Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲମ୍ବା ଛୁଟିରେ ଗଲେ ବିଏମସି କମିଶନର, ଅତିରିକ୍ତ ଦାୟିତ୍ବରେ ରାଜେଶ ପ୍ରଭାକର ପାଟିଲ
ବିଶେଷ ଖବର

ଲମ୍ବା ଛୁଟିରେ ଗଲେ ବିଏମସି କମିଶନର, ଅତିରିକ୍ତ ଦାୟିତ୍ବରେ ରାଜେଶ ପ୍ରଭାକର ପାଟିଲ

February 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲମ୍ବା ଛୁଟିରେ ଗଲେ ବିଏମସି କମିଶନର, ଅତିରିକ୍ତ ଦାୟିତ୍ବରେ ରାଜେଶ ପ୍ରଭାକର ପାଟିଲ

ଭୁବନେଶ୍ବର: ଗତକାଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ବିବାଦୀୟ ହୋଇ ପଡିବା ପରେ ଆଜି ଏକ ଲମ୍ବା ଛୁଟିରେ ଯାଇଛନ୍ତି। ଫଳରେ ତାଙ୍କ ସ୍ଥାନରେ ଅନ୍ୟତମ ଆଇଏଏସ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ବ ଦିଆଯାଇଛି। ଏପରି ପରିସ୍ଥିତିକୁ ନେଇ ବର୍ତ୍ତମାନ ଭୁବନେଶ୍ବରରେ ବେଶ ଚର୍ଚ୍ଚା ଜାରୀ ରହିଛି।

ଗତକାଲି କୁଲାଙ୍ଗେ ଭୁବନେଶ୍ବରର କରର୍ପୋରେଟର, ଡେପୁଟି ମେୟର ଏବଂ ମେୟରଙ୍କ ବୈଠକ ଖର୍ଚ୍ଚ ବୃଦ୍ଧି କରିଥିଲେ। ସେହି ଅନୁସାରେ କର୍ରପୋରେଟରମାନେ ପୂର୍ବରୁ ଗୋଟିଏ ବୈଠକରେ ଯୋଗଦେବା ପାଇଁ 700 ପାଉଥିବା ବେଳେ ଗତକାଲି ତାହାକୁ  10 ହଜାରକୁ ବୃଦ୍ଧି କରିଥିଲେ। ସେହିପରି ଡେପୁଟି ମେୟରଙ୍କର 25 ହଜାର ଏବଂ ମେୟରଙ୍କର 50 ହଜାର ବୃଦ୍ଧି କରାଯାଇଥିଲା।

ହେଲେ ସଂଧ୍ୟାରେ ନିଜେ ବିଏମସି କମିଶନର କୁଲାଙ୍ଗେ ଏହା ପ୍ରତ୍ୟାହାର ହେଲା ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ, ଏହା ବିଏମସିର ଏକ ପ୍ରସ୍ତାବ ଥିଲା। ସରକାରଙ୍କ ଅନୁମୋଦନ ପରେ ଘୋଷଣା କରାଯିବ। ତେବେ ତାହାକୁ ସାଧାରଣରେ କେହି ଗ୍ରହଣ କରି ନ ଥିଲେ। ଏହାପଛରେ କିଛି ରାଜନୀତି ରହିଛି ବୋଲି ଚର୍ଚ୍ଚା ଚାଲିଲା।

ତେବେ ସାଧାରଣ ପ୍ରଶାସନ ବିଭାଗରୁ ଏ ନେଇ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ କୁହାଯାଇଛି ଯେ, କୁଲାଙ୍ଗେ ଶୁକ୍ରବାର ଦିନ ଛୁଟି ଆବେଦନ କରିଥିଲେ। ତାହାକୁ ସରକାର ବିଚାର କରି ଛୁଟି ମଂଜୁର କରିଛନ୍ତି। ତାଙ୍କ ବଦଳରେ ରାଜେଶ ପ୍ରଭାକର ପାଟିଲଙ୍କୁ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

BMC Commissinor ବିଏମସି କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.