Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁରରେ ଆରମ୍ଭ ହେଲା ଦଣ୍ଡଯାତ୍ରା
ଆଞ୍ଚଳିକ

ରଣପୁରରେ ଆରମ୍ଭ ହେଲା ଦଣ୍ଡଯାତ୍ରା

March 31, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ଅଚଂଳରେ ପ୍ରସିଦ୍ଧ ଶିବ ମନ୍ଦିର ଗୁଡିକରେ ୧୭ ଦିନଧରି ଦଣ୍ଡଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଭକ୍ତ ମହଲରେ ଉତ୍ସାହ ଦେଖାଦେଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଭଗତାମାନେ କାମନା ଘରନିକଟରେ ଏକତ୍ରିତ ହେବାପରେ ବିଧି ବିଧାନ ଅନୁଯାଇ ପୂଜାପାଠ କରାଯାଇଥିଲା। ବୁଧବାର ଅପରାହ୍ନନରେ ସ୍ୱପ୍ନେଶ୍ୱର ଦେବଙ୍କ ମନ୍ଦିର ନିକଟରେ ରହିଥିବା ସାମୁକା ପୋଖରୀରେ ଓ ଚଣ୍ଡେଶ୍ୱର ଦେବ ବଧି ପୋଖରୀରେ ସ୍ନାନ କରିବା ପରେ ମନ୍ଦିରରେ ବେଢା କରାଯାଇଥିଲା। ପରେ ଏକ ବିରାଟ ଶୋଭାଯାତ୍ରରେ ଅପରାହ୍ନ ୩.୩୦ ରେ ଚଣ୍ଡେଶ୍ଵର ଦେବ ପ୍ରଥମେ ଜଗନ୍ନାଥ ମନ୍ଦିର ନିକଟରେ ପହଚିଂଥିଲେ। ପରେ ରାଜବାଟି ପରିଷରରେ ପହଚିଂଥିଲେ।

ଘଂଟ ଢୋଲ ମାଡରେ ରଣପୁର କମ୍ପିଥିଲା। ଏତିକି ବେଳେ ରଣପୁରରେ ହୋଇଥିଲା ପ୍ରବଳ ବର୍ଷା। ଅପରାହ୍ନ ୫ ଟାରେ ସ୍ୱପ୍ନେଶ୍ୱର ଦେବ ଏକ ବିରାଟ ଶୋଭାଯାତ୍ରାରେ ସାମୁକା ସାହି ଦେଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂଥିଲେ। ମନ୍ଦିର ସମ୍ମୁଖରେ ଦଣ୍ଡ ଖେଳ ସାଙ୍ଗକୁ ଚଢେୟା ଚଢୁଇଣି ନୃତ୍ୟ ପରିବେଶଣ କରିଥିଲେ। ଏହି ସମୟରେ ପୁରୁଣାବସନ୍ତ ବାଲଙ୍କେଶ୍ୱରେ ଆସି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂଥିଲେ।

ସପ୍ନେଶ୍ୱର ଓ ବାଲୁଙ୍କେଶ୍ୱର ଦେବ ଙ୍କର ମଧ୍ୟରେ ମେଳନ ହୋଇ ପୁଷ୍ପାମାଲ୍ୟା ପ୍ରତିବଦଳ କରାଯାଇଥିଲା। ଏହି ଦୃଶ୍ୟ ଦେଖିବା ପାଇଁ ଜଗନ୍ନାଥଥ ମନ୍ଦିର ସମ୍ମୁଖରେ ସହ ସହ ଭକ୍ତ ସମାଗମ ହୋଇଥିଲେ। ପରେ ୨ ଠାକୁର ରାଜବାଟିରେ ପହଚିଂ ଭୋଗ ଖାଇବା ସହ ଶାଢି ଗ୍ରହଣ କରିଥିଲେ।

ରଣପୁର ଶିବ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଆଜି ହେଉଛି ଫେବୃୟାରୀ ୧୮ ତାରିଖ ବୁଧବାର: ଏହି ରାଶି ପ୍ରତି ପ୍ରଭୁ ଗଣପତିଙ୍କ ରହିବ ଆଶୀର୍ବାଦ

February 18, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.