କୋଣାର୍କ ଆନ୍ତର୍ଜାତୀୟ ବାଲୁକା ଚିତ୍ର ପ୍ରଦର୍ଶନୀ- ଏକ ଫଟୋ ଆଲବମ

Published: Dec 4, 2018, 7:16 pm IST

କୋଣାର୍କ ନୃତ୍ୟୋତ୍ସବ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଗତ ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ। ପୃଥିବୀର ବିଖ୍ୟାତ ବାଲୁକାଶିଳ୍ପୀ ମାନେ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରୁଛନ୍ତି। ସର୍ବ ଧର୍ମ ସମଭାବ ଓ ସମନ୍ୱୟର ସ୍ୱର ବହନ କରୁଥିବା କେତୋଟି ଫୋଟୋଗ୍ରାଫକୁ ନେଇ ଆମର ଏଇ ଫଟୋ ଆଲବମ।

ଫଟୋ ସୌଜନ୍ୟ- ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର

Related posts