Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୪ ରେ ବିଜେଡିର ମିଶନ ୧୨୫ ବୋଲି କହିଲେ ବିଜେଡି ବିଧାୟକ ସୁଶାନ୍ତ ସିଂ
ବିଶେଷ ଖବର

୨୦୨୪ ରେ ବିଜେଡିର ମିଶନ ୧୨୫ ବୋଲି କହିଲେ ବିଜେଡି ବିଧାୟକ ସୁଶାନ୍ତ ସିଂ

December 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Sushant Singh mla
୨୦୨୪ ରେ ବିଜେଡିର ମିଶନ ୧୨୫ ବୋଲି କହିଲେ ବିଜେଡି ବିଧାୟକ ସୁଶାନ୍ତ ସିଂ

ଭୁବନେଶ୍ୱର: ୨୦୨୪ ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୪୭ ଆସନରୁ ୧୨୫ ଆସନରେ ଜିତିବ । ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ସୁଶାନ୍ତ ସିଂ। ସେ କହିଛନ୍ତି ଯେ ପଦ୍ମପୁର ନିର୍ବାଚନ ପ୍ରମାଣିତ କରିଛି ଯେ, ଏଥର ବିଜେଡି ୧୨୫ ଆସନ ନିଶ୍ଚିତ ଦଖଲ କରିବ।

ତେବେ ସୁଶାନ୍ତ ସିଂଙ୍କର ଏହି ଦମ୍ଭୋକ୍ତିକୁ ନେଇ ସାଧାରଣରେ ଏବଂ ରାଜନୀତିରେ ବେଶ୍ ଆଲୋଚନା ହେଉଛି। କାରଣ ପଦମପୁର ନିର୍ବାଚନରେ ସେ ଯେଉଁ ଭବିଷ୍ୟବାଣୀ ଦେଇଥିଲେ ତାହା ସତ ହୋଇଛି। ସେ କହିଥିଲେ ଯେ ପଦମପୁରରେ ବର୍ଷା ସିଂ ବରିହା ଚାଳିଶ ହଜାରରୁ ଅଧିକ ଭୋଟରେ ବିଜୟ ହେବେ। ଗଣତି ପରେ ତାହା ସତ ହୋଇଛି।

ସୁଶାନ୍ତଙ୍କ ହିସାବରେ ବିଜେଡି ପଶ୍ଚିମ ଓଡ଼ିଶାର ୩୬ ଆସନରୁ ୩୦ରୁ ଅଧିକ ଆସନରେ ଜିତିବ। ୨୦୨୪ ରେ ପୁଣି ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରାଯିବ ବୋଲି ବିଧାୟକ ସୁଶାନ୍ତ ସିଂ ପ୍ରକାଶ କରିଛନ୍ତି।

ପଦମପୁରବାସୀଙ୍କୁ ଧନ୍ୟବାଦ ଦେବା ପାଇଁ ଆସନ୍ତା ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁର ଯାଇପାରନ୍ତି ବୋଲି ସେ କହିଛନ୍ତି ।  ସେ ଆହୁରି କହିଛନ୍ତି ଯେ, ୨୦୧୯ରେ ଯେଉଁ ଆସନରେ ବିଜେଡି ପରାଜିତ ହୋଇଥିଲା ତାର ତର୍ଜମା କରାଯାଇଛି । ସେ ଆସନ ଗୁଡିକୁ କିପରି ପୁଣି ଜିତି ପାରିବୁ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ସୁଶାନ୍ତ କହିଛନ୍ତି।

ସେଥିପାଇଁ ୨୦୨୪ରେ ବିଜେଡି ନିଶ୍ଚିତ ଭାବେ ୧୨୫ ଆସନ ଦଖଲ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.