Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ-ଜର୍ମାନୀ ଆନ୍ତଃସରକାରୀ ବିଚାରବିମର୍ଶ ଅବସରରେ ସ୍ବାକ୍ଷରିତ ହେଲା ଏହି ରାଜିନାମା
ଅନ୍ତରାଷ୍ଟ୍ରୀୟ

ଭାରତ-ଜର୍ମାନୀ ଆନ୍ତଃସରକାରୀ ବିଚାରବିମର୍ଶ ଅବସରରେ ସ୍ବାକ୍ଷରିତ ହେଲା ଏହି ରାଜିନାମା

May 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତ-ଜର୍ମାନୀ ଆନ୍ତଃସରକାରୀ ବିଚାରବିମର୍ଶ ଅବସରରେ ସ୍ବାକ୍ଷରିତ ହେଲା ଏହି ରାଜିନାମା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଗସ୍ତ କାଳରେ ସେ ଦୁଇ ରାଷ୍ଟ୍ର ମଧ୍ୟରେ ବିଭିନ୍ନ ରାଜିନାମା ଉପରେ ଆଲୋଚନା କରି ସ୍ବାକ୍ଷରିତ ହୋଇଛି। ଏହି ସମୟରେ ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ, ଅର୍ଥବିଭାଗ, କୃଷିବିଭାଗ ଅଧିକାରୀମାନେ ଉପସ୍ଥିତ ହେଲେ।

ଯେଉଁ ରାଜିନାମାଗୁଡି ଉପରେ ସ୍ବାକ୍ଷରିତ ହେଲା ସେଗୁଡିକ ହେଲା

1- ତୃତୀୟ ବିଶ୍ବ ରାଷ୍ଟ୍ରରେ ତ୍ରିକୋଣୀୟ ବିକାଶ ସହଯୋଗ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଜେଡିଆଇ

2- ଗୋପନୀୟ ସୂଚନାର ବିନିମୟ ଓ ଆପୋସ ସୁରକ୍ଷା ଉପରେ ରାଜିନାମା ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନ ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟ ମଧ୍ୟରେ ପ୍ରତ୍ୟକ୍ଷ  ଗୋପନୀୟ ଯୋଗାଯୋଗ ପ୍ରତିଷ୍ଠା ପାଇଁ ଏକ ରାଜିନାମା ଉପରେ ଏକ ଜେଡିଆଇ

3- ଭାରତ-ଜର୍ମାନ ବିକାଶ ସହଯୋଗ ସମ୍ବନ୍ଧରେ ନବୀକରଣ ଯୋଗ୍ୟ ଶକ୍ତି ସହଭାଗୀତା

4- ବିସ୍ତୃତ ପ୍ରବାସ ଓ ପରିବହନ ସହଭାଗିତା ଉପରେ ରାଜିନାମା ଆରମ୍ଭ କରିବା ଲାଗି ଯୁଗ୍ମ ଘୋଷଣାନାମା

5- ଭାରତର କର୍ପୋରେଟ କାର୍ଯ୍ୟନିର୍ବାହୀ ଏବଂ କନିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗ ଜାରି ରଖିବା ଉପରେ ଜେଡିଆଇ

6- ଭାରତ-ଜର୍ମାନ ସବୁଜ ହାଇଡ୍ରୋଜେନ ଟାସ୍କ ଫୋର୍ସ

7- ଏଗ୍ରୋଇକୋଲୋଜି ଉପରେ ଜେଡିଆଇ  ପ୍ରମୁଖ ରହିଛି

ମୋଦୀଙ୍କ ଜର୍ମାନୀ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ହିନ୍ଦୁଙ୍କ ଉପରେ ଆଗତ ପ୍ରସ୍ତାବକୁ ଆମେରିକା ସଂସଦରେ ୩୨ ସାଂସଦଙ୍କ ସମର୍ଥନ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026
Latest News

ବେଦାନ୍ତ ଗ୍ରୁପ୍ ଉପରେ ED ର କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଚଢାଉ

June 2, 2026

ହିନ୍ଦୁଙ୍କ ଉପରେ ଆଗତ ପ୍ରସ୍ତାବକୁ ଆମେରିକା ସଂସଦରେ ୩୨ ସାଂସଦଙ୍କ ସମର୍ଥନ

June 2, 2026

ବିଜେପି ଛାଡିବାର କଳ୍ପନାଜଳ୍ପନା ମଧ୍ୟରେ ନୀତିନ ନବୀନଙ୍କୁ ଭେଟିଲେ ଅନ୍ନାମଲାଇ

June 2, 2026

‘ନିର୍ବାଚନ ଚିହ୍ନ ଦଖଲ କରିବାକୁ ଏକାଠି ହେଲେ ୫୦ ବିଧାୟକ’: ଟିଏମସିର ବିଭାଜନ ସମ୍ପର୍କରେ ବଡ଼ ଦାବି

June 2, 2026

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.