Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ
ଅପରାଧ

ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ

November 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ
ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ

ବ୍ରହ୍ମପୁର: ବଡ଼ବଜାର ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ପାଣ୍ଡବନଗର ଛକରେ ଆତଙ୍କ ସୃଷ୍ଟି କରିବା ଉଦ୍ୟମ ପୂର୍ବରୁ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଶୁଭମ୍ ବିଷୋୟୀ (୨୦) ଏବଂ ନିଗମ କୁମାର ବେହେରା (୨୧)। ଶୁଭମ୍ ଦୁର୍ଗାନଗର ଅଞ୍ଚଳର ବାସିନ୍ଦା, ସେହିପରି ନିଗମ ସରସ୍ୱତୀ ନଗରର ବାସିନ୍ଦା।

ପୋଲିସ ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧ଟା ୫ ମିନିଟ୍ ସମୟରେ ବଡ଼ବଜାର ଥାନାର ଏସ୍‌ଆଇ ସସ୍ମିତା ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍ ପାଣ୍ଡବନଗର ଛକରେ ପାଟ୍ରୋଲିଂ କରୁଥିଲା। ସେତିକିବେଳେ ହିରୋ ଡେଷ୍ଟିନି ୧୨୫ ସ୍କୁଟିରେ ଆସୁଥିବା ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଚାଳକଙ୍କ ନିକଟରୁ ଚଳନ୍ତା ଦେଶୀ ପିସ୍ତଲ ମିଳିଥିଲା।

ପଚରାଉଚରା ବେଳେ ସେମାନେ କହିଛନ୍ତି ଯେ, ପାଣ୍ଡବନଗରର ହିଷ୍ଟ୍ରିସିଟର ବୁକା ଓରଫ୍ ଆଶୀର୍ବାଦ ନାୟକ ଏବଂ ଚେତନା ନାୟକ ଓରଫ୍ କିଟୁଙ୍କ ନିର୍ଦ୍ଦେଶରେ ସେମାନେ ପିସ୍ତଲ ଆଣିଥିଲେ। ବିପକ୍ଷ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଏବଂ ଲୋକଙ୍କ ମଧ୍ୟରେ ଭୟ ଖେଳାଇବା ସେମାନଙ୍କ ଉଦ୍ଦେଶ୍ୟ ଥିଲା।

ଏନେଇ ବଡ଼ବଜାର ଥାନାରେ ମାମଲା ନମ୍ବର ୮୬୧/୨୦୨୬ ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଆଜି ସକାଳ ୯ଟା ୧୦ ମିନିଟ୍ ରେ ଗିରଫ କରି ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟକୁ ପଠାଯାଇଛି।

#CrimeNews Badabazar BerhampurPolice brahmapur BreakingNews odishanews PistolSeized
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ: ଅମିତ ଶାହଙ୍କ ବଡ ଘୋଷଣା

November 9, 2026

ନୟାସଡକରେ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର, ୪ ଗିରଫ

November 9, 2026

ବିଦେଶକୁ ମାଛ ପଠାଇବା ପାଇଁ ଏବେ ନୂଆ ନିୟମ!: ଜାଣନ୍ତୁ କଣ ବଦଳିଲା?

November 9, 2026

ଜେଲ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ସମେତ ୪ ଅଭିଯୁକ୍ତ

November 9, 2026
Latest News

୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ: ଅମିତ ଶାହଙ୍କ ବଡ ଘୋଷଣା

November 9, 2026

ନୟାସଡକରେ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର, ୪ ଗିରଫ

November 9, 2026

ବିଦେଶକୁ ମାଛ ପଠାଇବା ପାଇଁ ଏବେ ନୂଆ ନିୟମ!: ଜାଣନ୍ତୁ କଣ ବଦଳିଲା?

November 9, 2026

ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ

November 9, 2026

ଜେଲ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ସମେତ ୪ ଅଭିଯୁକ୍ତ

November 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.