Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚଳିତ ବର୍ଷ 7 ପଦ୍ମବିଭୂଷଣ,10 ପଦ୍ମଭୂଷଣ ଏବଂ 102 ପଦ୍ମଶ୍ରୀ ଘୋଷଣା, ଜାଣନ୍ତୁ କେଉଁମାନେ ଅଛନ୍ତି
ଜାତୀୟ ଖବର

ଚଳିତ ବର୍ଷ 7 ପଦ୍ମବିଭୂଷଣ,10 ପଦ୍ମଭୂଷଣ ଏବଂ 102 ପଦ୍ମଶ୍ରୀ ଘୋଷଣା, ଜାଣନ୍ତୁ କେଉଁମାନେ ଅଛନ୍ତି

January 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚଳିତ ବର୍ଷ 7 ପଦ୍ମବିଭୂଷଣ, 10 ପଦ୍ମଭୂଷଣ ଏବଂ 102 ଜଣ ପଦ୍ମଶ୍ରୀ ଘୋଷଣା, ଜାଣନ୍ତୁ କେଉଁମାନେ ଅଛନ୍ତି

ନୂଆଦିଲ୍ଲୀ, ଗଣତନ୍ତ୍ର ଦିବସ ପୂର୍ବରୁ ଗୃହ ବିଭାଗ ତରଫରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଛି। ଏଥିରେ 7 ଜଣଙ୍କୁ ପଦ୍ମବିଭୂଷଣ, 10 ଜଣଙ୍କୁ ପଦ୍ମଭୂଷଣ ଏବଂ 120 ଜଣଙ୍କୁ ପଦ୍ମଶ୍ରୀ ଭାବେ ମନୋନିତ କରାଯାଇଛି। ଭାରତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଏହି ପଦ୍ମ ପୁରସ୍କାର। ଏହା ତିନୋଟି ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେଉଛି ପଦ୍ମବିଭୂଷଣ, ଦ୍ବିତୀୟରେ ପଦ୍ମଭୂଷଣ ଏବଂ ତୃତୀୟରେ ପଦ୍ମଶ୍ରୀ ପୁରସ୍କାର।

ଚଳିତ ବର୍ଷ ଯେଉଁ ସାତ ଜଣଙ୍କୁ ପଦ୍ମବିଭୂଷଣ ଭାବେ ମନୋନିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିହାଞ୍ଜୋ ଆବେ। ଏଥସହିତ ମରଣୋତ୍ତର ଭାବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ ପି ବାଲଶୁଭ୍ରମନମ୍ ଅଛନ୍ତି। ସେହିପରି ଓଡିଶାର ପ୍ରଖ୍ୟାତ ସ୍ଥପତି ସୁଦର୍ଶନ ସାହୁ ମଧ୍ୟ ଅଛନ୍ତି।

ସେହିପରି ପଦ୍ମଭୂଷଣ ସମ୍ମାନ ପାଇଁ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ନାମ ମଧ୍ୟ ରହିଛି। ଜନସେବା ପାଇଁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ନାମ ମଧ୍ୟ ରହିଛି। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ବାନଙ୍କୁ ନାମ ମଧ୍ୟ ମରୋଣତ୍ତର ଭାବେ ପଦ୍ମଭୂଷଣ ସମ୍ମାନ ପାଇଁ ମନୋନିତ କରାଯାଇଛି।

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କେଶୁଭାଇ ପଟେଲଙ୍କୁ ମଧ୍ୟ ମରୋଣତ୍ତର ପଦ୍ମଭୂଷଣ ସମ୍ମାନରି ସମ୍ମାନିତ ହେବେ। କ୍ରୀଡା କ୍ଷେତ୍ରରେ ସୁଧା ହରିନାରାୟଣ ସିଂ , କେ ୱାଇ ଭେଙ୍କେଟେଶ ଏବଂ ବିରେନ୍ଦ୍ର ସିଂଙ୍କୁ ମନୋନିତ କରାଯାଇଛି।

ଓଡିଶାରୁ ସୁଦର୍ଶନ ସାହୁଙ୍କ ପଦ୍ମବିଭୂଷଣ ସହିତ ଆଉ ପାଞ୍ଚଜଣ ପଦ୍ମଶ୍ରୀ ପାଇଁ ମଧ୍ୟ ମନୋନିତ ହୋଇଛନ୍ତି। ସେମାନେ ହେଲେ ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ଏବଂ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ମିଳିବ। ସେହିପରି ସମାଜସେବା ପାଇଁ ଶାନ୍ତି ଦେବୀ, କଳା ପାଇଁ ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ। ଔଷଧ ପାଇଁ ଡଃ. କୃଷ୍ଣ ମୋହନ ପାଠୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରଷ୍କାର ପାଇଁ ଘୋଷଣା କରାଯାଇଛି।

ପଦ୍ମବିଭୂଷଣ ପଦ୍ମଭୂଷଣ ପଦ୍ମଶ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.