Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରକାଶ ପାଇଲା ବିଭିନ୍ନ ଗଣମାଧ୍ୟମର ଏକ୍ସିଟ୍‌ ପୋଲ୍‌; ଏନ୍‌ଡିଏ ସରକାର ଗଠନ କରିବା ନେଇ ଏହି ସର୍ଭେ ଦେଲା ବହୁମତ
ବିଶେଷ ଖବର

ପ୍ରକାଶ ପାଇଲା ବିଭିନ୍ନ ଗଣମାଧ୍ୟମର ଏକ୍ସିଟ୍‌ ପୋଲ୍‌; ଏନ୍‌ଡିଏ ସରକାର ଗଠନ କରିବା ନେଇ ଏହି ସର୍ଭେ ଦେଲା ବହୁମତ

May 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
EXIT POLL REPORT
EXIT POLL REPORT

ଦେଶର ୧୭ ତମ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆଜି ସମାପନ ହୋଇଛି। ନିର୍ବାଚନ କମିଶନଙ୍କ କଟକଣା ଏବଂ ଆଦର୍ଶ ଆଚରଣ ବିଧି ଉଠିବା ପରେ ସମସ୍ତ ଗଣମାଧ୍ୟମ ନିର୍ବାଚନୀ ଫଳାଫଳର ବୁଥ ବାହୁଡା ବା ଏକ୍ସିଟ୍‌ ପୁଲ ରିପୋର୍ଟ ପ୍ରକାଶ କରିଛନ୍ତ।ଯଦି ଏହି ଫଳାଫଳକୁ ବିଶ୍ବାସକୁ ନିଆଯାଏ ତେବେ ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ କ୍ଷମତାରେ ରହିବା ସମ୍ଭାବନା ଦେଖା ଦେଇଛି। ୫୪୨ ଆସନ ପାଇଁ ଏହି ସର୍ବେକ୍ଷଣ କରାଯାଇଛି। ଟାଇମ୍‌ସ ନାଓ-ଭିଏମ୍‌ଆର ପକ୍ଷରୁ ଏନ୍‌ଡିଏକୁ ୩୦୬ ଆସନ ଦିଆଯାଇଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟକୁ ୧୩୨, ସପା ବସ୍‌ପା ମେଣ୍ଟକୁ ୨୯, ବିଜେଡିକୁ ୮ ଏବଂ ଅନ୍ୟାନ୍ୟ ଦଳଙ୍କୁ ୬୭ ଆସନ ପ୍ରଦାନ କରାଯାଇଛି। ରିପବ୍ଲିକ୍‌ ସି ଭୋଟର ଏନ୍‌ଡିଏ କୁ ୨୮୭  ଆସନର ଅନୁମାନ କରିଥିବା ବେଳେ ୟୁପିଏ କୁ ୧୨୮  ଆସନ, ସପା-ବସ୍‌ପାକୁ ୪୦ , ବିଜେଡିକୁ ୧୧  ଏବଂ ଅନ୍ୟାନ୍ୟ ଦଳଙ୍କୁ ୭୬  ଆସନ ପ୍ରଦାନ କରିଛି। ନ୍ୟୁଜ୍‌ ନେସନର ସର୍ବେକ୍ଷଣ ଅନୁଯାୟୀ ଏନ୍‌ଡିଏକୁ ୨୮୨-୨୯୦ ଆସନ ମିଳୁଥିବା ବେଳେ ୟୁପିଏକୁ ୧୧୮-୧୨୬  ଆସନ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୩୦-୧୩୬  ଆସନ ମିଳିଛି।

ଏହି ସମସ୍ତ ସର୍ବେକ୍ଷଣ ଅନୁଯାୟୀ ଏନ୍‌ଡିଏ ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମସ୍ତ ଏକ୍ସିଟ୍‌ ପୋଲ୍‌ କେତେଦୂର ଭରସାଯୋଗ୍ୟ ଏହା ମେ ୨୩ରେ ନିର୍ବାଚନୀ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026
Latest News

ଶୁକ୍ରବାରରେ ଏହି ତିନୋଟି ରାଶିର ବ୍ୟକ୍ତି ଗାଡି ଚଲାଇବା ବେଳେ ରୁହନ୍ତୁ ସାବଧାନ

May 22, 2026

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.