Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାରିର୍ବଷ ପୂରଣ କଲା ସୌଭାଗ୍ୟ ଯୋଜନା: ଜାଣନ୍ତୁ ଏହା କଣ, କେତେ ହୋଇଛି ସଫଳ
ଜାତୀୟ ଖବର

ଚାରିର୍ବଷ ପୂରଣ କଲା ସୌଭାଗ୍ୟ ଯୋଜନା: ଜାଣନ୍ତୁ ଏହା କଣ, କେତେ ହୋଇଛି ସଫଳ

September 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାରିର୍ବଷ ପୂରଣ କଲା ସୌଭାଗ୍ୟ ଯୋଜନା: ଜାଣନ୍ତୁ ଏହି ଯୋଜନା କଣ, କେତେ ହୋଇଛି ସଫଳ

ନୂଆଦିଲ୍ଲୀ: ଚାରିର୍ବଷ ପୂରଣ କଲା ସୌଭାଗ୍ୟ ଯୋଜନା। ସୌଭ।ଗ୍ୟ ଯୋଜନା ପ୍ରବର୍ତ୍ତିତ ହେବା ପରଠ।ରୁ ଚଳିତବର୍ଷ ମ।ର୍ଚ୍ଚ ମ।ସ ସୁଦ୍ଧ। ୨. ୮୨ କୋଟି ଘରକୁ ବିଦ୍ୟୁତ ଶକ୍ତି ଯୋଗ।ଇ ଦିଆଯ।ଇଛି । ୨୦୧୯ ମ।ର୍ଚ୍ଚ ମ।ସ ସୁଦ୍ଧ। ୧୮ମ।ସ ମଧ୍ୟରେ ଗ୍ର।ମ।ଞ୍ଚଳ ଓ ସହର।ଞ୍ଚଳରେ ୨. ୬୩ କୋଟି ଉତ୍ସୁକ ଗ୍ର।ହକଙ୍କ ଘରକୁ ରେକର୍ଡ ସମୟ ମଧ୍ୟରେ ବିଦ୍ୟୁତ ଶକ୍ତି ଯୋଗ।ଇ ଦିଆଯ।ଇଥିଲ।। ପରେ ପରେ ସ।ତଟି ର।ଜ୍ୟ ଯଥ।- ଆସ।ମ, ଛତିଶଗଡ, କର୍ଣ୍ଣ।ଟକ, ମଣିପୁର, ର।ଜସ୍ଥ।ନ ଓ ଉତ୍ତରପ୍ରଦେଶର ୩୧ମ।ର୍ଚ୍ଚ ୨୦୧୯ ଚିହ୍ନଟ ପୂର୍ବରୁ ଅନିତ୍ସୁକ ଥିବ। ୧୮.୮୫ଲକ୍ଷ ବିଦ୍ୟୁତିକରଣ ହୋଇ ନ ଥିବା ଘର ମ।ଲିକ ପରେ ସଂଯୋଗ ନେବାକୁ ଇଚ୍ଛା ପ୍ରକଟ କରିବାରୁ ସେମ।ନଙ୍କୁ ମଧ୍ୟ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି।

ସୌଭ।ଗ୍ୟ ହେଉଛି ବିଶ୍ୱର ସର୍ବବୃହତ ବିଦ୍ୟୁତିକରଣ ଅଭିଯାନ। ପ୍ରଧ।ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ସେପ୍ଟେମ୍ବର ୨୦୧୭ରେ ସୌଭ।ଗ୍ୟ ଯୋଜନା ଘୋଷଣା କରିଥିଲେ । ଦେଶରେ ସ।ର୍ବଜନୀନ ବିଦ୍ୟୁତିକରଣ ଥିଲା ଯୋଜନ।ର ଲକ୍ଷ୍ୟ । ଦେଶର ସମସ୍ତ ଗ୍ର।ମ।ଞ୍ଚଳ ଘର ଓ ସହର।ଞ୍ଚଳର ପ୍ରତ୍ୟେକ ଗରିବ ଲୋକଙ୍କ ଘରକୁ ବିଜୁଳି ଯୋଗାଇବା ଥିଲା ମୂଳଲକ୍ଷ୍ୟ। ନବଭ।ରତରେ ବିଦ୍ୟୁତ ଶକ୍ତି ଯୋଗାଣ ଜରିଆରେ ସମ।ନତ।, ଦକ୍ଷତ। ବୃଦ୍ଧି ଓ ନିରନ୍ତର ଯୋଗ।ଣ ପ।ଇଁ ସଂକଳବଦ୍ଧ ହେବ। ଯୋଜନ।ର ଉଦ୍ଦେଶ୍ୟ ବୋଲି ଯୋଜନ। ଆରମ୍ଭ କରିବ। ଅବସରରେ ପ୍ରଧ।ନମନ୍ତ୍ରୀ ଘୋଷଣ। କରିଥିଲେ।

