Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କୃଷ୍ଣପ୍ରସାଦରୁ ନାବାଳିକାକୁ ଉଦ୍ଧାର କଲା ବାଣପୁର ପୋଲିସ: ଝାରପଡ଼ା ଜେଲ ଗଲେ ଅଭିଯୁକ୍ତ
ଅପରାଧ

କୃଷ୍ଣପ୍ରସାଦରୁ ନାବାଳିକାକୁ ଉଦ୍ଧାର କଲା ବାଣପୁର ପୋଲିସ: ଝାରପଡ଼ା ଜେଲ ଗଲେ ଅଭିଯୁକ୍ତ

June 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କୃଷ୍ଣପ୍ରସାଦରୁ ନାବାଳିକାକୁ ଉଦ୍ଧାର କଲା ବାଣପୁର ପୋଲିସ: ଝାରପଡ଼ା ଜେଲ ଗଲେ ଅଭିଯୁକ୍ତ
କୃଷ୍ଣପ୍ରସାଦରୁ ନାବାଳିକାକୁ ଉଦ୍ଧାର କଲା ବାଣପୁର ପୋଲିସ: ଝାରପଡ଼ା ଜେଲ ଗଲେ ଅଭିଯୁକ୍ତ

ବାଣପୁର: ବାଣପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଜନୈକ ଯୁବକ ଅପହରଣ କରି ନେଇଯାଇଥିବା ନାବାଳିକାଙ୍କ ବାପା ଥାନାରେ ଗତ ୨୦ତାରିଖରେ ଅଭିଯୋଗ କରିଥିଲେ। ପୋଲିସ କେଶ ନମ୍ବର ୨୪୪ରେ ମୋକଦମା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିଲା। ମୋବାଇଲ ନମ୍ବରକୁ ଆଧାର କରି ପୋଲିସ କୃଷ୍ଣପ୍ରସାଦ ଅଂଚଳରୁ ଚନ୍ଦନ ପ୍ରଧାନ (୨୨)ଙ୍କୁ ଗିରଫ କରିଥିଲା।

ଆଜି ଅଭିଯୁକ୍ତ ଚନ୍ଦନକୁ ଭୁବନେଶ୍ୱର କୋର୍ଟରେ ହାଜର କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ଝାରପଡା କାରାଗାରକୁ ସ୍ଥାନାନ୍ତର କରାଯାଇଛି। ନାବାଳିକାକୁ ପୋଲିସ ପରିବାରକୁ ହସ୍ତାନ୍ତର କରିଥିବା ଆଇଆଇସି ସୂଚନା ଦେଇଛନ୍ତି।

କୃଷ୍ଣପ୍ରସାଦ ଝାରପଡା ଜେଲ ନାବାଳିକାକୁ ଉଦ୍ଧାର ବାଣପୁର ଥାନା ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ସୁନା, କମିଲା ରୂପା: ଜାଣନ୍ତୁ ଆଜିର ତାଜା ମୂଲ୍ୟ 

August 8, 2026

ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ  ପ୍ରଧାନମନ୍ତ୍ରୀ

August 8, 2026

ସେପ୍ଟେମ୍ବର ୧୫ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଜାଣନ୍ତୁ ନବାନ୍ନ ଲାଗିର ଶୁଭ ଲଗ୍ନ

August 8, 2026

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ

August 8, 2026
Latest News

ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.