Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାସପୋର୍ଟ ହଜାଇବା ଦଣ୍ଡ: ୧୮ ବର୍ଷ ପାକିସ୍ଥାନ ଜେଲରେ ରହି ଘରକୁ ଫେରିଲେ ମହିଳା
ଅନ୍ତରାଷ୍ଟ୍ରୀୟ

ପାସପୋର୍ଟ ହଜାଇବା ଦଣ୍ଡ: ୧୮ ବର୍ଷ ପାକିସ୍ଥାନ ଜେଲରେ ରହି ଘରକୁ ଫେରିଲେ ମହିଳା

January 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଦେଶରେ ଭାରତୀୟ ପାସପୋର୍ଟ କେତେ ଯେ ମହତ୍ବପୂର୍ଣ୍ଣ, ତାହା କେବଳ ୧୮ ବର୍ଷ ଜେଲ ଭୋଗିଥିବା ଜଣେ ୬୫ ବର୍ଷିୟା ମହିଳାଙ୍କ ଠାରୁ ବୁଝିପାରିବେ। ସେ ମହିଳାଜଣଙ୍କ ହେଉଛନ୍ତି ହସିନା ବେଗମ। ୨୦୦୨ ମସିହାରେ ହସିନା ବେଗମ ନିଜ ସମ୍ପର୍କୀୟଙ୍କୁ ମିଶିବା ପାଇଁ ପାକିସ୍ଥାନର ଲାହୋର ଯାଇଥିଲେ। ହେଲେ ସେଠାରେ ତାଙ୍କର ପାସପୋର୍ଟ ହଜିଯାଇଥିଲା।

ତାପରେ ତାଙ୍କର ସମସ୍ୟା ଆରମ୍ଭ ହୋଇଥିଲା। ପାକିସ୍ଥାନ ସରକାର ତାଙ୍କୁ ଜେଲରେ ବନ୍ଦ କରିଦେଇଥିଲା। କୌଣସି ଦୋଷ ନକରି ଦୀର୍ଘ ୧୮ ବର୍ଷ ପର୍ଯ୍ୟନ୍ତ ହସିନା ଜେଲରେ ରହିଲେ। ସାଧାରଣତନ୍ତ୍ର ଦିବସରେ ସେ ପାକିସ୍ଥାନ ଜେଲରୁ ମୁକ୍ତ ହୋଇଛନ୍ତି। ଔରଙ୍ଗାବାଦ ପୋଲିସର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ହସିନା ନିଜ ଦେଶକୁ ଫେରି ଆସିବାପରେ ଜେଲରେ କାଟିଥିବା ଖରାପ ସମୟର ଅନୁଭୂତିକୁ ଲୋକଙ୍କ ଆଗରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ନିଜ ଦେଶକୁ ଫେରି ଏବେ ଶାନ୍ତି ଅନୁଭବ ହେଉଛି, ଯେମିତିକି ମୁଁ ସ୍ବର୍ଗରେ ଅଛି। ଔରଙ୍ଗାବାଦ ପୋଲିସର ପ୍ରୟାସରେ ଦେଶକୁ ଫେରିଥିବାରୁ ସେ ପୋଲିସକୁ ଧନ୍ୟବାଦ ଦେଇଥିଲେ। ଏହାସହିତ ପୋଲିସ ମଧ୍ୟ ତାଙ୍କୁ ସ୍ଵାଗତ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ହସିନା ବେଗମ ଉତ୍ତରପ୍ରଦେଶ ସହାରାନପୁରର ଦିଲସାଦ ଅହମ୍ମଦଙ୍କୁ ବିବାହ କରିଥିଲେ। ଔରଙ୍ଗାବାଦର ସିଟି ଛକ ଥାନା ଅଞ୍ଚଳର ମହିଳାଙ୍କ ଘର ବୋଲି ଜଣାପଡିଛି।

ପାସପୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Latest News

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ପୋଲିସ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.