Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ମଇଦାନରେ ଜାନକୀ ନନ୍ଦନ ପୃଥ୍ଵୀବଲ୍ଲଭ,121 ବିଧାନସଭା ଆସନ ପାଇଁ ଜଣାପଡିଲା କଂଗ୍ରେସର ପ୍ରାର୍ଥୀ ତାଲିକା,ଏଆଇସିସିକୁ ସୁପାରିଶ କଲା ଚୟନ କମିଟି।
ବିଶେଷ ଖବର

ନିର୍ବାଚନ ମଇଦାନରେ ଜାନକୀ ନନ୍ଦନ ପୃଥ୍ଵୀବଲ୍ଲଭ,121 ବିଧାନସଭା ଆସନ ପାଇଁ ଜଣାପଡିଲା କଂଗ୍ରେସର ପ୍ରାର୍ଥୀ ତାଲିକା,ଏଆଇସିସିକୁ ସୁପାରିଶ କଲା ଚୟନ କମିଟି।

March 6, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Cong proposed assembly candidates to AICC
Cong proposed assembly candidates to AICC

ସମୀକ୍ଷା ବ୍ୟୁରୋ

ପ୍ରଦେଶ କଂଗ୍ରେସ କମିଟର ବସିଥିବା ଚୟନ କମିଟ 121ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ଏଆଇସିସି ର ମୋହର ବାଜିବା ପରେ ଏହି ତାଲିକା ଚୁଡାନ୍ତ ହେବ। କମ୍ୟୁନିଷ୍ଟ ଦଳ ସହିତ କଂଗ୍ରେସ ବୁଝାମଣା କରୁଥିବାରୁ 8 ସ୍ଥାନରେ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇ ନାହିଁ। ବର୍ତ୍ତମାନ ପ୍ରଦେଶ କଂଗ୍ରେସ ତରଫରୁ ସୁପାରିଶ କରିଥିବା ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ହେଲେ..

