Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜଙ୍ଗଲ ଅଫିସରଙ୍କ ଘରୁ ମିଳିଲାଣି ୧ କୋଟି ନଗଦ, ୧ କୋଟି ବ୍ୟାଙ୍କ ଜମା, ୧ କିଲୋ ସୁନା, ୪ କେଜି ରୂପା……
ଅପରାଧ

ଜଙ୍ଗଲ ଅଫିସରଙ୍କ ଘରୁ ମିଳିଲାଣି ୧ କୋଟି ନଗଦ, ୧ କୋଟି ବ୍ୟାଙ୍କ ଜମା, ୧ କିଲୋ ସୁନା, ୪ କେଜି ରୂପା……

July 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜଙ୍ଗଲ ଅଫିସର
ଜଙ୍ଗଲ ଅଫିସରଙ୍କ ଘରୁ ମିଳିଲାଣି ୧ କୋଟି ନଗଦ, ୧ କୋଟି ବ୍ୟାଙ୍କ ଜମା, ୧ କିଲୋ ସୁନା, ୪ କେଜି ରୂପା......

ଭୁବନେଶ୍ବର: ଜଣେ ଜଙ୍ଗଲ ବିଭାଗ ଅଫିସରଙ୍କ ଘରୁ ମିଳାଲା ସୁନା, ରୂପା, ନଗଦ ଟଙ୍କା ଆହୁରି କଣ। ଯାହାକୁ ଦେଖି ସମସ୍ତେ ତାଜୁବ ହେବାରେ ଲାଗିଛି। ସେ ବାବୁ ଜଣଙ୍କ ହେଉଛନ୍ତି ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର, ଶ୍ରୀ ରାମଚନ୍ଦ୍ର ନେପାକ। ଆୟବର୍ହିଭୂତ ସମ୍ପତ୍ତି ଖାନତଲାସିରେ ବର୍ତ୍ତମାନ ସୁଦ୍ଧା ନଗଦ ୧.୪୩ କୋଟି ଟଙ୍କା, ଜମା ୧.୩୨ କୋଟି, ୧ ବହୁତଳ ପ୍ରାସାଦ, ୩ଟି ଫ୍ଲାଟ, ୨ଟି ପ୍ଲଟ, ସୁନା ୧.୫ କେଜି,ରୂପା ୪.୬ କେଜି , ଗୋଟିଏ କାର ଆଦି ମିଳିଛି ।

ଶ୍ରୀ ରାମ ଚନ୍ଦ୍ର ନେପାକ ୧୯୮୯ ରେ କୋରାପୁଟ ସାମାଜିକ ବନ ବିଭାଗରେ ଗ୍ରାମ ବନ କର୍ମଚାରୀ ଭାବରେ ଯୋଗ ଦେଇଥିଲେ। ବର୍ତ୍ତମାନ, ସେ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର କମ ଇନ-ଚାର୍ଜ ରେଞ୍ଜର, ଭାବରେ କାର୍ଯ୍ୟ କରୁଛନ୍ତି ଓ ମାସକୁ ୬୯,୬୮୦ ଟଙ୍କା ଦରମା ପାଉଛନ୍ତି। ହେଲେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସଂପତ୍ତି ହିସାବ ଚାଲିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।

VIGILANCE ଓଡିଶା ଭିଜିଲାନ୍ସ ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026

ଜୁଲାଇ ୨୦ ରୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କର ଫୋକସରେ ରହିବ ଏହି ବିଲ

July 3, 2026

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026
Latest News

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026

Steel Import Issues: ଇସ୍ପାତ ମନ୍ତ୍ରଣାଳୟ ଆୟୋଜନ କରିବ ଓପନ ହାଉସ ଆଲୋଚନା

July 3, 2026

ଇ-ରିକ୍ସା ଅଚଳ କରିଦେଉଥିବା ତିନିଟି ମୋବାଇଲ ଆପ୍ କୁ ହଟାଇବା ପାଇଁ ନିର୍ଦ୍ଦେଶ

July 3, 2026

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.