Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀତିଶ୍‌ଙ୍କୁ ବଡ ଝଟ୍‌କା : ଜେଡିୟୁର 6 ବିଧାୟକ ବିଜେପିରେ ହେଲେ ସାମିଲ୍‌
ଆଜିର ଖବର

ନୀତିଶ୍‌ଙ୍କୁ ବଡ ଝଟ୍‌କା : ଜେଡିୟୁର 6 ବିଧାୟକ ବିଜେପିରେ ହେଲେ ସାମିଲ୍‌

December 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୀତିଶ କୁମାର
ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ନୀତିଶ କୁମାର: ଏବେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ କି ଇସ୍ତଫା?

ଇଟାନଗର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କୁ ବଡ ଝଟ୍‌କା ମିଳିଛି । ନୀତିଶଙ୍କ ଦଳ ଜନତା ଦଳ ୟୁନାଇଟେଡର 6 ଜଣ ସଦସ୍ୟ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ଜେଡିୟୁର 7ଜଣ ବିଧାୟକଙ୍କ ମଧ୍ୟରୁ 6ଜଣ ଦଳ ଛାଡି ବିଜେପିରେ ମିଶିଛନ୍ତି । ବିଜେପିରେ ସାମିଲ ହୋଇଥିବା ବିଧାୟକ ମାନେ ହେଲେ, ରାମଗାଙ୍ଗ ବିଧାନସଭା ଆସନରୁ ତାଳିମ ତବୋହ, ଚାୟୋଙ୍ଗତାଜରୁ ହେୟେଙ୍ଗ ମଙ୍ଗଫି, ତାଳିରୁ ଜିକ୍‌କେ ତକୋ, କଲାକ୍ତଙ୍ଗରୁ ଦୋରଜୀ ବଙ୍ଗ୍‌ଦି ଖର୍ମା, ବୋମିଡିଳାରୁ ଡୋଙ୍ଗେରୁ ସିୟନ୍‌ଙ୍ଗୁଜ୍‌ ଏବଂ ମାରିୟାଙ୍ଗ-ଗେକୁରୁ ନିର୍ବାଚିତ ହୋଇଥିବା କାଙ୍ଗଙ୍ଗୋଗ ଟାକୁ ବିଜେପିରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ନୀତୀଶ କୁମାରଙ୍କ ଜେଡିୟୁ ମୋଟ 7 ଟି ଆସନରେ ବିଜୟଲାଭ କରିଥିଲା । ଏହା ସହ ସେଠାରେ ଚାଲିଥିବା ସରକାରକୁ ବି ସମର୍ଥନ ଦେଇଥିଲା ଜେଡିୟୁ । ବିହାରରେ ବିଜେପି ଓ ଜେଡିୟୁ ସରକାର ଚାଲିଥିବାବେଳେ ଚଳିତ ବିହାର ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁର ସମ୍ପର୍କରେ ପରିବର୍ତ୍ତନ ଦେଖାଦେଇଛି ।

jdu nitish
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ଯୋଗଦେବେ ଶରଦ ପାୱାର?: ମହାରାଷ୍ଟ୍ରରେ ବଢିଲା ରାଜନୈତିକ ଉଷ୍ମତା

July 7, 2026

ରାଜସ୍ଥାନ ATS ର ବଡ଼ କାର୍ଯ୍ୟାନୁଷ୍ଠାନ!: ଆତଙ୍କବାଦୀ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ମହିଳା ଗିରଫ

July 7, 2026

NEET-UG 2027 ରେ ବଡ଼ ପରିବର୍ତ୍ତନ: 5-6 ଦିନ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

July 7, 2026

ପରବର୍ତ୍ତୀ ଟି-୨୦ ସିରିଜରୁ ପ୍ରଶିକ୍ଷକ ଦାୟିତ୍ଵରୁ ମୁକ୍ତ ହେବେ ଗୌତମ ଗମ୍ଭୀର!: ଜାଣନ୍ତୁ କାହାକୁ ମିଳିବ ଦାୟିତ୍ଵ?

July 7, 2026
Latest News

ବିଜେପିରେ ଯୋଗଦେବେ ଶରଦ ପାୱାର?: ମହାରାଷ୍ଟ୍ରରେ ବଢିଲା ରାଜନୈତିକ ଉଷ୍ମତା

July 7, 2026

ରାଜସ୍ଥାନ ATS ର ବଡ଼ କାର୍ଯ୍ୟାନୁଷ୍ଠାନ!: ଆତଙ୍କବାଦୀ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ମହିଳା ଗିରଫ

July 7, 2026

NEET-UG 2027 ରେ ବଡ଼ ପରିବର୍ତ୍ତନ: 5-6 ଦିନ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

July 7, 2026

ପରବର୍ତ୍ତୀ ଟି-୨୦ ସିରିଜରୁ ପ୍ରଶିକ୍ଷକ ଦାୟିତ୍ଵରୁ ମୁକ୍ତ ହେବେ ଗୌତମ ଗମ୍ଭୀର!: ଜାଣନ୍ତୁ କାହାକୁ ମିଳିବ ଦାୟିତ୍ଵ?

July 7, 2026

ଭାରତଠାରୁ ଇଣ୍ଡୋନେସିଆ କିଣିବ ସେହି କ୍ଷେପଣାସ୍ତ୍ର: ଯାହା ପାଇଁ ଭୟରେ ଥରୁଛି ପାକିସ୍ତାନ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.