Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»୧୯ କିଲୋଗ୍ରାମର ୧୪ ଟି ହାତୀ ଦାନ୍ତ ଜବତ, ତିନି ଜଣଙ୍କୁ ଗିରଫ କଲା ପୋଲିସ
ଅପରାଧ

୧୯ କିଲୋଗ୍ରାମର ୧୪ ଟି ହାତୀ ଦାନ୍ତ ଜବତ, ତିନି ଜଣଙ୍କୁ ଗିରଫ କଲା ପୋଲିସ

September 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Ivory tusks. (File Photo: IANS)

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଙ୍ଗଲ ଅଧିକାରୀମାନେ ପ୍ରାୟ ୧୯ କିଲୋଗ୍ରାମର ୧୪ ଟି ହାତୀ ଦାନ୍ତ ଜବତ କରିଛନ୍ତି। ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି କେନ୍ଦୁଝର ଜଙ୍ଗଲ ବିଭାଗ କହିଛି। ସୋମବାର ବିଳମ୍ବିତ ରାତିରେ ପିଟାପିଟି ଗ୍ରାମ ନିକଟରୁ ଏକ କାରରୁ ଏହି ଦାନ୍ତ ଜବତ କରାଯାଇଛି ବୋଲି ହରିଚନ୍ଦନପୁର ପୋଲିସ ଅଧିକାରୀ କହିଛନ୍ତି।

ଏକ କାରରେ ଦାନ୍ତ ନିଆଯାଉଛି ବୋଲି ସୂଚନା ମିଳିବା ପରେ ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ଜଗି ବସିଥିଲେ। କାରଟି ଆସିବା ପରେ ତାକୁ ଅଟକାଇ ଥିଲେ ମଧ୍ୟ ତାହା ରହି ନ ଥିଲା। ସେଠାରୁ ଖସି ପଳାଇବା ପାଇଁ ଡ୍ରାଇଭର ଜୋରରେ କାର ଚଳାଇଥିଲା। ହେଲେ ସେମାନଙ୍କୁ ପୋଲିସ ଗୋଡାଇ ଗୋଡାଇ ଧରିବା ପରେ ଦାନ୍ତ ବାହାରିଥିଲା। ବର୍ତ୍ତମାନ ଏହା ପଛରେ କେଉଁମାନେ ଅଛନ୍ତି ତାହା ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।

କେନ୍ଦୁଝର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଐତିହାସିକ ବାଲିଯାତ୍ରା ପାଇଁ ସୁରକ୍ଷା ବଳୟ: ପଡ଼ିଆରୁ ରାଷ୍ଟ୍ରପତିଙ୍କ ଗସ୍ତ ପଥ ପର୍ଯ୍ୟନ୍ତ କଡ଼ା ପହରା

November 22, 2026

୨୫ରେ ନୂଆ ହିତାଧିକାରୀଙ୍କୁ ଭତ୍ତା

November 22, 2026

୨୯ ପ୍ଲଟର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ : ମହାପ୍ରଭୁଙ୍କ ନାମକୁ ଫେରିଲା ୦.୧୧୫ ଏକର ଜମି

November 22, 2026

“ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ…”: ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀଙ୍କ ବଡ଼ ବୟାନ

November 22, 2026
Latest News

ଐତିହାସିକ ବାଲିଯାତ୍ରା ପାଇଁ ସୁରକ୍ଷା ବଳୟ: ପଡ଼ିଆରୁ ରାଷ୍ଟ୍ରପତିଙ୍କ ଗସ୍ତ ପଥ ପର୍ଯ୍ୟନ୍ତ କଡ଼ା ପହରା

November 22, 2026

୨୫ରେ ନୂଆ ହିତାଧିକାରୀଙ୍କୁ ଭତ୍ତା

November 22, 2026

୨୯ ପ୍ଲଟର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ : ମହାପ୍ରଭୁଙ୍କ ନାମକୁ ଫେରିଲା ୦.୧୧୫ ଏକର ଜମି

November 22, 2026

“ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ…”: ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀଙ୍କ ବଡ଼ ବୟାନ

November 22, 2026

ଇଫିରେ ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’ର ଭବ୍ୟ ପ୍ରିମିୟର୍

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.