  1. ବଡମ୍ବା- ବିଭାସ ମହାନ୍ତି/ମନୋଜ ସାହୁ
  2. ବାଙ୍କୀ-ଦେବାଶିଷ ପଟ୍ଟନାୟକ/ ରବି ମଲ୍ଲିକ
  3. ଆଠଗଡ- ଉମାବଲ୍ଲଭ ରଥ/ବିଚିତ୍ରାନନ୍ଦ ମୁଦୁଲି
  4. ବାରବାଟୀକଟକ-ମହମ୍ମଦ ମୋକିମ/ସୁରେଶ ମହାପାତ୍ର
  5. ଚୈଦ୍ବାର କଟକ- ଜଗଦୀଶ ମହାନ୍ତି/ମାନସ ଚୈାଧୁରୀ
  6. କଟକ ସଦର – ବାଙ୍କନିଧି୍ ବେହେରା/ରତ୍ନାକର ବେହେରା
  7. ଖଣ୍ଡପଡ଼ା- ବିନୋଦିନି ମହାନ୍ତି
  8. ସାଲେପୁର- ପ୍ରକାଶ ଚନ୍ଦ୍ର ବେହେରା/ଗୁରୁପଦ ନନ୍ଦ
  9. ମାହାଙ୍ଗା-ଦେବେନ୍ଦ୍ର ସାହୁ/ପ୍ରଦୀପ୍ତ ଦାସ
  10. ପାଟକୁରା-ଜୟନ୍ତ ମହାନ୍ତି/ ଚିନ୍ମୟ ବେହୁରା
  11. କେନ୍ଦ୍ରାପଡା-ଗଣେଶ୍ବର ବେହେରା/ହଳଧର ସେଠୀ
  12. ଆଳି-ଦେବେନ୍ଦ୍ରନାଥ ଶର୍ମା/ ହଳଧର ସେଠୀ
  13. ରାଜନଗର-ଅଂଶୁମାନ ମହାନ୍ତି/ ମିଟୁ ଦାସ
  14. ମହାକାଳପଡା-ବିଭ୍ରାଂଶୁ ଲେଙ୍କା/ଲୋକନାଥ ମହାରଥୀ
  15. ନିଆଳି ପ୍ରଶାନ୍ତ-ମଲ୍ଲିକ/ଅଭିମନ୍ୟୁ ମଲ୍ଲିକ
  16. ପାରାଦ୍ବୀପ-ପ୍ରମୋଦ ଜେନା/ଅରିନ୍ଦମ ସର୍ଖେଲ (ବାପି ସର୍ଖେଲ)
  17. ତିର୍ତୋଲ-ପ୍ରତିମା ମଲ୍ଲିକ/ଦେବୀ ମଲ୍ଲିକ
  18. ବାଲିକୁଦା ଏରସମା-ଲଲାଟେନ୍ଦୁ ମହାପାତ୍ର/ସାରଦା ଜେନା
  19. ଜଗତସିଂହପୁର-ଚିରଂଜିବି ବିଶ୍ବାଳ/ବିଷ୍ଣୁଚନ୍ଦ୍ର ବାରିକ
  20. କାକଟପୁର- ବିଶ୍ବରଂଜନ ଦାସ/ରବିନ୍ଦ୍ର ସେଠୀ
  21. ନିମାପଡା-ସତ୍ୟବ୍ରତ ପାତ୍ର/ଦିଲ୍ଲୀପ ନାୟକ
  22. ପୁରୀ-ବିନାୟକ ଦାସ ମହାପାତ୍ର/ବିଶ୍ବଜିତି ମହାନ୍ତି
  23. ବ୍ରହ୍ମଗିରି-ଉମାକାନ୍ତ ବରାଳ/ବାନାମ୍ବର ବାରିକ
  24. କଣ୍ଟାବାଂଝି-ସନ୍ତୋଷ ସିଂ ସାଲୁଜା/ସୁଧା ଦାସ
  25. ନୂଆପଡା-ଘାସିରାମ ମାଝି/ସୁରେଶ ଆଜାଦ
  26. ଖରିଆର-ଅଭିରାମ ପାଣିଗ୍ରାହୀ/କମଳ ତାଣ୍ଡି
  27. ଲାଂଜିଗଡ-ଶିବାଜୀ ମାଝି/ପ୍ରଦୀପ ଦିଶାରି
  28. ଜୁନାଗଡ-ଗୋବର୍ଦ୍ଧନ ଦାସ/ଅନିଳ ସିଂଦେଓ
  29. ଧର୍ମଗଡ-ଦିଗମ୍ବର ଦୁରିଆ/ତରୁନ ମାଝି
  30. ଭବାନୀପାଟଣା-ସାଗର ଦାସ/ଭରତ ବେମାଲ
  31. ନର୍ଲା-ଜଗନ୍ନାଥ ପଟ୍ଟନାୟକ/ଚିତ୍ତରଂଜନ ମଣ୍ଡଳ
  32. ଉମରକୋଟ-ଯତୀନ୍ଦ୍ର ଗଣ୍ଡ
  33. ଝରିଗାଁ- ଉଲ୍ଲାଧର ମାଝି/ମହେଶ୍ବର ଭାତ୍ରା
  34. ନବରଙ୍ଗପୁର-ସଦନ ନାୟକ/ଅଖିଳ ଭାତ୍ରା
  35. ଡାବୁଗାଁ-ଭୁଜବଳ ମାଝୀ
  36. କୋଟପାଡ-ଚନ୍ଦ୍ରଶେଖର ମାଝୀ
  37. ମାଲକାନଗିରି-ମାଲା ମାଢି
  38. ଚିତ୍ରକୋଣ୍ଡା-ଲକ୍ଷ୍ମୀପ୍ରିୟା ନାୟକ/ବଲରାଜ କୋଟେ
  39. ବାଲିଗୁଡା-କ୍ଲେଶ ପ୍ରଧାନ/ସୀମାନ ମଲ୍ଲିକ
  40. ଜି.ଉଦୟଗିରି-ଜାକବ ପ୍ରଧାନ/ପ୍ରତାପ ପ୍ରଧାନ
  41. ଫୁଲବାଣୀ-ସୁଦର୍ଶନ କଅଁର/ତୁଷାର କଁଅର
  42. କଣ୍ଟାମାଳ-ସୁଧିର ମହାକୁଡ/ପ୍ରଶାନ୍ତ ସାହୁ
  43. ବଉଦ-
  44. ଦଶପଲ୍ଲା-କୈଳାଶ ଚନ୍ଦ୍ର ମୁଖି
  45. ଭଂଜନଗର-ପ୍ରଶାନ୍ତ ବିଶୋୟୀ/ ସଂଜୟ ତ୍ରିପାଠୀ
