Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବ୍ରହ୍ମପୁର: ସିରିଜ୍ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତ କୋର୍ଟ ଚାଲାଣ
ଅପରାଧ

ବ୍ରହ୍ମପୁର: ସିରିଜ୍ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତ କୋର୍ଟ ଚାଲାଣ

February 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଲାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବଡ଼ବଜାର ଥାନା, ନିମଖଣ୍ଡି ଥାନା ଓ ଗୋଳନ୍ଥରା ଥାନା ଅଞ୍ଚଳରେ ବିଗତ ଦିନରେ ଘଟିଥିବା ବିଭିନ୍ନ ଚୋରି ଘଟଣାରେ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ବ୍ରହ୍ମପୁର ପୋଲିସ ସଫଳତା ହାସଲ କରିଛି।

ସୂଚନାଯୋଗ୍ୟ ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ଜନୈକ ବ୍ୟବସାୟୀଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ବଡ଼ବଜାର ଥାନାରେ ୧୭/୨୩ ଅନୁଯାୟୀ ମାମଲା ରୁଜୁ, ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗରରେ ଡଃ ଅମୁଲ୍ୟ ମିଶ୍ରଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ନିମଖଣ୍ଡି ଥାନାରେ ୩୭/୨୩ ଅନୁଯାୟୀ ମାମଲା, ଗୋଳନ୍ଥରା ଥାନା ଅନ୍ତର୍ଗତ ବେଲକୁଦି ଗ୍ରାମର ପ୍ରହଲ୍ଲାଦ ନାୟକଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ୫୮/୨୩ ଓ ବାଲିଆ ସାହିର କେ ଦମୟନ୍ତୀଙ୍କ ଘରୁ ଚୋରି ଅଭିଯୋଗରେ ୮୦/୨୩ ଅନୁଯାୟୀ ମାମଲା ରୁଜୁ ହେବା ପରେ ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ନେତ୍ରୁତ୍ବରେ ବିଭିନ୍ନ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।

ଏହି ଟିମ୍ ସବୁ ଚୋରି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ସଦର ଥାନା ବାଲିପଡା ଗ୍ରାମର ଏସ୍ ସନ୍ତୋଷ, ଟି ଭଜନ ଓ ଟି ଦିଲିପକୁ ଉଠାଇ ଆଣି ବିଭିନ୍ନ ସ୍ଥାନରେ ରଖି ପଚରାଉଚରା କରିବା ବେଳେ ସେମାନଙ୍କ ଠାରୁ ଉକ୍ତ ୪ ଟି ଚୋରି ଘଟଣାରେ ଲୁଟ୍ ହୋଇଥିବା ସୁନା ଓ ରୂପା ଅଳଂକାର ଜବତ କରିଛନ୍ତିି ଓ ଜବତ୍ ଅଳଙ୍କାର ମଧ୍ୟରେ୨୬୫ ଗ୍ରାମ ସୁନା ଓ ୩୫୦ ଗ୍ରାମ ରୁପା ପୋଲିସ ର ହସ୍ତଗତ ହୋଇଛି।

ଉଦ୍ଧାର ହୋଇଥିବା ସବୁ ଅଳଙ୍କାର ଗୁଡ଼ିକ ପ୍ରକ୍ରୁତ ମାଲିକଙ୍କୁ ଫେରସ୍ତ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ଠାରୁ ପ୍ରକାଶ।

କୋର୍ଟ ଚାଲାଣ ଗୋଳନ୍ଥରା ଥାନା ନିମଖଣ୍ଡି ଥାନା ବଡ଼ବଜାର ଥାନା ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Latest News

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.