୨୩ ବର୍ଷିୟା ମାନସା ବାରଣଶୀ ଜିତିଲେ ଫେମିନା ମିସ ଇଣ୍ଡିଆ ୨୦୨୦

Published: Feb 11, 2021, 10:41 am IST

ନୂଆଦିଲ୍ଲୀ: ୨୩ ବର୍ଷିୟା ମାନସା ବାରଣଶୀ ଭିଏଲସିସି ଫେମିନା ମିସ ଇଣ୍ଡିଆ ୨୦୨୦ର ବିଜେତା ହୋଇଛନ୍ତି। ଫେମିନା ମିସ ଇଣ୍ଡିଆର ଅଫିସିଆଲ ଇନଷ୍ଟଗ୍ରାମ ଆକାଉଣ୍ଟରେ ବିଏଲସିସି ଶ୍ରେଷ୍ଠ ୩ ଜଣଙ୍କ ନାମ ଘୋଷଣା କରିଛି। ୧୦ ଫେବୃୟାରୀରେ ଆୟୋଜିତ ହୋଇଥିବା ଫେମିନା ମିସ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫିନାଲେରେ ତେଲଙ୍ଗନାର ମାନସା ବିଜେତା ହୋଇଥିବା ବେଳେ ମାନ୍ୟା ସିଂହ ଦ୍ଵିତୀୟ ଏବଂ ମନିକା ଶିୟୋକାଣ୍ଡ ତୃତୀୟ ଉପବିଜେତା ହୋଇଛନ୍ତି।

Related posts