Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାପାକୁ ହତ୍ୟା ମାମଲାର ରାୟ: ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଅପରାଧ

ବାପାକୁ ହତ୍ୟା ମାମଲାର ରାୟ: ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

March 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜୟପୁର: ଜୟପୁର ସ୍ଥିତ ଅତିରିକ୍ତ ଜିଲା କୋର୍ଟ ରେ ହତ୍ୟା ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଜିଲ୍ଲା ବିଚାରପତି ରାଜେଶ କୁମାର ନାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୨ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ମାମଲା ବିବରଣୀରୁ ପ୍ରକାଶ ଯେ, ବୋରିଗୁମ୍ମା ଥାନା ଅନ୍ତର୍ଗତ ବଡନାୟକ ଗୁଡା ଗ୍ରାମରେ ରହୁଥିବା ବାପା ମଦନ ସାନ୍ତାକୁ ଗତ ୨୦୧୪ ମେ ୨୪ ତାରିଖରେ ଅଭିଯୁକ୍ତ ପୁଅ ଅର୍ଜୁନ ସାନ୍ତା ଓ ସାଙ୍ଗ ଭୁବନ ସାନ୍ତା ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ବୋରିଗୁମ୍ମା ଥାନା ଅନ୍ତର୍ଗତ ବଡ ନାୟକ ଗୁଡା ବାପା ମଦନ ସାନ୍ତାକୁ ଟାଙ୍ଗିଆରେ ମୁଣ୍ଡ ଓ ବେକକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ରାସ୍ତା ମଝିରେ ହତ୍ୟା କରିଥିବା ବିଷୟ ମା ତାରା ସାନ୍ତା ବୋରିଗୁମ୍ମା ଥାନାରେ ଲିଖିତ ‌ଅଭିଯୋଗ କରିଥିଲେ।

ପୋଲିସ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ୧୭ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ପ୍ରମାଣ ଅଭାବରୁ କୋର୍ଟ ୨ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅଭିଯୁକ୍ତ ତରଫରୁ ଆଇନଜୀବି ଅଞ୍ଜନା ସିଂ ମାମଲା ଲଢୁଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

“ଭଗବାନ ରାମ ଭୂମିକାରେ ରଣବୀର କପୁର ଗ୍ରହଣୀୟ ନୁହଁନ୍ତି”: ରାମାନନ୍ଦ ସାଗରଙ୍କ ନାତି

September 8, 2026

ବୟସ ଜାଲିଆତି ପାଇଁ ଏହି ଖେଳାଳିଙ୍କୁ ବାଦ ଦେଲା BCCI: ଭାରତୀୟ ଦଳରେ ପରିବର୍ତ୍ତନ

September 8, 2026

ମାମୁଲି ବଚସାରୁ ମର୍ଡର: ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ମୃତ

September 8, 2026

ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ ଅଟୋ ଚାଳକ

September 8, 2026
Latest News

“ଭଗବାନ ରାମ ଭୂମିକାରେ ରଣବୀର କପୁର ଗ୍ରହଣୀୟ ନୁହଁନ୍ତି”: ରାମାନନ୍ଦ ସାଗରଙ୍କ ନାତି

September 8, 2026

ବୟସ ଜାଲିଆତି ପାଇଁ ଏହି ଖେଳାଳିଙ୍କୁ ବାଦ ଦେଲା BCCI: ଭାରତୀୟ ଦଳରେ ପରିବର୍ତ୍ତନ

September 8, 2026

ମାମୁଲି ବଚସାରୁ ମର୍ଡର: ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ମୃତ

September 8, 2026

HDFC Bankର ବଡ଼ ଘୋଷଣା: କମିଲା ଋଣର ସୁଧ ହାର, ଜାଣନ୍ତୁ କେତେ

September 8, 2026

ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ ଅଟୋ ଚାଳକ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.