Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ
ଅନ୍ତରାଷ୍ଟ୍ରୀୟ

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ
ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ: ହଂକଂ ସିକ୍ସ ଟୁର୍ଣ୍ଣାମେଣ୍ଟରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି। ଭାରତକୁ ପାକିସ୍ତାନ ୪ ୱିକେଟରେ ପରାସ୍ତ କରିଛି। ପାକିସ୍ତାନ ମାତ୍ର ୩.୫ ଓଭରରେ ୮୯ ରନର ଲକ୍ଷ୍ୟ ହାସଲ କରି ମ୍ୟାଚ୍ ଶେଷ କରିଦେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୮୮ ରନ୍ କରିଥିଲା। ପାକିସ୍ତାନ ପାଇଁ ଖ୍ୱାଜା ନାଫାୟ ଏବଂ ଅଧିନାୟକ ଅବ୍ବାସ ଆଫ୍ରିଦି ବିସ୍ଫୋରକ ବ୍ୟାଟିଂ କରିଥିଲେ। ନାଫାୟ ୧୨ ବଲରେ ୪୧ ରନ୍ ଏବଂ ଆଫ୍ରିଦି ୮ ବଲରେ ୩୫ ରନ୍ କରି ମ୍ୟାଚ୍ ଏକତରଫା କରିଦେଇଥିଲେ।

ଭାରତ ପାଇଁ ଏକ ଲଢିଲେ ଶଶାଙ୍କ ସିଂହ:

ଭାରତ ପାଇଁ କେବଳ ଶଶାଙ୍କ ସିଂହ ଲଢି ପାରିଥିଲେ। ସେ ୧୧ ବଲରେ ୨ ଚୌକା ଓ ୫ ଛକା ସହ ୪୦ ରନ୍ କରିଥିଲେ। ନୀତୀଶ ରାଣାଙ୍କ ଅବସ୍ଥା ବହୁତ ଖରାପ ଥିଲା, ୧୪ ବଲରେ ୧୯ ରନ୍ କରି ରିଟାୟର୍ଡ ଆଉଟ ହେବାକୁ ପଡିଲା।

ପ୍ରଥମ ମ୍ୟାଚରେ ପରାଜୟ:

ଏହା ଥିଲା ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍। ରାହୁଲ ତ୍ରିପାଠୀ ମାତ୍ର ୯ ରନ୍ କରି ପାରିଥିଲେ, ରାହୁଲ ତେୱତିଆ ଏବଂ ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ଦୁହେଁ ଗୋଲ୍ଡେନ ଡକ୍ ହୋଇ ପ୍ରଥମ ବଲରେ ଆଉଟ ହୋଇଥିଲେ।ବୋଲିଂରେ ମଧ୍ୟ ଭାରତ ଫେଲ ମାରିଲା। ଅଧିନାୟକ କ୍ରୁନାଲ ପ୍ରଥମ ଓଭରରେ ୩୧ ରନ୍ ଦେଇଥିଲେ, ଆଫ୍ରିଦି ତାଙ୍କ ଓଭରର ଶେଷ ୫ ବଲରେ ଲଗାତାର ୫ ଛକା ମାରିଥିଲେ। ଟି ନଟରାଜନ ମଧ୍ୟ ୬ ବଲରେ ୨୮ ରନ୍ ଦେଇଥିଲେ। ୨ ଓଭରରେ ପାକିସ୍ତାନ ୫୯ ରନ୍ କରି ମ୍ୟାଚ୍ ନିଜ ହାତକୁ ନେଇ ଯାଇଥିଲା।

AbbasAfridi CricketNews HongKongSixes HongKongSixes2026 IndiaVsPakistan INDvsPAK KrunalPandya ShashankSingh teamindia
Share. Facebook Twitter LinkedIn Email WhatsApp Copy Link

Related Posts

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026

‘ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ’: ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

October 30, 2026

ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଲେ କୃଷ୍ଣସାର ମୃଗ

October 30, 2026
Latest News

MLC ନିର୍ବାଚନ ଫଳାଫଳର ପାର୍ଶ୍ୱ ପ୍ରତିକ୍ରିୟା: ବିଜେପି-ସିନ୍ଦେ ମେଣ୍ଟ ଭିତରେ ବିବାଦ!

October 30, 2026

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ପିଏମ-କିଷାନର ୨୪ତମ କିସ୍ତି ଜାରି: ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଣ୍ଟ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.