Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗତବର୍ଷ ଓଡିଶାରୁ ଜବତ ହୋଇଛି ୧୦୫ କୋଟି ଟଙ୍କାର ନିଶା ଦ୍ରବ୍ୟ, ଜାଣନ୍ତୁ କେଉଁଥିରୁ କେତେ
ଅପରାଧ

ଗତବର୍ଷ ଓଡିଶାରୁ ଜବତ ହୋଇଛି ୧୦୫ କୋଟି ଟଙ୍କାର ନିଶା ଦ୍ରବ୍ୟ, ଜାଣନ୍ତୁ କେଉଁଥିରୁ କେତେ

January 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗତବର୍ଷ ଓଡିଶାରୁ ଜବତ ହୋଇଛି ୧୦୫ କୋଟି ଟଙ୍କାର ନିଶା ଦ୍ରବ୍ୟ, ଜାଣନ୍ତୁ କେଉଁଥିରୁ କେତେ

ଭୁବନେଶ୍ବର: ଓଡିଶାରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି କ୍ଷେତ୍ରରେ ଗତ ୨୦୨୧ ମସିହାରେ ଯେତେ ପରିମାଣର ନିଶା ଦ୍ରବ୍ୟ ଜବତ ହୋଇଛି ତାହା ଜାଣିଲେ ଯେ କେହି ଆଶ୍ଚର‌୍ୟ୍ୟ ହୋଇପଡିବ। ରାଜ୍ୟ ପୋଲିସର ହିସାବ ଅନୁସାରେ ଗତବର୍ଷ ରାଜ୍ୟରୁ ୧୦୫ କୋଟିର ନିଶା ଜବତ କରାଯାଇଛି।

ଏହି ତଥ୍ୟରୁ ଜଣାପଡିଛି ଯେ, ରାଜ୍ୟରେ ଏହି ବେଆଇନ ନିଶା କାରବାରରେ ସଂପୃକ୍ତି ନେଇ ୨୮ ହଜାର ୪୭୨ ଜଣ ଗିରଫ ହୋଇଛନ୍ତି। ତେବେ ଏହି ବେଆଇନ କାରାବାର ନେଇ ମୋଟ ୩୪ ହଜାର ୪୩୧ଟି ମାମଲା ଋଜୁ କରାଯାଇଛି। ତେବେ ହିସାବ ଅନୁସାରେ ରାଜ୍ୟରୁ ଯେଉଁ ପରିମାଣର ନିଶା ଦ୍ରବ୍ୟ ମିଳିଛି ତାହା ହେଲା

ଦେଶୀ ମଦ- ୮୮୧୦୩୮.୫୪ ଲିଟର

ପୋଚ- ୯୨୩୯୬୯୯ ଲିଟର

ନକଲି ବିଦେଶୀ ମଦ- ୫୬୨୦୫.୪୬ ଲିଟର

ଟିକସ ଫାଙ୍କି ବିଦେଶୀ ମଦ-୨୦୩୪.୩୯ ଲିଟର

ସ୍ପିରିଟ- ୩୮୯୭.୪ ଲିଟର

ଦେଶୀ ସରକାରୀ ମଦ- ୩୨୦୮୦.୩ ଲିଟର

ଦେଶୀ ମଦ- ୮୭୩୫.୧ ଲିଟର

ବିଦେଶୀ ମଦ-୧୭୯୨୦ ଲିଟର

ବିଅର- ୨୦୯୯୨ ଲିଟର

ଗଂଜେଇ- ୩୧୪୪୪.୪୩୫ କେଜି

ବ୍ରାଉନ ସୁଗାର- ୧୧୮୪୬.୨୩୮ ଗ୍ରାମ

ଅଫିମ-୮.୧ କେଜି

କଫ୍ ସିରପ- ୫୮୬ ଲିଟର ଜବତ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

SIR ବିବାଦ ମଧ୍ୟରେ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି: ୧୭ ଟି ରାଜ୍ୟ ପାଇଁ ନେଲେ ଏହି ପଦକ୍ଷେପ

October 15, 2026

କାରରୁ ଗଂଜେଇ ଜବତ: ୨ ଗିରଫ

October 15, 2026

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026
Latest News

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026

ଯାତ୍ରୀ ଆୟ ଓ ଟିକେଟ୍ ବୁକିଂରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଭିବୃଦ୍ଧି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.