Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ
ଅପରାଧ

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ଅବକାରୀ ବିଭାଗ
ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜେଇ ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଅବକାରୀ ବିଭାଗ ଅଟକ ରଖିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ କାର୍ ଓ ମୋଟରସାଇକେଲ ସମେତ ଗଞ୍ଜେଇ ଜବତ କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ବିଭାଗ ଯୁଗ୍ମ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଉପ ଅଧ୍ୟକ୍ଷ ଶୃତି କାନ୍ତ ରାଉତ ନିଜ କର୍ମଚାରୀଙ୍କ ସହ ଧରାକୋଟ ଥାନ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଛକରେ ଛକି ରହିଥିଲେ। ଏହି ସମୟରେ ସନ୍ଦିଗ୍ଧ ଭାବେ ଏକ ହୋଣ୍ଡା ମୋଟରସାଇକେଲକୁ ଅଟକାଇ ଅବକାରୀ ବିଭାଗ ଜେରା କରିଥିଲା। ଏହା ସହିତ ପଛରେ ଆସୁଥିବା ଏକ ହୋଣ୍ଡା କାରକୁ ମଧ୍ୟ ଅଟକାଇ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ କାରରୁ ପ୍ରାୟ ୩୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା।

ଉକ୍ତ କାର୍ ମଧ୍ୟରୁ ଦୁଇଟି ଆର୍ ସି ବହି, ଦୁଇଟି ଡ୍ରାଇଭିଂ ଲାଇସେନ୍ସ, ଦୁଇଟି ମୋବାଇଲ ଫୋନ ଜବତ୍ ସହ ଚାଲାଣ ଅଭିଯୁକ୍ତ ଦୁଇଜଣ ଯୁବକ କପିଳାସ ଦିଗାଲ ଓ ତରୁଣ ଯେନାଙ୍କୁ ମାମଲା ନଂ ୪୩୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଗିରଫ କରାଯାଇଥିଲା।

ଗଞ୍ଜେଇ ଜବତ ଦୁଇ ଅଟକ ବ୍ରହ୍ମପୁର ଅବକାରୀ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଷୟ ଉପନ୍ୟାସ ପୁରସ୍କାର, ଡ଼ ଲଲାଟେନ୍ଦୁ ସାହୁଙ୍କ ‘ଘାଟ ମୁହାଁ ଡଙ୍ଗା’ ପୁସ୍ତକ ପୁରସ୍କୃତ

September 20, 2026

ପେନ୍ ଇନ୍ ବୁକ୍ସ ର “କାରା କାହାଣୀ” ପୁସ୍ତକକୁ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

September 20, 2026

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026

ମହଙ୍ଗା ପଡ଼ିଲା ଜେଲ ଭିତରେ ମୋବାଇଲ ଦେବା ଘଟଣା: ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ

September 20, 2026
Latest News

ଅକ୍ଷୟ ଉପନ୍ୟାସ ପୁରସ୍କାର, ଡ଼ ଲଲାଟେନ୍ଦୁ ସାହୁଙ୍କ ‘ଘାଟ ମୁହାଁ ଡଙ୍ଗା’ ପୁସ୍ତକ ପୁରସ୍କୃତ

September 20, 2026

ପେନ୍ ଇନ୍ ବୁକ୍ସ ର “କାରା କାହାଣୀ” ପୁସ୍ତକକୁ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

September 20, 2026

ଟ୍ରେନ୍‌ରେ କାହିଁକି ଏବଂ କେଉଁ ସ୍ଥାନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ

September 20, 2026

ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

September 20, 2026

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.