Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା 12 ଟି ଟ୍ରେନ୍ ସାମୟିକ ଭାବେ ପରିବର୍ତ୍ତିତ ମାର୍ଗରେ କରିବ ଯାତାୟାତ
ଜାତୀୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା 12 ଟି ଟ୍ରେନ୍ ସାମୟିକ ଭାବେ ପରିବର୍ତ୍ତିତ ମାର୍ଗରେ କରିବ ଯାତାୟାତ

June 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବ ସୀମାନ୍ତ ରେଳପଥର ଅଲିପୁର ଦୁଆର ରେଳମଣ୍ଡଳ ଅନ୍ତର୍ଗତ ବେଟଗାରା-ଖଲାଇଗ୍ରାମ ଓ ଜଲପାଈଗୁଡ଼ି ରୋଡ଼-ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ବନ୍ଧୀୟ ବେଟଗାରା, ଅଲ୍ଟାଗ୍ରାମ୍, ଧୁପଗିରି, ଜଲପାଈଗୁଡ଼ି ରୋଡ୍, ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍ ମାନଙ୍କ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରାଇବାପାଇଁ ନିଷ୍ପତ୍ତି ନିଆଯାଇଅଛି।

ରାଣୀନଗର-ଜଲପାଈଗୁଡ଼ି-ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍-ମଠଭଙ୍ଗ- ନ୍ୟୁ କୂଚବିହାର ମାର୍ଗଦେଇ ଚଳାଚଳ କରିବାକୁଥିବା ବିଶେଷ ଟ୍ରେନ:

01. 07030 ସିକନ୍ଦରାବାଦ-ଅଗରତାଲା ସ୍ପେଶାଲ୍ ଟ୍ରେନ ସିକନ୍ଦରାବାଦରୁ 28 ଜୁନ୍, 2021 ତାରିଖ ଦିନ

02. 02510 ଗୌହାଟୀ-ବାଙ୍ଗାଲୋର ବିଶେଷ ଟ୍ରେନ ଗୌହଟିରୁ 27 ରୁ 29 ଜୁନ୍, 2021 ମଧ୍ୟରେ

03. 02514 ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ଟ୍ରେନ ଗୌହାଟୀ ଠାରୁ 1 ଜୁଲାଇ, 2021 ତାରିଖ ଦିନ

04. 02552 କାମାକ୍ଷା-ଯଶୋବନ୍ତପୁର-କାମାକ୍ଷା ବିଶେଷ ଟ୍ରେନ କାମାକ୍ଷା ଠାରୁ 30 ଜୁନ୍, 2021 ତାରିଖ ଦିନ

ସିଲିଗୁଡ଼ି-ଅଲିପୁର ଦୁଆର୍-ସମୁକତାଲା ରୋଡ୍ ମାର୍ଗଦେଇ ଚଳାଚଳ କରିବାକୁଥିବା ବିଶେଷ ଟ୍ରେନ:

01. 02551 ଯଶୋବନ୍ତପୁର-କାମାକ୍ଷା-ଯଶୋବନ୍ତପୁର ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ 26 ଜୁନ୍, 2021 ତାରିଖ ଦିନ

02. 05929 ତାମ୍ବରମ-ନ୍ୟୁ ତିନସୁକିଆ ବିଶେଷ ଟ୍ରେନ ତାମ୍ବରମ ଠାରୁ 28 ଜୁନ୍, 2021 ତାରିଖ ଦିନ

03. 05629 ତାମ୍ବରମ-ସୀଲଘାଟ ବିସସ ଟ୍ରେନ ତାମ୍ବରମ ଠାରୁ 28 ଜୁନ୍, 2021 ତାରିଖ ଦିନ

04. 02516 ସୀଲଚର-କୋଏମ୍ବାଟୋର ବିଶେଷ ଟ୍ରେନ ସୀଲଚର ଠାରୁ 29 ଜୁନ୍, 2021 ତାରିଖ ଦିନ

05. 06186 ଗୌହାଟୀ-ତ୍ରିଭେନ୍ଦ୍ରମ ବିଶେଷ ଟ୍ରେନ ଗୌହଟିରୁ 30 ଜୁନ୍, 2021 ତାରିଖ ଦିନ

ପରିବର୍ତ୍ତିତ ମାର୍ଗ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଲଗାତାର ଦ୍ୱିତୀୟ ସିରିଜ୍ ହାରିଲା ଭାରତ: ରଣନୀତି ଉପରେ ଉଠିଲା ପ୍ରଶ୍ନ

July 10, 2026

ସ୍ମାର୍ଟଫୋନ୍, ଲାପଟପ୍ ଓ ସ୍ମାର୍ଟ ଟିଭି ହୋଇପାରେ ଶସ୍ତା! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତିରେ ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

July 10, 2026

ବଙ୍ଗଳାର ସମସ୍ତ ତିନୋଟି ରାଜ୍ୟସଭା ଆସନ ଜିତିବ ବିଜେପି!: ଜାଣନ୍ତୁ ସମୀକରଣ

July 10, 2026

ଚେନ୍ନାଇରେ ହେବ ବିଗ୍ ବ୍ୟାସ୍ ଲିଗ୍ ମ୍ୟାଚ୍: ମେଲବୋର୍ଣ୍ଣରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 10, 2026
Latest News

ଲଗାତାର ଦ୍ୱିତୀୟ ସିରିଜ୍ ହାରିଲା ଭାରତ: ରଣନୀତି ଉପରେ ଉଠିଲା ପ୍ରଶ୍ନ

July 10, 2026

ସ୍ମାର୍ଟଫୋନ୍, ଲାପଟପ୍ ଓ ସ୍ମାର୍ଟ ଟିଭି ହୋଇପାରେ ଶସ୍ତା! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତିରେ ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

July 10, 2026

ବଙ୍ଗଳାର ସମସ୍ତ ତିନୋଟି ରାଜ୍ୟସଭା ଆସନ ଜିତିବ ବିଜେପି!: ଜାଣନ୍ତୁ ସମୀକରଣ

July 10, 2026

ଚେନ୍ନାଇରେ ହେବ ବିଗ୍ ବ୍ୟାସ୍ ଲିଗ୍ ମ୍ୟାଚ୍: ମେଲବୋର୍ଣ୍ଣରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 10, 2026

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.