BJD Media Cell Announcement: ଆଜି ବିଜୁ ଜନତା ଦଳ ତାହାର ମିଡିଆ ସେଲର ପୁନର୍ଗଠନ କରିଛି। ଏଥିରେ ଇଲୋଟ୍ରେନିକ ମିଡିଆ, ପ୍ରିଣ୍ଟ ମିଡିଆ ଏବଂ ସୋସିଆଲ ମିଡିଆରେ ନୂଆ କର୍ମକର୍ତ୍ତା ନିଆଯାଇଛି। ସେହିପରି ଜାତୀୟ ମୁଖପାତ୍ର ଏବଂ ରାଜ୍ୟ ମୁଖପାତ୍ରଙ୍କ ନାମ ଘୋଷଣା କରାଯାଇଛି। ସେହିଅନୁସାରେ ଯେଉଁମାନଙ୍କୁ ଏହି ଟିମରେ ନିଆଯାଇଛି ସେମାନେ ହେଲେ…



ଆଜି ସଂଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।


