ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ଜାଣନ୍ତୁ କେଉଁମାନେ କରିବେ ସଂଗୀତ ପରିବେଷଣ

Published: Jan 18, 2021, 9:56 am IST

ଭୁବନେଶ୍ବର, ଆଜିଠାରୁ ଆରମ୍ଭ ହେଉଛି ରାଜାରାଣୀ ସଂଗୀତ ଉତ୍ସବ। ପ୍ରତିବର୍ଷ ଏହି ଉତ୍ସବ ଭୁବନେଶ୍ବରର ରାଜାରାଣୀ ମନ୍ଦିରରେ ଆୟୋଜିତ ହୋଇଥାଏ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ଏହି ଉତ୍ସବ ତିନିଦିନ ଧରି ଚାଲିବ। ଚଳିତ ବର୍ଷ ଓଡିଶୀ ସଂଗୀତ ସହିତ କର୍ଣ୍ଣାଟକୀ ଏବଂ ହିନ୍ଦୁସ୍ଥାନୀ କଣ୍ଠସଂଗୀତ ପରିବେଷଣ ହେବ। ସେହିପରି ଯନ୍ତ୍ର ସଂଗୀତ ପର୍ଯ୍ୟାୟରେ ତବଲା, ସୀତାର ଏବଂ ଓଡିଶୀ ମର୍ଦ୍ଦଳ ପରିବେଷଣ ହେବ। ଜାଣନ୍ତୁ କେଉଁଧିନ କଣ ରହିଛି କାର୍ଯ୍ୟକ୍ରମ..

Related posts