Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଅପଡେଟ୍‌ :  ବିଶ୍ବରେ ଏକ ଲକ୍ଷ 70 ହଜାରରୁ ଅଧିକ ମୃତ୍ୟୁ
ଅନ୍ତରାଷ୍ଟ୍ରୀୟ

କରୋନା ଅପଡେଟ୍‌ :  ବିଶ୍ବରେ ଏକ ଲକ୍ଷ 70 ହଜାରରୁ ଅଧିକ ମୃତ୍ୟୁ

April 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଚୀନ ସହରରୁ ଆରମ୍ଭ ହୋଇଥିବା ସାରା ବିଶ୍ବରେ ବିଶ୍ବ ମହାମାରୀ ରୂପେ ମାଡ଼ି ଚାଲିଛି । ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2,481,026ର ପହଞ୍ଚିଥିବାବେଳେ 170,.423ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 7,92,759ରେ ପହଞ୍ଚିଥିବାବେଳେ ମୃତ୍ୟୁବରଣ କରିଛନ୍ତି 42,514ଜଣ । ସେହିପରି ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ପାର୍‌ କରିଥିବାବେଳେ ମୃତ୍ୟୁବରଣ କରିଛନ୍ତି 20,852ଜଣ । ସେହିପରି ଇଟାଲୀରେ 1,81,228ଜଣ ଆକ୍ରାନ୍ତ ରହିଥିବାବେଳେ 24,114 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଫ୍ରାନ୍ସରେ 1,55,383ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 20,265ଜଣ ।  ୟୁକରେ ଏହି ମହାମାରୀ ଯୋଗୁଁ 16,509 ମୃତ୍ୟୁବରଣ କରିଛନ୍ତି ।

ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  599କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 17,656ରେ ପହଞ୍ଚିଛି । ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 176କୁ ବୃଦ୍ଧି ହୋଇଛି । (ଏଜେନ୍ସି)

coronaupdate
Share. Facebook Twitter LinkedIn Email WhatsApp Copy Link

Related Posts

ଅମରନାଥ ଯାତ୍ରାରେ ଭକ୍ତଙ୍କ ଭିଡ଼: ଏପର୍ଯ୍ୟନ୍ତ ବାବା ବର୍ଫାନୀଙ୍କ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

July 27, 2026

NEET ପ୍ରତିବାଦ ସମୟରେ ବିବାଦୀୟ ପୋଷ୍ଟର: ଅଜ୍ଞାତ ମହିଳାଙ୍କ ବିରୋଧରେ ମାମଲା ରୁଜୁ

July 27, 2026

କଣ୍ଟାବାଞ୍ଜିଠାରେ ବିଶାଳ ‘ମିଶ୍ରଣ ପର୍ବ’: ବିଜେପି ରେ ଯୋଗଦେଲେ ବିଜେଡ଼ି ଏବଂ କଂଗ୍ରେସ କର୍ମୀ

July 27, 2026

ଆଜି ଜୁଲାଇ ୨୭ ତାରିଖ ସୋମବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 27, 2026
Latest News

ଅମରନାଥ ଯାତ୍ରାରେ ଭକ୍ତଙ୍କ ଭିଡ଼: ଏପର୍ଯ୍ୟନ୍ତ ବାବା ବର୍ଫାନୀଙ୍କ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

July 27, 2026

NEET ପ୍ରତିବାଦ ସମୟରେ ବିବାଦୀୟ ପୋଷ୍ଟର: ଅଜ୍ଞାତ ମହିଳାଙ୍କ ବିରୋଧରେ ମାମଲା ରୁଜୁ

July 27, 2026

କଣ୍ଟାବାଞ୍ଜିଠାରେ ବିଶାଳ ‘ମିଶ୍ରଣ ପର୍ବ’: ବିଜେପି ରେ ଯୋଗଦେଲେ ବିଜେଡ଼ି ଏବଂ କଂଗ୍ରେସ କର୍ମୀ

July 27, 2026

ଆଜି ଜୁଲାଇ ୨୭ ତାରିଖ ସୋମବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 27, 2026

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.