Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କନ୍ୟା ବେଦୀକୁ ଯିବା ବେଳେ ସିଡିରୁ ପଡି ସବୁଦିନ ପାଇଁ ହେଲା ପଙ୍ଗୁ, ଏହାପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଜାତୀୟ ଖବର

କନ୍ୟା ବେଦୀକୁ ଯିବା ବେଳେ ସିଡିରୁ ପଡି ସବୁଦିନ ପାଇଁ ହେଲା ପଙ୍ଗୁ, ଏହାପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

December 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
କନ୍ୟା ବେଦୀକୁ ଯିବା ବେଳେ ସିଡିରୁ ପଡି ସବୁଦିନ ପାଇଁ ହେଲା ପଙ୍ଗୁ, ଏହାପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଲକ୍ଷ୍ମୌ, ବିବାହର ହସଖୁସିରେ ସମସ୍ତେ ମସଗୁଲ ଥିବା ବେଳେ କେହି କେବେ ଭାବି ନ ଥିଲେ ଯେ ଏପରି ଏକ ଦୁର୍ଘଟଣା ଘଟିବ ବୋଲି। ବର ଆସି ବେଦୀ ପାଖରେ, କନ୍ୟା ବେଦୀକୁ ଆସିବା ବେଳେ ସିଡିରୁ ଖସିପଡିଲେ। ମେରୁଦଣ୍ଡରେ ପ୍ରବଳ ଆଘାତ ହେଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଗଲା। ହେଲେ ଡାକ୍ତର କହିଲେ ଯେ , ଝିଅଟି ଆଉ ଭଲ ହେବ ନାହିଁ ସବୁଦିନ ପାଇଁ ପଙ୍ଗୁ ହୋଇଗଲା। ଏହାପରେ ସେଠାରେ ସମସ୍ତଙ୍କ ଉପରେ ବଜ୍ର ପଡିଗଲା।

ଏହିପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରତାପଗଡ ଅଞ୍ଚଳରେ। କନ୍ୟା ପ୍ରତିଭା ଶାଢୀ ପିନ୍ଧି ବେଦୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ହଠାତ ଛାତ ସିଡିରୁ ଜଣେ ପିଲାଟିଏ ଖସିପଡିଲା। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିଭା ଯିବା ବେଳେ ସେ ମଧ୍ୟ ସିଡିରୁ ଖସିପଡିଲେ। ତେବେ ତାଙ୍କର ଆଘାତ ଏତେ ଯୋରରେ ହେଲା ଯେ ସେ ସବୁଦିନ ପାଇଁ ପଙ୍ଗୁ ହୋଇଗଲେ।

ଏହାପରେ ପ୍ରତିଭାର ବାପାମା ନିଶ୍ଚିତ ହେଲେ ଯେ ଏହି ବାହାଘର ଭାଙ୍ଗିଗଲା। ହେଲେ ପୁଅର ବାପାମା କହିଲେ ଯେ ପ୍ରତିଭାର ସାନ ଭଉଣୀର ବାହାଘର କରାନ୍ତୁ। ଏଥିରେ ସମସ୍ତେ ରାଜି ମଧ୍ୟ ହେଲେ। ହେଲେ ବର ଏକ ଆଶ୍ଚର୍ଯ୍ୟ ପ୍ରକାରର ଜିଦ କଲେ। ତାହା ହେଲେ ପ୍ରତିଭା ଉପସ୍ଥିତିରେ ଏବଂ ତାଙ୍କ ସମ୍ମତିରେ ଏହି ବାହାଘର ହେବ।

ଏ ନେଇ କନ୍ୟାଘର ଲୋକେ ଡାକ୍ତରଖାନା ସହିତ ଯୋଗାଯୋଗ କଲେ। ସେମାନେ ପ୍ରତିଭାଙ୍କୁ ଆଣିବା ପାଇଁ ରାଜି ହେଲେ। ଫଳରେ ତାଙ୍କୁ ଡାକ୍ତରଖାନାରୁ ଏକ ଷ୍ଟ୍ରେଚରରେ ବାହା ମଣ୍ଡପକୁ ଅଣାଗଲା। ତାଙ୍କ ଉପସ୍ଥିତିରେ ତାଙ୍କ ସାନ ଭଉଣୀର ବାହାଘର ହେଲା। ସେ ବରକନ୍ୟା ଉପରେ ଚାଉଳଫୁଲ ମଧ୍ୟ ପକାଇଲେ। ଏହାପରେ ପୁଣି ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଘଟଣା ନେଇ ସେହି ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି।

ସମସ୍ତେ କୁହାକୁହି ହେଉଛନ୍ତି ବାହା ହେବା ପାଇଁ ଥିଲା କିଏ, ଆଉ ବାହା ହେଲା କିଏ

କନ୍ୟା ବର ବିବାହ ବେଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.