Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଗଷ୍ଟ ସୁଦ୍ଧା 30 କୋଟି ଲୋକଙ୍କୁ ଦିଆଯିବ କରୋନା ଟୀକା : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ବବର୍ଦ୍ଧନ
ଜାତୀୟ ଖବର

ଅଗଷ୍ଟ ସୁଦ୍ଧା 30 କୋଟି ଲୋକଙ୍କୁ ଦିଆଯିବ କରୋନା ଟୀକା : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ବବର୍ଦ୍ଧନ

November 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ଦେଶରେ କରୋନା ଟିକା ଉପଲବ୍ଧ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । 2021 ମସିହା ଅଗଷ୍ଟ ସୁଦ୍ଧା ଦେଶରେ ଭ୍ୟାକସିନ୍‌ ଉପଲବନ୍ଧ ହେବ ବୋଲି କହିଛନ୍ତି ହର୍ଷବର୍ଦ୍ଧନ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ୟାକ୍‌ସିନ୍‌ ବିକଶିତ ତଥା ନିର୍ମାଣ କରୁଥିବା ତିନି ଟିମ୍‌ଙ୍କସହ ଅନଲାଇନ୍‌ ବୈଠକ କରିଛନ୍ତି । ଶନିବାର ଦିନ ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଯାତ୍ରା କରି କରୋନା ଟୀକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ବର୍ତ୍ତମାନ ଭାରତରେ 100ଟି କମ୍ପାନୀ ଟିକା ନିର୍ମାଣ ଦୌଡରେ ଅଛନ୍ତି । ଏହି 100ଟି କମ୍ପାନୀ ମଧ୍ୟରୁ 30ଟି ଭାରତୀୟ କମ୍ପାନୀ ରହିଛି । 30 ଭାରତୀୟ କମ୍ପାନୀ ମଧ୍ୟରୁ 5ଟି ବିଭିନ୍ନ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲରେ ରହିଛନ୍ତି । ଦୁଇଟି କମ୍ପାନୀର ଟିକା ପରୀକ୍ଷଣ ଆଡଭାନ୍ସଡ ଷ୍ଟେଜରେ ରହିତିୁବା ବେଳେ ପ୍ରି କ୍ଲିନିକାଲ ଷ୍ଟେଜରେ ରହିଛି ଦୁଇଟି କମ୍ପାନୀ । ଏହି ସମସ୍ତ ସ୍ଥିତି୍କୁ ଦେଖିଲେ ଆସନ୍ତା କିଛି ମାସ ମଧ୍ୟରେ ଭାରତୀୟ କମ୍ପାନୀର ଟିକା ବଜାରରେ ଉପଲବ୍ଧ ହେବ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ଏକାଥରକେ ୧୩୫ କୋଟି ଲୋକଙ୍କ ଟିକାକରଣ କଷ୍ଟସାଧ୍ୟ ବ୍ୟାପାର । ତେବେ ଜୁନ- ଜୁଲାଇ ସୁଦ୍ଧା 30 କୋଟି ଲୋକଙ୍କର ଟୀକାକରଣ କରାଯିବ ବୋଲି ହଷବର୍ଦ୍ଧନ କହିଛନ୍ତି ।

Corona Vaccine କରୋନା ଟୀକା
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ଭାରତରେ ବଢ଼ୁଛି ଆଇଫୋନ୍ କ୍ରେଜ୍!: ଏହି ରେକର୍ଡ ସୃଷ୍ଟି କଲା ଆପଲ୍

August 6, 2026

ନିଶ୍ଚିତ ହେଲା ରଣବୀର କପୁରଙ୍କ ‘ରାମାୟଣ’ ରିଲିଜ୍ ତାରିଖ: ଜାଣନ୍ତୁ କେବେ?

August 6, 2026

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026
Latest News

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026

ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା

August 6, 2026

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.