Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବଡ ଖବର: ଆରମ୍ଭ ହେଲା କୋଭିଡ19 ଟୀକା ପ୍ରଦାନ, ବିଶ୍ବର 90 ବର୍ଷର ଜଣେ ମହିଳା ନେଲେ ପ୍ରଥମ ଟୀକା
ଅନ୍ତରାଷ୍ଟ୍ରୀୟ

ବଡ ଖବର: ଆରମ୍ଭ ହେଲା କୋଭିଡ19 ଟୀକା ପ୍ରଦାନ, ବିଶ୍ବର 90 ବର୍ଷର ଜଣେ ମହିଳା ନେଲେ ପ୍ରଥମ ଟୀକା

December 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡ ଖବର: ଆରମ୍ଭ ହେଲା କୋଭିଡ19 ଟୀକା ପ୍ରଦାନ, ବିଶ୍ବର 90 ବର୍ଷର ଜଣେ ମହିଳା ନେଲେ ପ୍ରଥମ ଟୀକା

ଲଣ୍ଡନ, ଆଜି ବ୍ରିଟେନରେ ସାଧାରଣ ଲୋକଙ୍କୁ କୋଭିଡ19 ଟୀକା ପ୍ରଦାନ ଆରମ୍ଭ ହୋଇଛି। ଫାଇଜର କଂପାନୀ ଦ୍ବାରା ପ୍ରସ୍ତୁତ ବାଓ-ଏନ-ଟେକ ଟୀକାକରଣ ପାଇଁ ବ୍ରିଟିସ ସରକାର ଅନୁମତି ଦେଇଛନ୍ତି। ଫଳରେ କ୍ଲିନିକାଲ ଟେଷ୍ଟ ବାହାରେ 90 ବର୍ଷର ଜଣେ ମହିଳାଙ୍କୁ ଏହି କୋଭିଡ19 ଟୀକା ପ୍ରଥମେ ଦିଆଯାଇଛି। ତାଙ୍କ ନାମ ହେଉଛି ମାର୍ଗେରଟ୍ କିନାନ୍। ସେ ଉତ୍ତର ଆର୍ୟଲାଣ୍ଡର ଇନ୍ନିସ୍କିଲେନର ବାସିନ୍ଧା। ଏହାପରେ ବ୍ରିଟେନର ବର୍ତ୍ତମାନ ସାମୁହିକ ଟୀକାକରଣ ଆରମ୍ଭ କରାଯାଇଛି।

ଫାଇଜର କଂପାନୀ ବାଓ-ଏନ-ଟେକ ଟୀକା ଜରୁରୀକାଳିନ ସାମୁହିକ ପ୍ରଦାନ ପାଇଁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଥିଲା। କଂପାନୀର ଅନୁରୋଧ ପରେ ସରକାର ତାହାକୁ ଅନୁମତି ପ୍ରଦାନ କରିଥିଲେ। ଫଳରେ ବିଶ୍ବରେ ବ୍ରିଟେନ ହେଉଛି ପ୍ରଥମ ରାଷ୍ଟ୍ର ଯେ କି ଏହି କୋଭିଡ19 ଟୀକା ସାମୁହିକ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି।

Covid Vaccine କୋଭିଡ19 ଟୀକା
Share. Facebook Twitter LinkedIn Email WhatsApp Copy Link

Related Posts

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

August 6, 2026

ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ

August 6, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026
Latest News

ଆରଇପିସିଓ ବ୍ୟାଙ୍କର ସଫଳତାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

August 6, 2026

ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

August 6, 2026

ଜିଓର ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଭରସାଯୋଗ୍ୟ ଟେଲିକମ୍ ନେଟୱାର୍କ ଜାରି

August 6, 2026

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

August 6, 2026

ପୂର୍ବତଟ ରେଳପଥ ପକ୍ଷରୁ ପୁରୀ–ସୋଲାପୁର ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.