Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କାଶ୍ମୀରର ଅବନ୍ତିପୋରାରେ ଲଶ୍କର ଆତଙ୍କବାଦୀ ନିହତ, ସୁରକ୍ଷା ବାହିନୀ ଉପରେ କରିଥିଲା ଅନେକ ଆକ୍ରମଣ
ଅପରାଧ

କାଶ୍ମୀରର ଅବନ୍ତିପୋରାରେ ଲଶ୍କର ଆତଙ୍କବାଦୀ ନିହତ, ସୁରକ୍ଷା ବାହିନୀ ଉପରେ କରିଥିଲା ଅନେକ ଆକ୍ରମଣ

February 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କାଶ୍ମୀର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରା ଅଞ୍ଚଳରେ ଗତକାଲି ରାତିରେ ହୋଇଥିବା ଏନକାଉଣ୍ଟରରେ ଜଣେ ୧୯ ବର୍ଷୀୟ ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନା ମିଳିତ ଅପରେସନରେ ଏହି ଆତଙ୍କବାଦୀର ମୃତ୍ୟୁ ହୋଇଛି। ଏନକାଉଣ୍ଟର ସ୍ଥାନରୁ ଏକ ପିସ୍ତଲ ସମେତ ବହୁ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

ପୋଲିସର ମୁଖପାତ୍ରଙ୍କ ଅନୁଯାୟୀ, “ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଉପରେ ଆଧାର କରି ଏକ ଛୋଟ ପୋଲିସ୍ ଟିମ୍ ଅବନ୍ତିପୋରାର ନମ୍ବଲ ଅଞ୍ଚଳରେ ଚଢାଉ କରିଥିଲା। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ପୋଲିସ୍ ପାର୍ଟି ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏହାପରେ ପାଲଟା ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା।”

ନିହତ ଆତଙ୍କବାଦୀ ଜଣଙ୍କ କର୍ମାବାଦ ପୁଲୱାମା ନିବାସୀ ଇରଫାନ୍ ଅହମ୍ମଦ ଶେଖ ବୋଲି ଜଣା ପଡିଛି ଏବଂ ଲଶ୍କରର ଟିଆରଏଫ ଗୋଷ୍ଠୀ ସହ ସେ ଜଡିତ ଥିଲା।

ଅବନ୍ତିପୋରା କାଶ୍ମୀର ଲଶ୍କର ଆତଙ୍କବାଦୀ ନିହତ ସୁରକ୍ଷା ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଶ୍ରୀଲଙ୍କା ସିରିଜ ପାଇଁ ଟିମ୍ ଇଣ୍ଡିଆ: ରାହୁଲ ଦ୍ରାବିଡ ପୁଅଙ୍କୁ ମିଳିଲା ସୁଯୋଗ

June 11, 2026

ବିହାର ଏମଏଲସି ନିର୍ବାଚନ: ସମସ୍ତ ୧୦ ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ

June 11, 2026

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା

June 11, 2026
Latest News

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଶ୍ରୀଲଙ୍କା ସିରିଜ ପାଇଁ ଟିମ୍ ଇଣ୍ଡିଆ: ରାହୁଲ ଦ୍ରାବିଡ ପୁଅଙ୍କୁ ମିଳିଲା ସୁଯୋଗ

June 11, 2026

ବିହାର ଏମଏଲସି ନିର୍ବାଚନ: ସମସ୍ତ ୧୦ ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ

June 11, 2026

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା

June 11, 2026

ସିଲିଣ୍ଡର ବିତରଣ ନାମରେ ନୂଆ ଠକେଇ: ମାର୍ଗଦର୍ଶିକା ଜାରି କଲେ ଗ୍ୟାସ୍ କମ୍ପାନୀ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.