Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସିବିଏସ୍ଇ ବୋର୍ଡ: ଏପ୍ରିଲ ୨୬ ରୁ ଆରମ୍ଭ ହେବ ଦଶମ-ଦ୍ୱାଦଶ ପରୀକ୍ଷା
ବିଶେଷ ଖବର

ସିବିଏସ୍ଇ ବୋର୍ଡ: ଏପ୍ରିଲ ୨୬ ରୁ ଆରମ୍ଭ ହେବ ଦଶମ-ଦ୍ୱାଦଶ ପରୀକ୍ଷା

March 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
CBSE Exam
ଆଜିଠାରୁ CBSE ର ଆରମ୍ଭ ହେଲା ପୁନଃମୂଲ୍ୟାୟନ: ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ ୨ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ସିବିଏସ୍ଇ ଏକ ସୂଚନାରେ କହିଛି ଯେ, ଏହି ପରୀକ୍ଷା ଏପ୍ରିଲ ୨୬ ତାରିକରୁ ଆରମ୍ଭ ହେବ। ଦଶମ ପରୀକ୍ଷା ଜୁନ୍ ୨୪ ତାରିଖରେ ଶେଷ ହେବ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜୁନ୍ ୧୫ ତାରିଖରେ ଶେଷ ହେବ।

କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଥିଲା, ଯାହା ଛାତ୍ରଛାତ୍ରୀଙ୍କ ଅଧ୍ୟୟନକୁ ପ୍ରଭାବିତ କରିଥିଲା। ଏପରି ପରିସ୍ଥିତିରେ, ଉଭୟ ଶ୍ରେଣୀର ପ୍ରାୟ ସମସ୍ତ ବିଷୟ ମଧ୍ୟରେ ସିବିଏସ୍ଇ ଅଧିକ ବ୍ୟବଧାନ ପ୍ରଦାନ କରିଛି। ଏଥିସହ ବୋର୍ଡ ଆହୁରି ମଧ୍ୟ କହିଛି ଯେ, ଯେଉଁଠାରେ ବ୍ୟବଧାନ ଥାଏ, ଏହିପରି ପରୀକ୍ଷାକୁ ପରବର୍ତ୍ତୀ ସମୟରେ ରଖାଯାଇଥାଏ, ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରିବେ।

ସିବିଏସ୍ଇ ବିବୃତ୍ତିରେ କୁହାଯାଇଛି ଯେ, ସିବିଏସ୍ଇ ଟର୍ମ ୨ ର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାବେଳେ ଜେଇଇ ମେନ୍ ସମେତ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛି। ସିବିଏସ୍ଇ ଟର୍ମ ୨ କାର୍ଯ୍ୟସୂଚୀ ମଧ୍ୟ ପ୍ରାୟ ୩୫ ହଜାର ବିଷୟର ମିଶ୍ରଣକୁ ଏଡ଼ାଇ ପ୍ରସ୍ତୁତ କରାଯାଇଛି। ଯାହା ନିଶ୍ଚିତ କରେ ଯେ ଗୋଟିଏ ଦିନରେ ଦୁଇଟି ବିଷୟ ପରୀକ୍ଷା ପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ହାଜର ହେବାକୁ ପଡିବ ନାହିଁ।

ସିବିଏସ୍ଇ ବୋର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026

ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

August 12, 2026

କେନ୍ଦ୍ର ବିରୋଧରେ ୨ ଦିନରେ ୨ ଟି ପ୍ରସ୍ତାବ ପାରିତ କଲେ ମୁଖ୍ୟମନ୍ତ୍ରୀ ବିଜୟ: ସମର୍ଥନ କଲା DMK

August 12, 2026

ପତନ ଦ୍ୱାରରେ ଆମେରିକୀୟ ଡଲାରର ପ୍ରାଧାନ୍ୟ!: କ’ଣ ଭାରତକୁ ମିଳିବ ଲାଭ?

August 12, 2026
Latest News

ଡିଏଭି ପୋଖରୀପୁଟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

August 12, 2026

ଇମ୍ରାନ ଖାନଙ୍କ ମୃତ୍ୟୁ ପଛରେ ସତ୍ୟ କ’ଣ?: ନୀରବତା ଭାଙ୍ଗି ବଡ଼ ବୟାନ ଜାରି କଲା ପାକିସ୍ତାନୀ ସେନା

August 12, 2026

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026

ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

August 12, 2026

“RSS କୁ ସମସ୍ତ ପାଣ୍ଠି ଯିବା ପାଇଁ ବ୍ୟବସ୍ଥା”: FCRA ବିଲ୍ କୁ ତାଚ୍ଛଲ୍ୟ କଲେ ମହୁଆ ମୋଇତ୍ରା 

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.