Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡ଼ିର ୩୬ ବିଧାନସଭା ଏବଂ ୯ଟି ଲୋକସଭା ପାଇଁ ପ୍ରାର୍ଥୀ ଘାେଷଣା,ପୁରୀରୁ ପିନାକୀ ଏବଂ କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି
ବିଶେଷ ଖବର

ବିଜେଡ଼ିର ୩୬ ବିଧାନସଭା ଏବଂ ୯ଟି ଲୋକସଭା ପାଇଁ ପ୍ରାର୍ଥୀ ଘାେଷଣା,ପୁରୀରୁ ପିନାକୀ ଏବଂ କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି

March 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJD declares its 18 assembly candidate name
BJD declares its 18 assembly candidate name

ଆଜି ମୁଖ୍ୟମନ୍ତ୍ରୀ ୯ଟି ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ବିଜେଡ଼ିର ଲୋକସଭା ପ୍ରାର୍ଥୀ

୧-ଭୁବନେଶ୍ବର – ଅରୂପ ପଟ୍ଟନାୟକ

୨-କେନ୍ଦ୍ରାପଡ଼ା : ଅନୁଭବ ମହାନ୍ତି

୩-ପୁରୀ  – ପିନାକୀ  ମିଶ୍ର

୪-ମୟୂରଭଂଜ – ଡାକ୍ତର ଦେବାଶିଷ ମାରାଣ୍ଡି

୫-ଯାଜପୁର – ଶର୍ମିଷ୍ଠା ସେଠୀ

୬-ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ

୭-ସମ୍ବଲପୁର – ନଳିନୀ ପ୍ରଧାନ

୮-ବାଲେଶ୍ବର – ରବୀନ୍ଦ୍ର ଜେନା

୯-ଭଦ୍ରକ – ମଂଜୁଲତା ମଣ୍ଡଳ

ବିଧାନସଭା ପ୍ରାର୍ଥୀ ତାଲିକା :-

  1. ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା
  2. ସତ୍ୟବାଦୀ – ଉମାକାନ୍ତ ସାମନ୍ତରାୟ
  3. ରଣପୁର- ସତ୍ୟ ପ୍ରଧାନ
  4. ନୟାଗଡ଼- ଅରୁଣ ସାହୁ
  5. ଭୁବନେଶ୍ବର ଏକାମ୍ର – ଅଶୋକ ପଣ୍ଡା
  6. ବଡ଼ମ୍ବା –  ଦେବୀ ପ୍ରସାଦ ମିଶ୍ର
  7. ବାଙ୍କୀ – ଦେବୀ ରଂଜନ ତ୍ରିପାଠୀ
  8. ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ବାଇଁ
  9. ଚୌଦ୍ବାର – କଟକ – ସୌଭିକ୍‌ ବିଶ୍ବାଳ
  10. ଢେଙ୍କାନାଳ – ସୁଧୀର ସାମଲ
  11. ହିନ୍ଦୋଳ – ସୀମାରାଣୀ ନାୟକ
  12. କାମାକ୍ଷନଗର – ପ୍ରଫୁଲ୍ଲ ମଲ୍ଲିକ
  13. ପର୍ଜଙ୍ଗ – ନୃସିଂହ ସାହୁ
  14. ତାଳଚେର –  ବ୍ରଜ କିଶୋର ପ୍ରଧାନ
  15. ଅନୁଗୁଳ – ରଜନୀକାନ୍ତ ସିଂହ
  16. କୁଚିଣ୍ଡା –  କିଶୋର ନାୟକ
  17. ଛେଣ୍ଡିପଦା – ସୁଶାନ୍ତ ବେହେରା
  18. ତେଲକାଇ  – ପ୍ରେମାନନ୍ଦ ନାଏକ
  19. ଘସିପୁରା – ବଦ୍ରିନାରାୟଣ ପାତ୍ର
  20. ପାଟଣା – ଜଗନ୍ନାଥ ନାୟକ
  21. କେନ୍ଦୁଝର – ମାଧବ ସର୍କାର
  22. କରଞ୍ଜିଆ – ବାସନ୍ତୀ ହେମ୍ରମ
  23. ଭୋଗରାଇ – ଅନନ୍ତ ଦାଶ
  24. ରେମୁଣା – ସୁଧାଂଶୁ ପରିଡ଼ା
  25. ଭଣ୍ଡାରୀପୋଖରୀ –  ପ୍ରଫୁଲ୍ଲ ସାମଲ
  26. ବାସୁଦେବପୁର – ବିଷ୍ଣୁବ୍ରତ ରାଉତରାୟ
  27. ଚାନ୍ଦବାଲି –  ବ୍ୟୋମକେଶ ରାୟ
  28. ସିମିଳୁଆ – ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
  29. ବିଂଝାରପୁର – ପ୍ରମିଳା ମଲ୍ଲିକ
  30. ଧର୍ମଶାଳା – ପ୍ରଣବ ବଳବନ୍ତରାୟ
  31. ସୁକିନ୍ଦା – ପ୍ରୀତିରଂଜନ ଘଡାଇ
  32. ପାଟକୁରା – ବେଦପ୍ରକାଶ ଅଗ୍ରଓ୍ବାଲ
  33. ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ
  34. ଆଳି – ପ୍ରତାପ କେଶରୀ ଦେବ
  35. ମାହାଙ୍ଗା – ପ୍ରତାପ ଜେନା
  36. ସାଲେପୁର – ପ୍ରଶାନ୍ତ ବେହେରା

ଭୁବନେଶ୍ବରର ଲେକସଭା ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀକୁ ଦଳ ଏଥର ରାଜ୍ୟସଭାକୁ ପଠାଇବ ବୋଲି ବିଜେଡି ସୁପ୍ରିମୋ ଘୋଷଣା କରିଛନ୍ତି।

BJD candidate list release thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 7, 2026

ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ଦୈନିକ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

July 6, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ବାତିଲ୍ ହେଲା ଏହି ସବୁ ଟ୍ରେନ

July 6, 2026
Latest News

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.