍ରି ପ୍ରସାଦ ଅନ୍ତର୍ଗତ କସିପଡ଼ା ଗ୍ରାମର ଜଣେ ୮୭ବର୍ଷୀୟା ବୃଦ୍ଧାଙ୍କ ଉପରେ କାନ୍ଥ ଭୁଶୁଡି ପଡିବାରୁ ମୃତ୍ୟୁ ବରଣ ହୋଇଥିବା ଜଣାପଡିଛି। ଖବରରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ଶ୍ରୀମତୀ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ନିକଟସ୍ଥ କରୁଣା ଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ୭୮ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏମ୍. ଅଭିପ୍ସା ଅତିଥି ପରିଚୟ ପ୍ରଦାନ କରି ଉପସ୍ଥାପନା କରିଥିଲେ। ଏଥିରେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର […]
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମଦେବ ବିଦ୍ୟାପୀଠରେ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପୁରାତନ (୧୯୯୭ ବ୍ୟାଚ) ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। […]
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲାଯାଇଛି। ମାତ୍ର ଛଅ ମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ଭିତର କାଠହୁଣ୍ଡି ଖୋଲା ଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲଦାର, ଟି. ପଦ୍ମନାଭ ଦୋରା, ସଭ୍ୟ ମଣ୍ଡଳ ଉନ୍ନୟନ […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ରେଢ଼ାଖୋଲ ବନଖଣ୍ଡ ଖୋଲଗଡ ସଂରକ୍ଷିତ ଜଙ୍ଗଲର ଗୋଗୁଆ ଗ୍ରାମ ନିକଟରୁ ୧.୨ କେଜି ବାରହା ମାଂସ ଜବତ ସହ ଜଣଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନନ୍ତ ବାଘ। ଘର ଗୋଗୁଆ। ବନ […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ବେଆଇନ ଭାବେ ମଦ ଚୋରା ଚାଲାଣ ହେଉ ଥିବା ବେଳେ ରେଢ଼ାଖୋଲ ଅବକାରୀ ବିଭାଗ ମଙ୍ଗଳବାର ମଧୁପୁର ଗାଁ ନିକଟରୁ ମଙ୍ଗଳବାର ଚଢାଉ କରି ବାଇକ୍ ସହ ବିଅର୍ ଓ ମଦ ଜବତ କରିଛି। ଏହି ବେଆଇନ […]
ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳର ବିଶିଷ୍ଟ ଓକିଲ, ରାଜନେତା, ସମାଜସେବୀ ତଥା ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ଦ୍ଵାଦଶାହ ଅବସରରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ବାବା ବୁଖାରି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ […]
କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଜିଲ୍ଲାନାସୀ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀଠାରେ ଆଜି ଏକ ଦୁଇଦିନିଆ ପଂଚାୟତ ସ୍ତରୀୟ ଲକ୍ଷପତି ଦିଦି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ସରପଂଚ ନିଳିନୀପ୍ରଭା ପରିଡ଼ା, ଜିବୀକା ମିଶନର ବିଏଲ୍ସି ପ୍ରଶାନ୍ତ କୁମାର ବେହେରା ଯୋଗଦେଇ […]
ବାଣପୁର (ସୀତାରାମ ଅଗ୍ରୱାଲ): ଦେଶର ପ୍ରତି ନାଗରିକଙ୍କ ମଧ୍ୟରେ ଦେଶ ଭକ୍ତିକୁ ଜାଗ୍ରତ କରିବା ଏବଂ ରାଷ୍ଟ୍ରୀୟ ଗୌରବ ଓ ଏକତାର ଏକ ନୂଆ ଭାବନା ସୃଷ୍ଟି କରିବା ଲକ୍ଷ୍ୟରେ ୨୦୨୨ ମସିହା ଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ହରଘର ତ୍ରିରଙ୍ଗା’ […]
ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ସିଡିପିଓ ଅନୁସ୍ଵୟା ମିଶ୍ରଙ୍କ ନେତୃତ୍ୱରେ କିଶୋରୀମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼ […]
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଭିନ୍ନ ହୋଟେଲ ଓ ମିଠା ଦୋକାନ ଗୁଡିକରେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲେ। ଏହି ସମୟରେ ହୋଟେଲ ଓ ମିଠା […]
ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ବ୍ଲକର ଅଧାରୁ ପାଠ ଛାଡ଼ିଥିବା କିଶୋରୀ ବାଳିକା ମାନଙ୍କର ନିଯୁକ୍ତି ପାଇଁ ଏକ କାଉନସେଲିଂ କର୍ମଶାଳା ଶିଶୁ ମଙ୍ଗଳ ଅଧିକାରିଣୀ ନର୍ମଦା ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। […]
ବାଣପୁର (ସୀତାରାମ ଅଗ୍ରୱାଲ): ସୋମବାର ସକାଳ ୧୦.୦୦ ଘଟିକା ସମୟରେ ଗୋଦାବରୀଶ ମହାବିଦ୍ୟାଳୟ ରେ ହର୍ ଘର୍ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରା ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ପ୍ରଶାସନିକ ଅଧିକାରୀ ଡଃ.ଏସ୍.ପି.ଏନ୍.ଏସ୍ ବର୍ମା, ରୋଭର ଲିଡର ଆଦିତ୍ୟ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଲାୟନ୍ସ୍ କ୍ଲବ ସିଲ୍କ ସିଟି ମହିଳା ଅନୁଷ୍ଠାନର ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ଵ ଗ୍ରହଣ ଉତ୍ସବ ଗିରି ରୋଡ୍ ସ୍ଥିତ ପାଢ଼ୀ ସେଲିବ୍ରେସନ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ପୁର୍ବତନ ଲାୟନ୍ସ୍ ଗଭର୍ଣ୍ଣର […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବ୍ୟସ୍ତବହୁଳ ତଥା ବ୍ୟବସାୟିକ ପେଣ୍ଠସ୍ଥଳ ବାଲୁଗାଁ ସହରର ମୁଖ୍ୟରାସ୍ତା ସମ୍ପ୍ରସାରଣ ନେଇ ଗୁରୁବାର ଦିନ ପୂର୍ତ୍ତ ବିଭାଗ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ମୁଖ୍ୟ ରାସ୍ତା ସଂକୀନ୍ନ ଥିବାରୁ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଅହରହ ଭିଡ଼ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅନ୍ତର୍ଜାତିକ ଲାୟନ୍ସ କ୍ଲବ ଆନୁକୁଲ୍ୟରେ ବ୍ରହ୍ମପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଇଁ ନୂଆଗାଁ ଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚକ୍ଷୁ ଓ ଦନ୍ତ ପରିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଡର୍ଣ୍ଣ ଆଇ କେଆର ବ୍ରହ୍ମପୁର […]
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଭୀମପୁର ଗ୍ରାମର ସର୍ବପୁରାତନ ଶିକ୍ଷାନୁଷ୍ଠାନ, ପଣ୍ଡିତ ଗୋଦାବରୀଶ ମିଶ୍ର ଅଧ୍ୟୟନ କରିଥିବା ଭରନା କୁଲାର ସ୍କୁଲର ପ୍ରଧାନଶିକ୍ଷକ ବାଣପୁର ଅଞ୍ଚଳର ପ୍ରଥମ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ବଡ଼ମାଷ୍ଟ୍ରେ ଭାବରେ ପରିଚିତ ସ୍ବର୍ଗତ ହରେକୃଷ୍ଣ […]
ରଣପୁର: ଆଉ ମାତ୍ର କିଛି ଦିନ ୭୮ତମ ସ୍ୱାଧୀନତା ଦିବସ ପାଳନ। ଏହାକୁ ଧୂମଧାମ ସହ ପାଳନ ନିମନ୍ତେ ରଣପୁର ଶିକ୍ଷା ବିଭାଗ ତରଫରୁ ତପ୍ତରତା ପ୍ରକାଶ ପାଇଛି। ଏ ନେଇ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା, ଇଁରାଜୀ […]