  46. ଯଶୀପୁର-
  47. ସାରଶକନା-ବାରେଲ ସିକ୍ରା/ଚତୈନ୍ୟ ହାଁସାଦା
  48. ରାଇରଙ୍ଗପୁର-ଶ୍ୟାମ ହାଁସଦା/ହିଲିନା ବାଘେ
  49. ବାଙ୍ଗିରୀପୋଷ-
  50. ଉଦଳା-
  51. ବାରିପଦା-କମଳା ତିରିଆ/ ରାକେଶ ସିଂ
  52. ମୋରଡା-ହେମନ୍ତ ଦାଶ/ ପ୍ରଭାସ ମହାପାତ୍ର
  53. ବଡସାହି-ସଂଜୟ ବେହେରା/ କ୍ଷୀରୋଦ ପାତ୍ର
  54. ଜଳେଶ୍ବର-ଦେବୀପ୍ରସାଦ ଚାନ୍ଦ/ ତପନ ଦାସ
  55. ଭୋଗରାଇ-ସତ୍ୟଶିବ ଦାସ/ ଉମାରାଣୀ ପାତ୍ର
  56. ବସ୍ତା- ବିଜନ ନାୟକ/ସଂଜୀବ ପାଢୀ
  57. ବାଲେଶ୍ବର-ମାନସ ଦାସ ପଟ୍ଟନାୟକ/ଗୋପାଳ ଖଣ୍ଡେଲୱାଲ
  58. ରେମୁଣା-
  59. ନୀଳଗିରି-ଅକ୍ଷୟ କୁମାର ଆଚାର୍ଯ୍ୟ/ଜୋତ୍ସାଦେବୀ ମର୍ଦ୍ଦରାଜ
  60. ସୋର-ମହେଶ୍ବର ସେଠୀ/ମୃତ୍ୟୁଂଜୟ ଜେନା
  61. ସିମୁଳିଆ-ଶରତ ରାଜ/ରବି ଶତପଥୀ
  62. ଭଣ୍ଡାରିପୋଖରୀ-ନିରଂଜନ ପଟ୍ଟନାୟକ/ସୁବ୍ରତ ଦାସ
  63. ଭଦ୍ରକ-ନରେନ ପଲେଇ/ନଳିନିକାନ୍ତ ମହାନ୍ତି
  64. ବାସୁଦେବପୁର-ଅଶୋକ ଦାସ/ଲାପୁ ମହାକୁଡ
  65. ଧାମନଗର-ବିଦ୍ୟାଧର ଜେନା/ କୁମାର ଶ୍ରୀ ଚିରଂଜିବ
  66. ଚାନ୍ଦବାଲି-ଅମିୟ ମହାପାତ୍ର/ଜ୍ୟେତି ପ୍ରକାଶ ମହାନ୍ତି
  67. ବିଂଝାରପୁର-ମନୋରଂଜନ ଦାଶ/କନକଲତା ମଲ୍ଲିକ
  68. ବରୀ-ମନୋଜ ମହାପାତ୍ର/ଉମେଶ ଚନ୍ଦ୍ର ଜେନା
  69. ବଡ଼ଚଣା-ସୀତାକାନ୍ତ ମହାପାତ୍ର/ଶୁଭେନ୍ଦୁ ମହାନ୍ତି
  70. ଧର୍ମଶାଳା-ସ୍ମୃତିରେଖା ପହି/କିଶାନ ପଣ୍ଡା
  71. ଯାଜପୁର-ସନ୍ତୋଷ କୁମାର ନନ୍ଦ/ବଳଭଦ୍ର ଦାସ
  72. କୋରେଇ-ବନ୍ଦିତା ପରିଡା/ହରେକୃଷ୍ଣ ସାହୁ
  73. ସୁକିନ୍ଦା-ସଂଯୁକ୍ତା ରାଉତ/ଶରତ ରାଉତ
  74. ଢେଙ୍କାନାଳ-ନବୀନ ଚନ୍ଦ୍ର ନାରାୟଣ ଦାସ/ସରୋଜ ପଟ୍ଟନାୟକ
  75. ହିନ୍ଦୋଳ- ମମତାଞ୍ଜଳୀ ବେହାର/ବାମଦେବ ନାୟକ
  76. କାମାକ୍ଷାନଗର-ଭବାନୀ ଶଙ୍କର ମହାପାତ୍ର/ପ୍ରବଳକାନ୍ତୀ ସାହୁ
  77. ପର୍ଜଙ୍ଗ- ବିମଳା ବେହେରା/ସନ୍ତୋଷ ରାଉତ
  78. ପାଲଲହଡା଼-ସୁବୋଧ ଚନ୍ଦ୍ର ପାଣି/ସୁବ୍ରତ ଗଡନାୟକ
  79. ତାଳଚେର-ସୁରେଶ ଚନ୍ଦ୍ର ବେହେରା/ପ୍ରଫୁଲ୍ଲ କୁମାର ଦାସ
  80. ଅନୁଗୁଳ-ବିପ୍ଲବ ଜେନା/ ଅମ୍ବିକା ଭଟ୍ଟ
  81. ବିରମହାରାଜପୁର-ବିନୋଦ ପାତ୍ର/ଭୋଳାରାମ ସାଗର
  82. ସୋନପୁର-ଚନ୍ଦ୍ରମଣି ତ୍ରିପାଠୀ/ଶଙ୍କର ଦାସ
  83. ଲୋଇସିଂହା-ନବକିଶୋର ନାୟକ/ସନ୍ତୋଷ କୁମ୍ଭାର
  84. ପାଟଣାଗଡ-ରମେଶ ପୁରୋହିତ/ଅନିଲ ମେହେର
  85. ବଲାଙ୍ଗିର-ନରସିଂହ ମିଶ୍ର/ଅମରେନ୍ଦ୍ର ମିଶ୍ର
  86. ଟିଟଲାଗଡ-ସୁରେନ୍ଦ୍ର ସିଂହ ଭୋଇ/ରୁପେଶ ବେହେରା
  87. ସତ୍ୟବାଦୀ-ପ୍ରସାଦ ହରିଚନ୍ଦନ/ସ୍ନେହାଶ୍ରୀ ହରିଚନ୍ଦନ
  88. ପିପିଲି-ଅଜିତ ମଙ୍ଗରାଜ/ଯୁଧିଷ୍ଠିର ସାମନ୍ତରାୟ
  89. ଚିଲିକା- ପ୍ରଦୀପ ସ୍ବାଇଁ/ଜନକୀ ବଲ୍ଲଭ ପଟ୍ଟନାୟକ
