Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ଚୋରି କରୁଥିଲା ବେଳେ ଧରାପଡ଼ିଲା ଚୋର, ପୋଲିସରେ ଜିମା ଦେଲେ ଗ୍ରାମବାସୀ
ଅପରାଧ

ବାଣପୁର: ଚୋରି କରୁଥିଲା ବେଳେ ଧରାପଡ଼ିଲା ଚୋର, ପୋଲିସରେ ଜିମା ଦେଲେ ଗ୍ରାମବାସୀ

September 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସାଇକେଲ ଚୋରି କରୁଥିଲା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ଚୋର। ଥାନାରେ ଜିମାଦେଲେ ଗ୍ରାମବାସୀ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବାଲିପଦର ଗ୍ରାମରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ଗତକାଲି ରାତିରେ ବାଲିପଦର ଗ୍ରାମର ଶରତ ନାୟକଙ୍କ ସାଇକେଲ ଚୋରି କରି ସେହି ଗ୍ରାମର ଅନିଲ ମହାନ୍ତି (୨୨) ନେଉଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।

ତଦନ୍ତରୁ ଜଣାପଡିଛି ଯେ, ଅନିଲ ଜଣେ ପେସାଦାର ସାଇକେଲ ଚୋର। ସେ ସାଇକେଲ ଗୁଡିକୁ ଚୋରି କରି ମାତ୍ର ୩୦୦ ଟଙ୍କାରେ ଅନ୍ୟକୁ ବିକ୍ରି କରିଦେଇଥାନ୍ତି। ତେବେ ତାଙ୍କ ନିକଟରୁ ଦୁଇ ଗୋଟି ଚୋରା ସାଇକେଲ ଉଦ୍ଧାର ହୋଇଥିବା ବେଳେ ଗତବର୍ଷ ମଧ୍ୟ ସେ ସାଇକେଲ ଚୋରି ଅଭିଯୋଗରେ ଗିରଫ ହୋଇଥିଲେ।

ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେସ ନମ୍ବର ୩୯୬/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବ ବୋଲି ସୂଚନା ମିଳିଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

September 6, 2026

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

September 6, 2026

ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ତେଣ୍ଟା ଭୁଷି ହତ୍ୟା!

September 6, 2026
Latest News

ନୂଆ ନ୍ୟାୟ ସଂହିତା ଯୋଗୁଁ ଗୋଆରେ ଦଣ୍ଡବିଧାନ ହାର ୨୨% ରୁ ୫୩% କୁ ବୃଦ୍ଧି

September 7, 2026

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ

September 7, 2026

ଦୁଇ ହଜାର ବର୍ଷର ପ୍ରାଚୀନ ‘ଅସୁରଗଡ଼’ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

September 7, 2026

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ତେଜେନ୍ଦ୍ରଙ୍କ ସରୋଦ, ଲିପ୍ସାଙ୍କ ଓଡିଶୀ 

September 7, 2026

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୨୯ ସୁଦ୍ଧା ‘ନିଶାମୁକ୍ତ ଭାରତ’ ସଙ୍କଳ୍ପ ପୂରଣ ହେବ: ଗୃହମନ୍ତ୍ରୀ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.