Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ୟୁପିରେ ଲଜ୍ଜାଜନକ ଘଟଣା: ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ
ଅପରାଧ

ୟୁପିରେ ଲଜ୍ଜାଜନକ ଘଟଣା: ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ

March 31, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗଣଦୁଷ୍କର୍ମ
ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଯାହା ତିନି ଜଣ ଲୋକ ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳା ଜଣଙ୍କ ଏତ୍ମାଦପୁର ଥାନାରେ ତିନିଜନଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

ଏହି ଘଟଣା ବିଷୟରେ ଆରକ୍ଷୀ ଅଧିକ୍ଷକ ଆରଏ ସତ୍ୟଜିତ ଗୁପ୍ତା କହିଛନ୍ତି ଯେ, ଅଭିଯୁକ୍ତଙ୍କ ନାମରେ ଗଣଦୁଷ୍କର୍ମ, ଲୁଟ ଏବଂ ଜୀବନରୁ ମାରିଦେବା ଧମକର ଧାରାରେ କେସ ରୁଜ୍ଜୁ କରାଯାଇଛି। ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଟିମ ଗଠନ କରାଯାଇଛି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି।

ଆଗ୍ରା ଗଣଦୁଷ୍କର୍ମ ଲଜ୍ଜାଜନକ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026

ସ୍କୁଲ ଟଙ୍କା ହଡପ କରି ୨ ଗିରଫ

October 3, 2026

ବିହାର MLC ନିର୍ବାଚନ: ମେଣ୍ଟ ଭିତରେ ମହାଟକ୍କର, RJD-କଂଗ୍ରେସ ମୁହାଁମୁହିଁ

October 3, 2026
Latest News

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026

ସ୍କୁଲ ଟଙ୍କା ହଡପ କରି ୨ ଗିରଫ

October 3, 2026

ବିହାର MLC ନିର୍ବାଚନ: ମେଣ୍ଟ ଭିତରେ ମହାଟକ୍କର, RJD-କଂଗ୍ରେସ ମୁହାଁମୁହିଁ

October 3, 2026

ଇନ୍‌ଫ୍ଲୁଏନ୍ସର ମ୍ୟାଡ୍ ସାନ୍ଧୁଙ୍କୁ ହତ୍ୟା: ଅମୃତସରରେ ଚାଞ୍ଚଲ୍ୟ, ତଦନ୍ତ ଆରମ୍ଭ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.