Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦୁବାଇ ଓମେନ୍‌ସ୍‌ ଫୋରମ୍‌କୁ ସମ୍ବୋଧିତ କରିବେ ଇଭାଙ୍କା-ଥେରେସା
ଅନ୍ତରାଷ୍ଟ୍ରୀୟ

ଦୁବାଇ ଓମେନ୍‌ସ୍‌ ଫୋରମ୍‌କୁ ସମ୍ବୋଧିତ କରିବେ ଇଭାଙ୍କା-ଥେରେସା

February 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁବାଇ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଥେରେସା ମେ ଦୁବାଇ ଓମେନ୍‌ସ୍‌ ଫୋରମ୍‌କୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ଆସନ୍ତା ସପ୍ତାହରେ ଏହି ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ଫେବୃୟାରୀ 16 ଏବଂ 17 ତାରିଖରେ ଏହି ଫୋରମ୍‌ ଅନୁଷ୍ଠିତ ହେବ । ଇଭାଙ୍କା ଶିକ୍ଷା, ସ୍ବାସ୍ଥ୍ୟ, ମହିଳାଙ୍କ ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଉପରେ ନିଜର ଅଭିଭାଷଣ ପ୍ରଦାନ କରିବେ ବୋଲି ଜଣାପଡିଛି । ସେହିପରି ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଥେରେସା ନିଜର ରାଜନୈତିକ ଅଭିଜ୍ଞତା ସହିତ ରାଜନୀତିରେ ମହିଳାଙ୍କ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିବେ । ଏହି ଦୁଇ ଜଣଙ୍କ ବ୍ୟତିତ ୟଏଇ ଜାତିସଂଘ ରାଷ୍ଟ୍ରଦୂତ ଲାନା ନୁସେବା, ବିଶ୍ବବ୍ୟାଙ୍କ ସଭାପତି ଡେଭିଡ୍‌ ମାଲ୍‌ପାସ୍‌ ଏବଂ ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜେଭିଆ ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ

June 27, 2026

ଜୁନ୍ ୨୯ ରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ: ସମନ୍ୱୟ ସମିତି

June 27, 2026

ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ, ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

June 27, 2026

ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ

June 27, 2026
Latest News

ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ

June 27, 2026

ଜୁନ୍ ୨୯ ରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ: ସମନ୍ୱୟ ସମିତି

June 27, 2026

ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ, ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

June 27, 2026

ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ

June 27, 2026

ଆଇପିଏଲ-୨୦୨୭ରେ ଦଳ ପରିବର୍ତ୍ତନ କରିବେ ଏହି ୧୫ ଖେଳାଳି: ତାଲିକାରେ ବଡ଼ ନାମ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.