Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଲା ନୂଆ ମନ୍ତ୍ରୀମଣ୍ଡଳ ତାଲିକା, ଜାଣନ୍ତୁ କାହାକୁ ଦିଆଯାଇଛି କେଉଁ ବିଭାଗ
ବିଶେଷ ଖବର

ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଲା ନୂଆ ମନ୍ତ୍ରୀମଣ୍ଡଳ ତାଲିକା, ଜାଣନ୍ତୁ କାହାକୁ ଦିଆଯାଇଛି କେଉଁ ବିଭାଗ

July 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Minister
ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଲା ନୂଆ ମନ୍ତ୍ରୀମଣ୍ଡଳ ତାଲିକା, ଜାଣନ୍ତୁ କାହାକୁ ଦିଆଯାଇଛି କେଉଁ ବିଭାଗ
ଭୁବନେଶ୍ବର: ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳ କିଛି ହୋଇ ନାହିଁ। କେବେ ହେବ ତାହା ମଧ୍ୟ ଜଣା ନାହିଁ। ହେଲେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଛି ନୂଆ ମନ୍ତ୍ରୀମଣ୍ଡଳ ତାଲିକା। ଯାହାକୁ ନେଇ ଲୋକେ ବେଶ ମଜା ଉଠାଇବାରେ ଲାଗିଛନ୍ତି। ତେବେ ଆଶ୍ଚର୍ଯର କଥା ଯେ, ଏହି ତାଲିକା ଖୋଦ ଦଳର ଉପସଭାପତି ଗୋଲକ ମହାପାତ୍ରଙ୍କ ଫ୍ୟାନ କ୍ଲବରେ ମଧ୍ୟ ପୋଷ୍ଟିଂ ହୋଇଛି।
ତେବେ ଏହି ନୂଆ ମନ୍ତ୍ରୀ ମଣ୍ଡଳକୁ ନେଇ ସାମାଜିକ ଗଣମାଧ୍ୟମରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ତାହା ହେଲା….
ମନ୍ତ୍ରୀ ତାଲିକା ବିସ୍ତାର
୧.ଜୟନାରାୟଣ ମିଶ୍ର – ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମୀଣ ବିକାଶ
୨.ସିଦ୍ଧାନ୍ତ ମହାପାତ୍ର – ବାଣିଜ୍ୟ ଏବଂ ପରିବହନ, ଅବକାରୀ ମନ୍ତ୍ରଣାଳୟ
୩.ବାବୁ ସିଂହ – ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ମନ୍ତ୍ରଣାଳୟ
୪.ଲକ୍ଷ୍ମଣ ବାଗ – କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରଣାଳୟ
୫.ଦୁର୍ଗା ପ୍ରସନ୍ନ ନାୟକ – ଉଚ୍ଚଶିକ୍ଷା
୬.ଟଙ୍କଧର ତ୍ରିପାଠୀ – ସ୍କୁଲ ଏବଂ ଗଣଶିକ୍ଷା
୭.ସୂର୍ଯ୍ୟବଂଶୀ ସୂରଜ – କ୍ରୀଡା-ଯୁବସେବା ଓ ଶକ୍ତି ମନ୍ତ୍ରଣାଳୟ
୮.ସନାତନ ବିଜୁଳୀ – ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ସଂସଦୀୟ ବ୍ୟାପାର
୯. କନକବର୍ଦ୍ଧନ ସିଂହଦେଓ – ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ଆଇନ ମନ୍ତ୍ରଣାଳୟ
୧୦. ସୁରେଶ ପୂଜାରୀ – ଅର୍ଥ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା
୧୧. ସମ୍ପଦ ସ୍ୱାଇଁ – ଦକ୍ଷତା ବିକାଶ ଏବଂ ବୈଷୟିକ-ଶିକ୍ଷା ଓ ଶିଳ୍ପ
୧୨. ଇରାସିସ୍ ଆଚାର୍ଯ୍ୟ – ମତ୍ସ୍ୟପାଳନ ଓ ପ୍ରାଣୀସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ
୧୩. ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର – ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର
୧୪. ପୃଥ୍ବୀରାଜ ହରିଚନ୍ଦନ – ଗୃହନିର୍ମାଣ ଏବଂ ନଗର ଉନ୍ନୟନ, ସାର୍ବଜନୀନ ଉଦ୍ୟୋଗ
୧୫. ସଞ୍ଜଳୀ ମୁର୍ମୁ – ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ, ଜନଜାତି ଓ ଅନୁସୂଚିତଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ
୧୬. ଗଣେଶ ରାମସିଂହ ଖୁଣ୍ଟିଆ – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା
୧୭. ଗୋକୁଳାନନ୍ଦ ମଲ୍ଲିକ – ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ
୧୮. ପ୍ରଭାତୀ ପରିଡା – ମିଶନ ଶକ୍ତି, ମହିଳା ଏବଂ ଶିଶୁ ବିକାଶ
୧୯. ଅମର ନାୟକ – ପର୍ଯ୍ୟଟନ ଏବଂ ଇସ୍ପାତ ଏବଂ ଖଣି
୨୦. ଆଶ୍ରିତ ପଟ୍ଟନାୟ – ସୂଚନା ଏବଂ ଲୋକସମ୍ପର୍କ, ଯୋଜନା ଏବଂ ଅଭିସରଣ ଏବଂ ଜଳସମ୍ପଦ
ମନ୍ତ୍ରୀମଣ୍ଡଳ ଅଦଳବଦଳ ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

January 31, 2026

କଂଗ୍ରେସ, ବାମପନ୍ଥୀ, ନା ବିଜେପି?: କେରଳରେ ଲୋକସଭା ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ

January 31, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ

January 31, 2026

ବଦଳିବ ସହରାଞ୍ଚଳ ପାର୍କର ରୂପରେଖ: ସମୀକ୍ଷା କଲେ ମନ୍ତ୍ରୀ

January 31, 2026
Latest News

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ ଟି-୨୦: ରୋହିତ ଶର୍ମାଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର ଯାଦବ!

January 31, 2026

ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

January 31, 2026

କଂଗ୍ରେସ, ବାମପନ୍ଥୀ, ନା ବିଜେପି?: କେରଳରେ ଲୋକସଭା ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ

January 31, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ

January 31, 2026

ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.