  90. ରଣପୁର-ଶୁଭଶ୍ରୀ ପଣ୍ଡା/ସତ୍ୟବ୍ରତ ନାୟକ
  91. ନୟାଗଡ-ରଂଜିତ ଦାସ/ମନୋଜ ସାହୁ
  92. ଜୟଦେବ-ଜୟନ୍ତ ଭୋଇ/ ରାଘବ ସେଠୀ
  93. ଭୁବନେଶ୍ବର ମଧ୍ୟ-ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
  94. ଭୁବନେଶ୍ବର ଉତ୍ତର-ଅଭିଳାଶ ମାଣିଆ/ଇତିଶ ପ୍ରଧାନ
  95. ଏକାମ୍ର ଭୁବନେଶ୍ବର-ଶିବାନନ୍ଦ ରାୟ/ରଶ୍ମି ରଂଜନ ମହାପାତ୍ର
  96. ଜଟଣୀ-ସୁରେଶ ରାଉତରାୟ/ଜନକୀ ବଲ୍ଲଭ ପଟ୍ଟନାୟକ
  97. ବେଗୁନିଆ-ପୃଥ୍ବୀବଲ୍ଲଭ ପଟ୍ଟନାୟକ
  98. ଖୋର୍ଦ୍ଧା-ରାମଚନ୍ଦ୍ର ମହାପାତ୍ର/ସ୍ବାଗତିକା ପଟ୍ଟନାୟକ
  99. ପୋଲସରା-ଉତ୍ତମ ଦାସ/ଅସଠି ବରାଳ
  100. କବିସୂର୍ଯ୍ୟନଗର-ସୀତାରାମ ପାଣିଗ୍ରାହୀ/ବିଜୟ ସାହୁ
  101. ଖଲିକୋଟ-
  102. ଆସ୍କା-ମନୋଜ କୁମାର ଜେନା/ସ୍ବରୂପ ପାଣିଗ୍ରାହୀ
  103. ସୋରଡା-ଦତ୍ତାତ୍ରୟ ମହାନ୍ତି/ସଂଗ୍ରାମ ମହାନ୍ତି
  104. ସାନଖେମୁଣ୍ଡି-ରମେଶ ଚନ୍ଦ୍ର ଜେନା
  105. ହିଂଜିଳି- ଶମ୍ଭୁ ପାଣିଗ୍ରାହି/ନିରଂଜନ ପାଣିଗ୍ରାହୀ
  106. ଛତ୍ରପୁର-
  107. ଗୋପାଳପୁର-ଏସ୍. ଧର୍ମ ରେଡ୍ଡୀ/ପୀତବାସ ପଣ୍ଡା
  108. ବ୍ରହ୍ମପୁର-ଦୀପକ ପଟ୍ଟନାୟକ/ଲିଙ୍ଗରାଜ ଚୈଧୁରୀ
  109. ତଳସରା-ପ୍ରଫୁଲ୍ଲ ମାଝୀ/ତ୍ରିବେଣୀ ମାଝି
  110. ସୁନ୍ଦରଗଡ-ସୁମିତା ବିଶ୍ବାଳ/ ଜଟିଆ ମୁଣ୍ଡ
  111. ବିରମିତ୍ରପୁର- ପୋଟେଲ ବାର୍ଲା/ସୁଷମା ନାୟକ
  112. ରଘୁନାଥପାଲି- ଗୋପାଳ ଦାସ/ଗଜେନ୍ଦ୍ର ତନ୍ତୀ
  113. ରାଉରକେଲା-ରବି ରାୟ/ବିରେନ୍ଦ୍ର ସେନାପତି
  114. ରାଜଗାଙ୍ଗପୁର-ଗ୍ରୀଗୋରୀ ମିଂଜ/ରଜନ ଏକା
  115. ବଣାଇ-ଜନାର୍ଦ୍ଦନା ଦେଉରି
  116. କୁଚିଣ୍ଡା-ରାଜେନ୍ଦ୍ର ଛତ୍ରିଆ/ଶୋଭାରମ ପ୍ରଧାନ
  117. ରେଙ୍ଗାଲି- ଦୁର୍ଯ୍ୟୋଧନ ଗଡତିଆ/ତପସ୍ୟା ମହାନନ୍ଦ
  118. ସମ୍ବଲପୁର- ଅଶ୍ବିନ ଗୁରୁ/ସୁରେଶ୍ବର ମିଶ୍ର
  119. ରେଢାଖୋଲ-ଆସ୍ରଫ ଅଲ୍ଲି ଖାଁ/ ଦୁଲ୍ଲାଲ ପ୍ରଧାନ
  120. ଦେଉଗଡ- ଉମାକାନ୍ତ ସାହୁ/ଶେମ୍ ହେମ୍ରମ୍
  121. ଛେଣ୍ଡିପଦା- ସସ୍ମିତା ବେହେରା/ନରୋତ୍ତମା ନାୟକ
  122. ଆଠମଲ୍ଲିକ-
  123. ତେଲକୋଇ- ମୋହନ ହେମ୍ବ୍ରମ୍/ହର ମୋହନ ସୋରେନ୍
  124. ଘସିପୁରା- ନିରଂଜନ ପଟ୍ଟନାୟକ/ରତିକାନ୍ତ ବରାଳ
  125. ଆନନ୍ଦପୁର-ଜୟଦେବ ଜେନା/ସଂଗ୍ରାମ ଜେନା
  126. ପାଟଣା-ଗୌର ନାୟକ/ଗୋପେଶ୍ବର ନାୟକ
  127. କେଉଁଝର-ବିଦ୍ୟାଧର ଦେହୁରୀ/ସିଦ୍ଦେଶ୍ବର ନାୟକ
  128. ଚଂପୁଆ-ପାର୍ଥସାରଥୀ ପହି/ ବିପ୍ଲବ ମିଶ୍ର
  129. କରଂଜିଆ- ଯାବମଣି ଟୁଡ୍ଡୁ/ତ୍ରୋଲୋକେଶ୍ବର ନାୟକ
assemblycandidate odishacong
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରୀରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

