Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇଏଏସ ସ୍ତରରେ ବଡଧରଣର ଅଦଳ ବଦଳ, ବଦଳିଲେ ୩୨ ଅଫିସର, ବିଏମସି କମିଶନର ହେଲେ ପ୍ରେମଚନ୍ଦ୍ର ଚୌଧୁରୀ
ବିଶେଷ ଖବର

ଆଇଏଏସ ସ୍ତରରେ ବଡଧରଣର ଅଦଳ ବଦଳ, ବଦଳିଲେ ୩୨ ଅଫିସର, ବିଏମସି କମିଶନର ହେଲେ ପ୍ରେମଚନ୍ଦ୍ର ଚୌଧୁରୀ

June 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
32 to IAS transferred
32 to IAS transferred

ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ଏକାଥରେ ୩୨ ଜଣ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ବିଏମସି କମିଶନର ଭାବେ ଯୋଗଦେବେ କେନ୍ଦ୍ରାପଡାର ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ। ସେହିପରି ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଭାବେ ଯୋଗଦେବେ କୃପାସିନ୍ଧୁ ମିଶ୍ର। ଯେଉଁ ୩୨ ଜଣ ଆଇଏଏସଙ୍କୁ ଅଦଳବଦଳ କରାଯାଇଛି ସେମାନେ ହେଲେ।

୧-ଅର୍ଚ୍ଚନା ପଟ୍ଟନାୟକ-ପରିଚାଳନା ନିର୍ଦ୍ଦେଶକ ଓଡିଶା ଉଠାଜଳସେଚନ ସହିତ ଜଳସଂପଦ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ

୨-ନିରଂଜନ ସାହୁ- ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ବ

୩-ପ୍ରଶାନ୍ତ କୁମାର ସେନାପତି- ଆଇଜି ରେଜିଷ୍ଟ୍ରେସନ

୪-ଦାଶରଥୀ ଶତପଥୀ-ଓଡିଶା ବିଧାନସଭା ସଚିବ

୫-ନିର୍ମଳ ଚନ୍ଦ୍ର ମିଶ୍ର-ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଏମଡି ଓଟିଡିସି

୬-ଅଂଜନ କୁମାର ମାନିକ- ଅବକାରୀ କମିଶନର

୭-ବିଭୂତି ଭୂଷଣ ପଟ୍ଟନାୟକ-ସମବାୟ ରେଜିଷ୍ଟାର

୮-ତ୍ରିବିକ୍ରମ ପ୍ରଧାନ-ଅତିରିକ୍ତ ସଚିବ ଅବକାରୀ ବିଭାଗ

୯-ଅରବିନ୍ଦ ଅଗ୍ରୱାଲା- ନିର୍ଦ୍ଦେଶକ ସାମାଜିକ କଲ୍ୟାଣ ଓ ମିଶନଶକ୍ତି

୧୦-ଶରତ ଚନ୍ଦ୍ର ନାୟକ- ଅତିରିକ୍ତ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

୧୧-ଜାମିନୀ ଷଡଙ୍ଗୀ-ପରିଚାଳନା ନିର୍ଦ୍ଦେଶକ ଓଡିଶା ଔଷଧ ନିଗମ

୧୨-ଭୂପେନ୍ଦ୍ର ପୁନିଆ-ପ୍ରକଳ୍ପ ନିର୍ଦ୍ଦେଶକ ଓପେପା, ନିର୍ଦ୍ଦେଶକ ଓଡିଶା ଆଦର୍ଶ ବିଦ୍ୟାଳୟ

୧୩-ଗୁହା ପୁନମ ତାପସ କୁମାର-ଯୁଗ୍ନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

୧୪-ପ୍ରେମ ଚନ୍ଦ୍ର ଚୌଧୁରୀ-କମିଶନର ଭୁବନେଶ୍ବର ମହାନଗର ନିଗମ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ସ୍ମାଟ ସିଟି

୧୫-ସମର୍ଥ ବର୍ମା- କେନ୍ଦ୍ରପଡା ଜିଲ୍ଲାପାଳ

୧୬-ରଘୁ ଜି- ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ

୧୭-ସୁଦର୍ଶନ ଚକ୍ରବର୍ତ୍ତି- ବାଲେଶ୍ବର ଜିଲ୍ଲାପାଳ

୧୮-ସୁରେନ୍ଦ୍ର କୁମାର ମିନା-ବୋର୍ଡ ଅଫ ରେଭିନ୍ୟୁ ସଚିବ

୧୯-ପୋମା ଟୁଡୁ- କୋରାପୁଟ ଜିଲ୍ଲାପାଳ

୨୦-ମଧୁସ୍ମିତା ସାହୁ- ନୂଆପଡା ଜିଲ୍ଲାପାଳ

୨୧-ଅବଦୁଲ ଅକତର- ପ୍ରକଳ୍ପ ନିର୍ଦ୍ଦେଶକ କଟକ

୨୨-ଅନ୍ୟନ୍ୟା ଦାସ-କଟକ ମହାନଗର କମିଶନର

୨୩-ଲଲାଟେନ୍ଦୁ ମିଶ୍ର- ବୈଦ୍ଧ ଜିଲ୍ଲାପାଳ

୨୪-ସିତାଂଶୁ କୁମାର ରାଉତ-ଖୋର୍ଦ୍ଧା ଜିଲ୍ଲାପାଳ

୨୫-ଭବାନୀ ଶଙ୍କର ଚଇନି- କଟକ ଜିଲ୍ଲାପାଳ

୨୬-ସଂଗ୍ରାମ କେଶରୀ ମହାପାତ୍ର-ଜଗତସିଂହପୁର ଜିଲ୍ଲାପାଳ

୨୭-ଜ୍ୟୋତିରଂଜନ ପ୍ରଧାନ- ଝାରସୁଗୁଡା ଜିଲ୍ଲାପାଳ

୨୮-ଜ୍ୟୋତି ପ୍ରକାଶ ଦାସ- ବୟନ ଶିଳ୍ପ ନିର୍ଦ୍ଦେଶକ,ଏମଡି ବୟନିକା

୨୯-କୃପାସିନ୍ଧୁ ମିଶ୍ର- ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ

୩୦-ଲକ୍ଷ୍ମୀଧର  ମହାନ୍ତି- ଅତିରିକ୍ତ ସଚିବ ସଚିବ ଉଚ୍ଚ ଶିକ୍ଷା

୩୧-ରମେଶ ଚନ୍ଦ୍ର ରାଉତ-ଇଏସଆଇ ନିର୍ଦ୍ଦେଶକ

୩୨-ବିଭୂତି ଭୂଷଣ ଦାସ- ଅତିରିକ୍ତ ସଚିବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା

ସେହିପରି ଇଲୋଟ୍ରୋନିକ୍ସ ଏବଂ  ଆଇଟି ବିଭାଗର ଯୁଗ୍ନ ସଚିବ ଆଦିତ୍ୟ ମହାପାତ୍ରଙ୍କୁ ସରକାର ତାଙ୍କର ମୂଳ ଦାୟିତ୍ବ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଇଟି ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

BJD ias odishagovt thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.