Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି
ବିଶେଷ ଖବର

ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି

December 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଧର୍ମଶାଳାରେ ପୁଣି ହିଂସା
ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି

ଯାଜପୁର: କିଛିଦିନ ବ୍ୟବଧାନ ପରେ ଧର୍ମଶାଳାରେ ପୁଣି ହିଂସା ଦେଖିବାକୁ ମିଳିଛି। ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି ହୋଇଛନ୍ତି। ଫଳରେ ଏଥିରେ ବହୁ କର୍ମି ଆହତ ହୋଇଥିବାର ସୂଚନା ମିଳିଛି। ତିନି ଜଣ ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ପ୍ରଣବଙ୍କ ଜେନାପୁର ଥାନ ଅଧିନରେ ଥିବା ଏକ ଫାର୍ମ ହାଉସରେ କେତେକ କର୍ମି ଭୋଜି କରୁଥିଲେ। ହଠାତ ସେଠାରେ ବିଧାୟକ ହିଂମାଶୁଙ୍କ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଇଛି। ଅନ୍ୟପଟେ ବିଧାୟକଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ, ହିମାଂଶୁଙ୍କ କର୍ମିମାନେ ସେହିବାଟରେ ଯାଉଥିବା ବେଳେ ପ୍ରଣବଙ୍କ କର୍ମି ଆକ୍ରମଣ କରିଥିଲେ। ଏହି ଘଟଣାରେ ହିମାଂଶୁଙ୍କ ସମର୍ଥକମାନେ ବହୁ ଗାଡି ଭାଙ୍ଗି ଦେଇଥିବାର ଜଣାପଡିଛି।  ଏ ନେଇ ହିମାଂଶୁଙ୍କ କର୍ମିମାନେ ଥାନାରେ ଏତଲା ଦେଇଛନ୍ତି।

ଧର୍ମଶାଳା ଧର୍ମଶାଳାରେ ପୁଣି ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଫରେଷ୍ଟ ୱିଙ୍ଗର ଚଢ଼ାଉ: ଚିତାବାଘ ଛାଲ ଜବତ, ଜଣେ ଗିରଫ

September 22, 2026

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026
Latest News

ଏସୀୟ କ୍ରୀଡ଼ା ୨୦୨୬: କ୍ରିକେଟ ପରେ ହକିରେ ମଧ୍ୟ ଶ୍ରୀଲଙ୍କାକୁ ୧୬-୧ ରେ ହରାଇଲା ଭରତ

September 22, 2026

ଭିଜିଲାନ୍ସ ଫରେଷ୍ଟ ୱିଙ୍ଗର ଚଢ଼ାଉ: ଚିତାବାଘ ଛାଲ ଜବତ, ଜଣେ ଗିରଫ

September 22, 2026

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.