May 30, 2026

New Museum: ଭୁବନେଶ୍ବରରେ ହେବ ୮୦୦ କୋଟି ଟଙ୍କାର ବଡ ସଂଗ୍ରହାଳୟ, ଏଥିରେ ରହିବ..

May 30, 2026

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026

ଡିକେ ସରକାରରେ ସିଦ୍ଧରମୈୟାଙ୍କ ପ୍ରାଧାନ୍ୟ କେତେ ବଜାୟ ରହିବ; ଜାଣନ୍ତୁ ଇନସାଇଡ ଷ୍ଟୋରୀ

May 30, 2026
Latest News

ପେଟ୍ରୋଲ ଏବଂ ଡିଜେଲ ଦର ୨୨ ଟଙ୍କା ହ୍ରାସ: ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେଲା ସରକାରଙ୍କ ଏହି ନିଷ୍ପତ୍ତି

May 30, 2026

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରୀରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

May 30, 2026

CII MSME Connect: ଓଡିଶାରେ ଏମଏସଏମଇ ଗୁଡିକର ସଫଳତା ପାଇଁ ପଦକ୍ଷେପ

May 30, 2026

ନୀଳାଦ୍ରିବିହାରରେ ଦୁର୍ଘଟଣା : ୧ ମୃତ

May 30, 2026

New Museum: ଭୁବନେଶ୍ବରରେ ହେବ ୮୦୦ କୋଟି ଟଙ୍କାର ବଡ ସଂଗ୍ରହାଳୟ, ଏଥିରେ ରହିବ..

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.