Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅଙ୍ଗନବାଡିରେ ଚାକିରୀ ଦେବାକୁ କହି ସୁପରଭାଇଜର ନେଉଥିଲେ ଲାଞ୍ଚ, ମାଡି ବସିଲେ ଭିଜିଲାନ୍ସ
ଅପରାଧ

ଅଙ୍ଗନବାଡିରେ ଚାକିରୀ ଦେବାକୁ କହି ସୁପରଭାଇଜର ନେଉଥିଲେ ଲାଞ୍ଚ, ମାଡି ବସିଲେ ଭିଜିଲାନ୍ସ

November 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଙ୍ଗନବାଡିରେ ଚାକିରୀ ଦେବାକୁ କହି ସୁପରଭାଇଜର ନେଉଥିଲେ ଲାଞ୍ଚ, ମାଡି ବସିଲେ ଭିଜିଲାନ୍ସ

ଭୁବନେଶ୍ବର: ଅଙ୍ଗନବାଡିରେ ଚାକିରୀ ହେବ। ଭଲ ଦରମା ମିଳିବ, ସମ୍ମାନ ମିଳିବ। ଏପରି କହି ଜଣେ ଆଇସିଡିଏସର ସୁପର ଭାଇଜର ନେଉଥିଲା ଲାଞ୍ଚ। ଟଙ୍କା ନେଲା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ମାଡି ବସିଲେ। ତାଙ୍କଠାରୁ ଟଙ୍କା ଜବତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।

ଏହିପରି ଘଟଣାଟି ନୂଆପଡା ଜିଲ୍ଲାର ସିନାପଲ୍ଲୀ ବ୍ଲକରେ ଘଟିଛି। ଭିଜିଲାନ୍ସ ଧରିଥିବା ମହିଳା ଜଣଙ୍କ ହେଉଛନ୍ତି ଏହି ବ୍ଲକ ଅଧିନରେ ଥିବା ଛତିଗୁଡା ଆଇସିଡିଏସ ସୁପରଭାଇଜର। ତାଙ୍କର ନାମ ହେଲା ହର୍ସମଣି ଦେଇ।

ଘଟଣାରୁ ଜଣାପଡିଛି ଯେ, ହର୍ଷମଣି ଜଣେ ବ୍ୟକ୍ତିଙ୍କ ଭଉଣୀଙ୍କୁ ଅଙ୍ଗନବାଡିରେ ଚାକିରୀ କରାଇଦେବାକୁ କହି ଲାଞ୍ଚ ମାଗିଥିଲେ। ସେଥିପାଇଁ ସେ ଏକ ଲକ୍ଷ ଟଙ୍କା ଦାବୀ କରିଥିଲେ। ହେଲେ ଏତେ ଟଙ୍କା ଦେଇ ହେବ ନାହିଁ ବୋଲି କହି ମୁଲଚାଲ ଚାଲିଥିଲା। ଶେଷରେ 80 ହଜାର ଟଙ୍କାରେ କଥା ଛିଣ୍ଡିଲା। ସିନାପଲ୍ଲୀ ବସଷ୍ଟାଣ୍ଡରେ ଏହି ଦବାନବା ହେବ ବୋଲି ନିଷ୍ପତି ହେଲା।

ଏହା ଭିତରେ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସ ସହିତ କଥା ହେଲେ। ଯୋଜନା ମୁତାବକ ଭିଲାନାସ କେମିକାଲ ବୋଳା ଟଙ୍କା ତାଙ୍କ ହାତକୁ ବଢାଇ ଦେଲେ। ସମସ୍ତେ ବସ ଷ୍ଟାଣ୍ଡ ଅଭିମୁଖେ ଯାଇ ଯୋଜନା ଅନୁସାରେ ହର୍ଷମଣିଙ୍କୁ ଟଙ୍କା ପ୍ରଦାନ କରାଗଲା। ଟଙ୍କା ନେଇ ପାଖରେ ରଖିବା ବେଳେ ଭିଜିଲାନ୍ସ ଅଧିକାରୀ ସେହିଠାରେ ତାଙ୍କୁ ଧରିଲେ। ତାଙ୍କଠାରୁ ସମସ୍ତ ଟଙ୍କା ଜବତ କରାଯିବା ସହିତ କୋରାପୁଟ ଭିଜିଲାନ୍ସରେ ମାମଲା ଋଜୁ କରାଯାଇଛି।

VIGILANCE ଅଙ୍ଗନବାଡି ଅଙ୍ଗନବାଡି କର୍ମଚାରୀ ଆଇସିଡିଏସ
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.