Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ମହାବଳୀପୁରମର କାରୁକାର୍ଯ୍ୟକୁ ବୁଲାଇ ଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ମହାବଳୀପୁରମର କାରୁକାର୍ଯ୍ୟକୁ ବୁଲାଇ ଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦୀ

October 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
CHENNAI, OCT 11 (UNI):-Prime Minister Narendra Modi shakes hands with Chinese President Xi Jinping in front of Arjua's Penance at Mahabalipuram the venue of the second Informal Summit between two leaders, about 55 Km from Chennai on Friday. UNI PHOTO TK 13 U

ମହାବଳୀପୁରମ: ଚେନ୍ନାଇର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଲାଥିଲା। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗିଙ୍କୁ ସେ ମହାବଳୀପୁରମରମର ପ୍ରାଚୀନ କାରୁକାର୍ଯ୍ୟକୁ ନିଜେ ଟୁରିଷ୍ଟ ଗାଇଡ ଭାବେ ବୁଲାଇ ଦେଖାଇଥିଲେ। ମୋଦି ତାମିଲନାଡୁର ପାରଂପାରିକ ପୋଷାକ ପିନ୍ଧି ଏହି ବିଶ୍ବ ଐତିହ୍ୟକୁ ବୁଲାଇ ଦେଖାଇଥିଲେ। ସେ ତାମିଲନାଡୁର ଧୋତି ସହିତ ଧଳା ସାର୍ଟ ଏବଂ ବେକରେ ଏକ ଉତ୍ତରୀୟ ପିନ୍ଧିଥିଲେ। ଜିନପିଙ୍ଗି ମଧ୍ୟ ବ୍ଲେଜର ଓ ଟାଇ ବଦଳରେ ସେ ସାଧାରଣ କଳା ରଂଗର ପ୍ୟାଣ୍ଟ  ଓ ଧଳା ସାର୍ଟ ପିନ୍ଧିଥିଲେ।

ୟୁନିସ୍କୋର ଅନୁସାରେ ଏହି ମହାବଳୀପୁରମରେ ରହିଛି 7ମ ଓ 8ମ ଶତାଦ୍ଦୀର ପଥର କାରୁକାର୍ଯ୍ୟ। କରମଣ୍ଡଳ ଉପକୂଳରେ ଏହି ପଥର କାରୁକାର୍ଯ୍ୟକୁ ପଲ୍ଲବ ରାଜାଙ୍କ ସମୟରେ ଖୋଦିତ କରାଯାଇଥିଲା। ଏହି ପ୍ରାଚୀନ ଐତିହ୍ୟ ଗୁମ୍ଫାକୁ ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି ଭ୍ରମଣ କରିଥିଲେ। ମୋଦି ସବୁ ସ୍ଥାନରେ ଗୁମ୍ଫାର କାରୁକାର୍ଯ୍ୟ ଏବଂ ଏହାର ଐତିହାସିକତା ସଂପର୍କରେ ମଧ୍ୟ ଜିନିପିଙ୍ଗକୁ ବୁଝାଇ ଦେଇଥିଲେ। ଭ୍ରମଣ ମଝିରେ ଉଭୟ ପଞ୍ଚରଥ ସ୍ଥାନରେ ପଇଡ ପିଇଥିଲେ। ବିଶ୍ବର ଦୁଇ ମହାବଳୀଙ୍କ ଗସ୍ତକୁ ନଜରରେ ରଖି ସେଠାକାର ମନ୍ଦିର ଏବଂ ପଞ୍ଚରଥ ସ୍ଥାନକୁ ଆଲୋକମାଳାରେ ସଜାଯାଇଥିଲା। ଏହାପରେ ଉଭୟ ଭାରତର ଶାସ୍ତ୍ରୀୟ ନୃତ୍ୟକୁ ଉପଭୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Latest News

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.