Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଉପରିସ୍ଥ ଅଧିକାରୀଙ୍କୁ ହତ୍ୟା କରିବା ପରେ ବିଏସଏଫ୍‌ ଯବାନଙ୍କ ଆତ୍ମହତ୍ୟା
ଅପରାଧ

ଉପରିସ୍ଥ ଅଧିକାରୀଙ୍କୁ ହତ୍ୟା କରିବା ପରେ ବିଏସଏଫ୍‌ ଯବାନଙ୍କ ଆତ୍ମହତ୍ୟା

May 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୁଳି କରି ହତ୍ୟା
ବ୍ୟାଙ୍କ ସମ୍ମୁଖରେ ମହିଳା ପରିଚାଳିକାଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ: ଅଭିଯୁକ୍ତ ଫେରାର୍

ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସୀମା ସୁରକ୍ଷା ବଳର ଜନୈକ କନେଷ୍ଟବଳ ନିଜର ଉପରିସ୍ଥ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଡ୍ୟୁଟିକୁ ନେଇ ନିଜ ଉପରିସ୍ଥ ଅଧିକାରୀଙ୍କ ସହିତ ବଚସା ପରେ ଏପରି କାଣ୍ଡ ଭିଆଇଛନ୍ତି କନେଷ୍ଟବଳ ଶିବ୍‌ ଚନ୍ଦର । ରବିବାର ଡ୍ୟୁଟିରେ ବିଳମ୍ବରେ ପହଞ୍ଚିବାରୁ ସବ୍‌ ଇନ୍ସପେକ୍ଟର ଆରପି ସିଂ ଚନ୍ଦରଙ୍କୁ ଗାଳି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ଚନ୍ଦର ନିଜ ସରକାରୀ ବନ୍ଧୁକରୁ ଗୁଳି କରି ସିଂଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ ।

bsf constable shoot
Share. Facebook Twitter LinkedIn Email WhatsApp Copy Link

Related Posts

‘ଦିଲ୍ଲୀରେ ରୁହନ୍ତୁ ସମସ୍ତ ମନ୍ତ୍ରୀ’: କ୍ୟାବିନେଟ୍ ବିସ୍ତାର କଳ୍ପନାଜଳ୍ପନା ମଧ୍ୟରେ ମିଳିଲା ନିର୍ଦ୍ଦେଶ

September 17, 2026

କ୍ୟାଶଲେସ୍ ଇଣ୍ଡିଆରେ ନୂଆ ମୋଡ଼! UPI ଚାର୍ଜକୁ ନେଇ ବ୍ୟବସାୟୀଙ୍କ ଅସନ୍ତୋଷ

September 17, 2026

ମହାନଦୀରେ ବୁଡ଼ି ୧୪ ବର୍ଷୀୟ ନାବାଳକ ନିଖୋଜ, ଦୁଇ ସାଙ୍ଗ ଉଦ୍ଧାର

September 17, 2026

ପୁରସ୍କାର ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଅନନ୍ତ ନାଗ

September 17, 2026
Latest News

‘ଦିଲ୍ଲୀରେ ରୁହନ୍ତୁ ସମସ୍ତ ମନ୍ତ୍ରୀ’: କ୍ୟାବିନେଟ୍ ବିସ୍ତାର କଳ୍ପନାଜଳ୍ପନା ମଧ୍ୟରେ ମିଳିଲା ନିର୍ଦ୍ଦେଶ

September 17, 2026

କ୍ୟାଶଲେସ୍ ଇଣ୍ଡିଆରେ ନୂଆ ମୋଡ଼! UPI ଚାର୍ଜକୁ ନେଇ ବ୍ୟବସାୟୀଙ୍କ ଅସନ୍ତୋଷ

September 17, 2026

ମହାନଦୀରେ ବୁଡ଼ି ୧୪ ବର୍ଷୀୟ ନାବାଳକ ନିଖୋଜ, ଦୁଇ ସାଙ୍ଗ ଉଦ୍ଧାର

September 17, 2026

ପୁରସ୍କାର ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଅନନ୍ତ ନାଗ

September 17, 2026

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.