Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?
ବିଶେଷ ଖବର

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଧାନସଭା ବେଳେ
ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଇ ଦେଉ ନାହିଁନ୍ତି କି ?

ଭୁବନେଶ୍ବର: ବିଧାନସଭା ଚାଲିଥିବା ବେଳେ ମନ୍ତ୍ରୀମାନଙ୍କୁ କଣ ଠିକ ତଥ୍ୟ ବିଭାଗୀୟ ସଚିବମାନେ ଯୋଗାଉ ନ ଥିଲେ କି? ଏବେ ଏହିପରି ଏକ ପ୍ରଶ୍ନ ରାଜ୍ୟ ରାଜନୀତିରେ ଉଠିଛି। କାରଣ ହେଲା ଗତକାଲି ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସବୁ ସଚିବଙ୍କୁ ଏକ ଚିଠି କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଧାନସଭାରେ ମନ୍ତ୍ରୀମାନଙ୍କୁ ସଠିକ ତଥ୍ୟ ଯୋଗାଇ ଦିଏ। ଏଥିରେ କୁହାଯାଇଛି ଯେ, ବିଧାନସଭାରେ ଉଠିଥିବା ପ୍ରଶ୍ନର ସଠିକ ତଥ୍ୟ ଯୋଗାଇ ଦେବା ସହିତ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ବିଦେଶ ସହିତ ବାହାର ଗସ୍ତରୁ ନିବୃତ ରହିବା ପାଇଁ ମଧ୍ୟ କୁହାଯାଇଛି।

ତେବେ ଏହି ଚିଠିକୁ ନେଇ ସାଧାରଣରେ ଏକ ପ୍ରଶ୍ନ ଉଠିଛି ଯେ, ପୂର୍ବରୁ କଣ ବିଭାଗୀୟ ଅଧିକାରୀ ତଥା ସବିବମାନେ କଣ ମନ୍ତ୍ରୀଙ୍କୁ ସଠିକ ଉତ୍ତର ଲେଖି ଦେଉ ନ ଥିଲେ କି? ବିଜେପି ସରକାର ଆସିବାର ଦେଢ ବର୍ଷ ହୋଇଗଲାଣି ଏହି ସମୟରେ କଣ ସଚିବମାନେ ଏ ପର୍ଯ୍ୟନ୍ତ ସଜାଗ ହୋଇ ନାହାଁନ୍ତି ଯେ, ମୁଖ୍ୟଶାସନ ସଚିବ ଚିଠି ଲେଖିବାକୁ ପଡିଲା।

ଏଠାରେ ସୂଚନା ଯୋଗ୍ୟ ଯେ, ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ।

Read More- India–Japan Relations Get Boost as BCIC, Osaka Seal Landmark MoU

The Bangalore Chamber of Industry and Commerce (BCIC) and the City of Osaka have signed a historic Memorandum of Understanding (MoU), marking a new milestone in bilateral collaboration between India and Japan.

odisha assembly ବିଧାନସଭା ସଚିବଙ୍କୁ ତାଗିଦ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10, 2025
Latest News

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025

‘ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କର’, ଟ୍ରମ୍ପଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ

September 10, 2025

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025

“GST ସଂସ୍କାର ପାଇଁ ଦେଶ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ପ୍ରତି କୃତଜ୍ଞ”: କେନ୍ଦ୍ର କୃଷିମନ୍ତ୍ରୀ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.