Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୂର୍ବତନ ନିର୍ବାଚନ କମିଶନର ଟି.ଏନ.ଶେଷାନଙ୍କ ପରଲୋକ
ବିଶେଷ ଖବର

ପୂର୍ବତନ ନିର୍ବାଚନ କମିଶନର ଟି.ଏନ.ଶେଷାନଙ୍କ ପରଲୋକ

November 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତର ଦଶମ ନିର୍ବାଚନ କମିଶନର ଭାବରେ ନିର୍ବାଚନ ବ୍ୟବସ୍ଥା ରେ ବ୍ୟାପକ ପରିବର୍ତ୍ତନ ଆଣିଥିବା ଟି.ଏନ.ଶେଷାନଙ୍କ ପରଲୋକ ଘଟିଛି। ୧୯୯୦ ରୁ ୧୯୯୬ ଯାଏ ଦେଶର ନିର୍ବାଚନ କମିଶନର ଦାୟିତ୍ବ ରେ ଥିବା ସମୟରେ ଶ୍ରୀ ଶେଷାନ ରାଜନେତାଙ୍କ ଲାଗି ଏକ ପ୍ରକାର ଆତଙ୍କ ପାଲଟି ଯାଇଥିଲେ। ରିଗିଙ୍ଗ ମୁକ୍ତ ନିର୍ବାଚନ ର ଯୁଗ ଶେଷାନଙ୍କ ସମୟରେ ଆରମ୍ଭ ହେଲା। ଭୋଟର ପରିଚୟ ପତ୍ର, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ହିସାବ ଯାଞ୍ଚ ଲାଗି ଆର୍ଥିକ ପର୍ଯ୍ୟବେକ୍ଷକ ବ୍ୟବସ୍ଥା ଓ ପ୍ରଚାର ଉପରେ କଡ଼ା ନଜର ରଖିବା କାମ ସେ ଆରମ୍ଭ କରିଥିଲେ।

କେରଳରେ ଜନ୍ମଗ୍ରହଣ କରିଥିବା ଶେଷାନ ୧୯୫୫ ରେ ତାମିଲନାଡୁ କ୍ୟଡ଼ରର ଆଇଏଏସ ଅଧିକାରୀ ଭାବରେ ଯୋଗଦାନ କରିଥିଲେ। ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ସେ କ୍ୟାବିନେଟ ସଚିବ ଦାୟିତ୍ୱ ତୁଲାଇ ଥିଲେ। ଅବସର ନେବା ପରେ ସେ ଅଳ୍ପ କିଛି ଦିନ ରାଜନୀତି ରେ ମଧ୍ୟ ଯୋଗଦାନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନେଇ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା

October 29, 2026

MLC ଫଳାଫଳ: ୧୩ ଟି ଆସନ ଜିତିବା ସତ୍ତ୍ୱେ ଖୁସି ନାହିଁ ବିଜେପି

October 29, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର

October 29, 2026

ନଭେମ୍ବର ୨ରୁ ମାଟ୍ରିକ ପରୀକ୍ଷା ଫର୍ମପୂରଣ ଆରମ୍ଭ

October 29, 2026
Latest News

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ମହଙ୍ଗା ହେଲା ଦୁଧ

October 29, 2026

ଗଙ୍ଗା ବନ୍ୟା ନିୟନ୍ତ୍ରଣ ବୋର୍ଡର ୧୯ତମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

October 29, 2026

ସାରା ଅଲ୍ଲୀ ଖାନଙ୍କ କେଦାରନାଥ ଦର୍ଶନରେ ବିବାଦ: ଆପତ୍ତି ଉଠାଇଲେ ମୌଲାନା

October 29, 2026

ଆଇପିଏଲ-୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ ନିଷ୍ପତ୍ତି: ବଦଳିଲେ ୩ ବରିଷ୍ଠ ପ୍ରଶିକ୍ଷକ

October 29, 2026

୩୦ ଅକ୍ଟୋବରରେ ‘ଆଡପ୍ଟ’ ବୈଠକ: ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.