ଏହି ପ୍ରକଳ୍ପ ବ।ବଦ ଇନ୍ଧନ ମୋଟ୧୬ହଜ।ର ୩୨୦ କୋଟି ଟଙ୍କ। ଖର୍ଚ୍ଚ ଅଟକଳ କର।ଯ।ଇଥିବ।ବେଳେ ମୋଟ ବଜେଟ୍ ସର୍ପେ।ଟ (ଜିବିଏସ୍) ୧୨,୩୨୦କୋଟି ଟଙ୍କ। ଥିଲ।। ଗ୍ର।ମ।ଞ୍ଚଳ ଘରଗୁଡିକ ବ।ବଦ ଖର୍ଚ୍ଚ ୧୪ହଜ।ର ୨୫ କୋଟି ଟଙ୍କ। ଥିବ। ବେଳେ ମୋଟ ବଜେଟ୍ ସପୋର୍ଟ(ଜିବିଏସ୍) ୧୦, ୫୦୭,୫୦ କୋଟି ଥିଲ। ।ସହର।ଂଚଳ ଘରଗୁଡିକ ନିମନ୍ତେ ଖର୍ଚ୍ଚ ଆକଳନ ୨,୨୯୫ କୋଟି ଟଙ୍କ। ଥିବ। ବେଳେ ଜିବିଏସ୍ ୧,୭୩୨.୦୫କୋଟି ଥିଲ। । ଭ।ରତ ସରକ।ର ସମସ୍ତ ର।ଜ୍ୟ ଓ କେନ୍ଦ୍ର ଶ।ସିତ ଅଞ୍ଚଳକୁ ଏଥିପ।ଇଁ ପ।ଣ୍ଠି ଯୋଗ।ଇ ଦେଇଥିଲେ ।

ଗ୍ର।ମ।ଞ୍ଚଳରେ ବିଦ୍ୟୁତ ମୌଳିକ ଭିତ୍ତିଭୂମି ସୃଷ୍ଟି ପ।ଇଁ ଉଦ୍ଦିଷ୍ଟ ଦିନ ଦୟ।ଲ ଉପ।ଧ୍ୟ।ୟ ଗ୍ର।ମ୍ୟ ଜ୍ୟୋତି ଯୋଜନ। (ଉଉUଐଋଙ) ରୁ ହିଁ ଏହି ଯ।ତ୍ର। ଆରମ୍ଭ ହୋଇଥିଲ। ଗ୍ର।ମ।ଞ୍ଚଳରେ ବିଦ୍ୟୁତ ଯୋଗ।ଣର ବିଶ୍ୱସନୀୟତ। ବୃଦ୍ଧି ସହ ବର୍ତ୍ତମ।ନ ରହିଥିବ। ବିଦ୍ୟୁତ ଭିତ୍ତିଭୂମିର ଉନ୍ନୀତକରଣ, ଫିଡରମିଟରିଂ ସହ ଗୁଣ।ତ୍ମକ ବିକ।ଶ ଥିଲ। ମୁଖ୍ୟ ଉଦ୍ଦେଶ୍ୟ ।

ଦେଶର ସ।ର୍ବଜନୀନ ବିଦ୍ୟୁତିକରଣ ପ।ଇଁ ପ୍ରଧ।ନମନ୍ତ୍ରୀ ସହଜ ବିଜଲୀ ହରଘର ଯୋଜନ।-ସୌଭ।ଗ୍ୟ ଦେଶର ପ୍ରତ୍ୟେକ ଗ୍ର।ମ।ଞ୍ଚଳ ଓ ସହର।ଞ୍ଚଳ ଘରକୁ ବିଦ୍ୟୁତ ଶକ୍ତି ଯୋଗ।ଇବ। ତଥା ଏଥିରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ତ।ହ। ଦେଖିବ। ଅଧିକ ଗୁରୁତ୍ୱପୂର୍ଣ୍ଣ । ସର୍ଭିସ କେବୁଲ ଜରିଆରେ ଘରର ନିକଟତମ ବିଜୁଳି ଖୁଣ୍ଟରୁ ଘର ପରିସରକୁ ବିଦ୍ୟୁତ ଯୋଗ।ଣ, ଏନର୍ଜୀମିଟର ସ୍ଥ।ପନ।, ଏଲଇଡି ବଲବ ସହ ଗୋଟିଏ ବଲବ ପର୍ଯ୍ୟନ୍ତ ତ।ର ଯୋଗ।ଣ ଓ ଗୋଟିଏ ମୋବ।ଇଲ ଚ।ର୍ଜ ପଏଣ୍ଟ ଏହି ଯୋଜନ।ର ଅନ୍ତର୍ଭୁକ୍ତ ।

ଆଗକୁ ଆହୁରି ବ।କି ଅଛି
ଯୋଜନ।ର ମୌଳିକ ଲକ୍ଷ୍ୟ ହ।ସଲ ହୋଇଗଲେ ମଧ୍ୟ ସୌଭ।ଗ୍ୟ ଟିମ୍ ସମସ୍ତଙ୍କୁ ଅହୋର।ତ୍ର ଗୁଣ।ତ୍ମକ ଆଲୋକ ଯୋଗ।ଇବ। ନେଇ ସେମ।ନଙ୍କ କ।ର୍ଯ୍ୟ ଜ।ରି ରଖିଛନ୍ତି । ପ୍ରତ୍ୟେକ ର।ଜ୍ୟକୁ ସେମ।ନଙ୍କ ର।ଜ୍ୟରେ ବିଦ୍ୟୁତିକରଣ ହୋଇ ନ ଥିବ। ଘରଗୁଡିକୁ ଚିହ୍ନଟ କରିବ। ସ୍ୱତନ୍ତ୍ର ଅଭିଯ।ନ ଚଳ।ଇବ। ନିମେନ୍ତ ଅନୁରୋଧ କର।ଯ।ଇଛି । ଏଥିପ।ଇଁ ଏକ ନିଶୁଳ୍କ ଉତ୍ସର୍ଗୀକୃତ ହେଲ୍ପ ଲ।ଇନ ମଧ୍ୟ ଆରମ୍ଭ କର।ଯ।ଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୩ ଜଣଙ୍କର ମୃତ୍ୟୁ

April 21, 2026
Latest News

ଆଜି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

April 22, 2026

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

April 22, 2026

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026

୨୨ ଏପ୍ରିଲରେ ଧନୁ ଏବଂ କନ୍ୟା ରାଶି ପାଇଁ ବଡ଼ ଲାଭ, ପଦୋନ୍ନତିର ସଙ୍କେତ!

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.